Yearly Archives

2023

ବ୍ଲକସ୍ତରୀୟ ଲୋକକଳା ଦିବସ ୨୦୨୩ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ପରିସରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପତ୍ର ସଂଖ୍ୟା ୮୫୭୩ ତା ୯.୬.୨୦୨୩ ଅନୁଯାୟୀ ବ୍ଲକସ୍ତରୀୟ ଲୋକ କଳା ଦିବସ ପାଳିତ କରାଯାଇଅଛି । କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସରିତା ବାଗ
Read More...

ଡଃ. ବ୍ରଜକିଶୋର ପାଢ଼ୀଙ୍କ ଦ୍ୱାରା ଲିଖିତ ଇଂରାଜୀ ପୁସ୍ତକ “ବିରଞ୍ଚି ନାରାୟଣ ମନ୍ଦିର” ରାଜ୍ୟପାଳଙ୍କ ଦ୍ୱାରା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଐତିହ୍ୟ, ସଂସ୍କୃତି, କିମ୍ବଦନ୍ତୀର ନଗରୀ ବୁଗୁଡାର ବିରଞ୍ଚି ନାରାୟଣ ମନ୍ଦିର ଏକ ଅଦ୍ୱିତୀୟ । ଏହି ମନ୍ଦିରରେ କାଷ୍ଠ ପାଷାଣରେ ନିର୍ମିତ କାରୁକାର୍ଯ୍ୟ ଓ ଚାରୁଶିଳ୍ପୀ କଳା ଓଡ଼ିଶାର ପ୍ରତିଷ୍ଠିତ ଗନ୍ତାଘର ଅଟେ । ବୁଗୁଡାର
Read More...

ଛୁଇଁବନ୍ଧ ଦୁର୍ଘଟଣା ପ୍ରସଙ୍ଗ : ମୃତକଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ରାତିରେ ଛୁଇଁବନ୍ଧ ପାଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ସାରା ସହରରେ ଏହି ଘଟଣା ଚହଳ ପକାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବୁଧବାର ସଂନ୍ଧ୍ୟାରେ ମୃତକଙ୍କ ଜଗନ୍ନାଥପଡା ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା
Read More...

ନିଟ୍‌ରେ ଜୀବନାନନ୍ଦଙ୍କ ସଫଳତାକୁ ନେଇ ସଇଁତଲା ଓ ବେଲପଡାରେ ବେଶ ଉତ୍ସାହ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ କୁଦୋଭଟା ଗ୍ରାମ ନିବାସୀ ତଥା ସଇଁତଳା ବ୍ଲକ ଘୁନସର କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ମୋହନଚରଣ ବାଗ ଓ ସଇଁତଳା ଥାନାରେ ମହିଳା କନଷ୍ଟେବଲ ଭାବେ କାର୍ଯ୍ୟରତ ରେବତୀ ଭାଟିଙ୍କ ଦ୍ଵିତୀୟ ପୁଅ ଜୀବନାନନ୍ଦ ବାଗ (ବିଟୁ) ନିଟ୍‌
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଅନୁଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଏକ ଭବ୍ୟ ସାମାରୋହରେ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଛତ୍ରପୁର ଏନ୍‌ଏସିରେ ଟପର ହୋଇଥିବା ଏହି
Read More...

ଇସ୍ପାତ ଫିଟନେସ ପାର୍କରେ ରଜଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ହାଉସ ସାମ୍ନାରେ ଥିବା ଇସ୍ପାତ ଫିଟନେସ ପାର୍କରେ "ଇସ୍ପାତ ଫିଟନେସ ଏଲାଇଟ ଗୃପ" ତରଫରୁ ରଜ ଉତ୍ସବ ଗତକାଲି ପାଳନ କରାଯାଇଛି । ଗୃପର ବର୍ଷିଆନ ମୁଖ୍ୟ ନିମାଇଁ ଚରଣ ରାୟଙ୍କ ସଭାପତିତ୍ୱରେ ଉତ୍ସବକୁ ଡକ୍ଟର ସୁମନ ଦତ୍ତ ସଂଚାଳନ କରିବା ସହ ରଜ
Read More...

ବିଶ୍ୱ ରକ୍ତଦାତା ଦିବସ ଅବସରରେ ୧୨୭ ବାଟାଲିୟନ ତରଫରୁ ରକ୍ତଦାନ ଶିବିର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବିଶ୍ୱ ରକ୍ତଦାତା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡାଠାରେ ଅବସ୍ଥାପିତ ୧୨୭ ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ତରଫରୁ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନା ପରିସରରେ ବିଶ୍ୱ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଏଥିରେ ବାଟାଲିୟନର
Read More...

ଟିଟିଲାଗଡ଼ ମାରୱାଡ଼ି ଯୁବାମଞ୍ଚ, ସେଣ୍ଟ୍ରାଲ ଶାଖା ଓ ପ୍ରଗତି ସେଣ୍ଟ୍ରାଲ ଶାଖା ତରଫରୁ ବିଶାଳ ରକ୍ତଦାନ ଶିବିର ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚର ୧୦୬ ଶାଖାର ମିଳିତ ଆନୁକୂଲ୍ୟରେ ଆଠ ଦିନ ବ୍ୟାପୀ ରାଜ୍ୟର ବିଭିନ୍ନ ସ୍ଥାନରେ ୨୫୦ରୁ ଅଧିକ କ୍ୟାମ୍ପ କରି ୧୧,୧୧୧ ୟୁନିଟ ରକ୍ତ ସଂଗ୍ରହ ଅଭିଜାନର ଚତୁର୍ଥ ଦିନରେ ଏକ ମେଗା ରକ୍ତଦାନ ଶିବିର ସ୍ଥାନୀୟ ମହାବୀର
Read More...

ଦୂରାରୋଗ୍ୟରେ ପୀଡିତ ଦୀନବନ୍ଧୁଙ୍କ ପ୍ରତି ଆର୍ଥିକ ସହାୟତା ପାଇଁ ନିବେଦନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମର ସ୍ୱର୍ଗତ ଭାଗବତ ଥନାପତିଙ୍କ ପୁଅ ଦୀନବନ୍ଧୁ ଥନାପତି ଏକ ଦୂରାରୋଗ୍ୟରେ ପୀଡିତ ହୋଇ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍ସ)ରେ ଚିକିତ୍ସିତ ହେଉଛନ୍ତି । ସେ ଜଣେ ଦିନ ମଜୁରିଆ ତଥା ଗରିବ
Read More...

ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ଖୁସି ଖବର : ଓଡ଼ିଶା ସରକାରଙ୍କ ୪ ପରସେଣ୍ଟ ମହଙ୍ଗା ଭତ୍ତା ବୃଦ୍ଧି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ସରକାରଙ୍କ ୪ ପରସେଣ୍ଟ ମହଙ୍ଗା ଭତ୍ତା ବୃଦ୍ଧି । ସୂଚନାଯୋଗ୍ୟ ଯେ, ଆଗରୁ ଏହା ୩୮ ପରସେଣ୍ଟ ରହିଥିବା ସ୍ଥଳେ ‌ଏହି ୪ ପରସେଣ୍ଟକୁ ମିଶାଇ ତାହା ୪୨ ପରସେଣ୍ଟ ହେଲା । ଏହି ବର୍ଦ୍ଧିତ ମହଙ୍ଗା
Read More...