Yearly Archives

2023

ଗୋପାଳପୁର ବନ୍ଦର ପକ୍ଷରୁ ଆର୍ଯ୍ୟପଲ୍ଲୀ ଗ୍ରାମରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ଆନୁକୂଲ୍ୟରେ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ସୌଜନ୍ୟରେ ନିକଟସ୍ଥ ଆର୍ଯ୍ୟପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଦିନିକିଆ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି । ହରିପୁର-ବନ୍ଦର ଗ୍ରାମ,
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ସମିତିସଭ୍ୟ ସଭ୍ୟାଙ୍କ ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ସମିତିସଭ୍ୟ ସଭ୍ୟାଙ୍କ ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା ଚୟନ ହୋଇଛି । ଗତକାଲି ଛତ୍ରପୁରଠାରେ ଅନୁଷ୍ଠିତ ଏହି ସମସ୍ତ ସଭ୍ୟସଭ୍ୟାଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଏବଂ ନୂତନ କର୍ମକର୍ତ୍ତା ଗଠନ ହୋଇଛି । ତୃଣମୂଳ
Read More...

ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲାସ୍ତରୀୟ ଟେବଲ ଟପ କର୍ମଶାଳା : ଉତ୍ତମ ସମନ୍ଵୟ ରଖି ବିପର୍ଯ୍ୟୟର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ଜରୁରୀକାଳୀନ ବିଭାଗ ଆନୁକୂଲ୍ୟରେ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲାସ୍ତରୀୟ ଟେବଲ ଟପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ପଦ୍ମପୁର ଶୀତଳ ଷଷ୍ଠୀ କମିଟି ଓ ମାରୱାଡି ଯୁବାମଞ୍ଚର ମିଳିତ ଉଦ୍ୟମରେ ରକ୍ତଦାନ ଶିବିର ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ସ୍ଥାନୀୟ ମାରୱାଡି ଧର୍ମଶାଳାଠାରେ ପଦ୍ମପୁର ଶୀତଳ ଷଷ୍ଠୀ କମିଟି ଓ ମାରୱାଡି ଯୁବାମଞ୍ଚର ମିଳିତ ଉଦ୍ୟମରେ ଆଜି ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ପଦ୍ମପୁରର ବିଧାୟିକା ବର୍ଷା ସିଂ ବରିହା ଓ ପଦ୍ମପୁର ଉପଜିଲ୍ଲାପାଳ
Read More...

ଉପମହାପ୍ରବନ୍ଧକ ଅଜୟ କୁମାର ନାୟକଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ ଅଜୟ କୁମାର ନାୟକ ପଦୋନ୍ନତି ପାଇ ଉପ ମହାପ୍ରବନ୍ଧକ ଭାବେ ମୁମ୍ବାଇଠାରେ ଯୋଗଦେବାକୁ ଯାଉଥିବାରୁ ରାଉରକେଲା ଷ୍ଟିଲ ଟାଉନସିପ ଶାଖା ତରଫରୁ ଏକ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ନିଆରା କାର୍ଯ୍ୟକ୍ରମ ଅନ୍ନପୂର୍ଣ୍ଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତି ରବିବାର ଦିନ ସହଯୋଗ ଫାଉଣ୍ଡେସନ ତରଫରୁ ଦିନବେଳା ରୋଗୀ ଏବଂ ତାଙ୍କ ସହାୟକଙ୍କ ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଅନ୍ନପୂର୍ଣ୍ଣା ମାଧ୍ୟମରେ ଭାତ, ଡାଲମା, ଖଟା ଆଜକୁ ଦୀର୍ଘ ୮ ମାସ ହେଲା ବଣ୍ଟନ କରାଯାଉଛି । ଦୀର୍ଘ ମିଆଦୀ ଯୋଜନା
Read More...

ଜଷ୍ଟିସ ସଂଜୟ ମିଶ୍ରଙ୍କ ମାତୃବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଂଜୟ ମିଶ୍ରଙ୍କ ମାଆ ତଥା ସୁନାମଧନ୍ୟ ଆଇନଜୀବୀ ମାର୍କଣ୍ଡ ମିଶ୍ରଙ୍କ ଧର୍ମପତ୍ନୀ ଜ୍ୟୋତିର୍ମୟୀ ମିଶ୍ରଙ୍କ ବିୟୋଗ ହୋଇଯାଇଛି । କିଛି ବର୍ଷ ହେଲା ସେ ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥ ରହିଥିଲେ । ଶନିବାର
Read More...

ଧାମରା ସଂଘର ଆଲୋଚନାଚକ୍ର ଓ ପୁସ୍ତକ ଅନାବରଣ ଉତ୍ସବ

କବିର କବିତା ନିଜସ୍ୱ ଇସ୍ତାହାର ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଧାମରା ସଂଘ ତରଫରୁ ଆଲୋଚନାଚକ୍ର ଓ ପୁସ୍ତକ ଅନାବରଣ ଉତ୍ସବ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସାଂସ୍କୃତିକ ସଂପାଦକ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱ ଓ ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ
Read More...

ଉଚ୍ଚ ଶିକ୍ଷା ବିଭାଗର ରେଜିଓନାଲ ଡାଇରେକ୍ଟର ଡ. ପ୍ରଭାବତୀ ଗୁରୁଙ୍କୁ ଭେଟିଲେ ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ କୁମାର ନନ୍ଦ ଉଚ୍ଚ ଶିକ୍ଷା ବିଭାଗର ରେଜିଓନାଲ ଡାଇରେକ୍ଟର ଡ. ପ୍ରଭାବତୀ ଗୁରୁଙ୍କୁ ଭେଟି ବଲାଙ୍ଗିର ଜିଲ୍ଲାରେ ଥିବା ସରକାରୀ କଲେଜ ଏବଂ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର +୩ରେ ନୂତନ ବିଭାଗ ଯଥା ସାଇକୋଲୋଜି,
Read More...

ବରଗଡ଼ରେ ଗୁଜୁରାଟୀ ସମାଜ ମନ୍ଦିରରେ ବିଶ୍ୱ କଲ୍ୟାଣ ପାଇଁ ରୁଦ୍ରାଭିଷେକ ଓ ଚଣ୍ଡିପାଠ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ଥାନାଛକ ନିକଟ ଗୁଜୁରାଟୀ ସମାଜ ମନ୍ଦିରରେ ବୀଣାପାଣି ଜ୍ୟୋତିଷ ଅନୁଷ୍ଠାନ ଦ୍ୱାରା ଆୟୋଜିତ ବିଶ୍ୱ କଲ୍ୟାଣ ପାଇଁ ଆଜି ରୁଦ୍ରାଭିଷେକ ଓ ଚଣ୍ଡିପାଠ ପୂଜା ହୋଇଥିଲା । ପଣ୍ଡିତ ଲିଙ୍ଗରାଜ ଦାଶ, ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ, ପଣ୍ଡିତ ପଞ୍ଚାନନ ପଣ୍ଡା,
Read More...