ନିରନ୍ତର ଜଳ ଯୋଗାଣ ଦାବୀରେ ମହିଳାଙ୍କ ଜାତୀୟ ରାଜପଥ ଅବରୋଧ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହ ଅସହ୍ୟ ହେଲାଣି । ତା'ସାଙ୍ଗକୁ ଠିକ୍ ସମୟରେ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ ହେଉ ନଥିବାରୁ ମହିଳାଙ୍କ ରାଗ ଚରମ ସୀମାରେ ପହଞ୍ଚିଥିଲା । ଆଜି ପୂର୍ବାହ୍ନ ୧୧ଟାରେ ଲୋଇସିଂହା ସହରର ଶତାଧିକ ମହିଳା ଗରା, ମାଠିଆ ଧରି!-->…
Read More...
Read More...