Yearly Archives

2023

ନେହେରୁପାଲ୍ଲୀରେ ଲାଗିବ ସୋଲାର ଲାଇଟ ପୋଷ୍ଟ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ନେହେରୁପାଲ୍ଲୀ, ଆଜାଦବସ୍ତି ଓ ମିଶ୍ର ଖଟାଲ ପାଇଁ ସୋଲାର ଲାଇଟର ବ୍ୟବସ୍ଥା ଆର୍‌ଏସ୍‌ପି ତରଫରୁ କରାଯାଉଛି । ଏହି କ୍ରମରେ ନେହେରୁପାଲ୍ଲୀଠାରେ ଖନନ କାର୍ଯ୍ୟ ଆରମ୍ଭ କରାଯାଇଛି । ଏଥିରେ ଅତିଥି ଭାବେ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ
Read More...

ପାଇକମାଲ କସ୍ତୁରବା ଗାନ୍ଧୀ ମାତୃନିକେତନରେ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କସ୍ତୁରବା ଗାନ୍ଧୀ ମାତୃନିକେତନ ପାଇକମାଲରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗଗୁରୁ ଦେବଦର୍ଶନ ତ୍ରିପାଠୀ ଯୋଗ ଦେଇ ଅନୁଷ୍ଠାନର ଅନ୍ତେବାସୀଙ୍କୁ ଅତି ସୁନ୍ଦର ଭାବରେ ଯୋଗାଭ୍ୟାସ କରାଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ
Read More...

ଝାରବନ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ୱ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ଯୋଗ ଦିବସ ଉପଲକ୍ଷେ ଝାରବନ୍ଧ ଶିଶୁ ମନ୍ଦିରରେ ଯୋଗ ଦିବସ ପାଳନ କରାଯାଇଛି । ଉକ୍ତ ଉତ୍ସବରେ ଯୋଗ ଗୁରୁ କୁମାର ଗୌରବ ବେହେରା ଯୋଗଦେଇ ଛାତ୍ରଛାତ୍ରୀ, ଗୁରୁଜୀ ଓ ଗୁରୁମାଙ୍କୁ ଯୋଗର ଉପକାରିତା ବିଷୟରେ ଅବଗତ କରାଇଥିଲେ ଓ ନିୟମିତ ଯୋଗାଭ୍ୟାସ ପାଇଁ
Read More...

ବ୍ରହ୍ମପୁର ବଡ଼ ମେଡ଼ିକାଲ ପରିସରରେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବଡ଼ ମେଡ଼ିକାଲ (ଏମ୍‌କେସିଜି)ର ଏସ୍‌.ଏସ୍‌. କୋଠା ସାମ୍ନାରେ ଥିବା ଏକ ଅଟୋରୁ ମେଡିକାଲ ଫାଣ୍ଡି ପୁଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି । ମୃତ୍ୟୁ ବ୍ୟକ୍ତିଙ୍କ ଆନୁମାନିକ ବୟସ ୪୦ରୁ ୪୫ ହୋଇଥିବା ବେଳେ ଏ ଯାବତ ତାଙ୍କ ପରିଚୟ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଶ୍ରୀ ରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ବର୍ତ୍ତମାନ ପରିସ୍ଥିତିରେ ଯୋଗାସନ ଓ ପ୍ରାଣାୟାମର ଆବଶ୍ୟକତା ଉପରେ ପ୍ରତିପାଦନ କରି ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ
Read More...

ଆମ ଆଦମୀ ପାର୍ଟି ପକ୍ଷରୁ ଛତ୍ରପୁର ରଥଯାତ୍ରାରେ ସ୍ୱାଦିଷ୍ଟ ପଣା ବିତରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପାରମ୍ପରିକ ରୀତିନୀତିରେ ଛତ୍ରପୁରରେ ନିଆରା ଭାବେ ପ୍ରଚଳିତ ହୋଇ ଆସିଥିବା ରଥଯାତ୍ରା ଅବସରରେ ପ୍ରତିବର୍ଷ ପ୍ରବଳ ଜନସମାଗମ ହୋଇଥାଏ । ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ହେତୁ ଆମ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲା ଆନୁକୂଲ୍ୟରେ ଲୋକମାନଙ୍କୁ ଥଣ୍ଡା ସରବତ
Read More...

ଆଇଆର୍‌ଇ ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରଥଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ମାଟିଖାଲ ଭାରତୀୟ ବିରଳ ମୂର୍ତ୍ତିକା ପ୍ରତିଷ୍ଠାନ (ଆଇ.ଆର୍‌.ଇ.ଏଲ୍.) ଇଣ୍ଡିଆ ଲିଃ. କଲୋନୀରେ ଥିବା ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ଓ ପାର୍ଶ୍ଵଦେବାଦେବୀଙ୍କ ମନ୍ଦିର ଥାଇ ସ୍ଥାନୀୟ ଅଞ୍ଚଳରେ ଏହି ମନ୍ଦିର ବେଶ ପ୍ରସିଦ୍ଧତା ଲାଭ
Read More...

ଦେଶର ବିଭିନ୍ନ ରାଜ୍ୟରେ ଦେଖାଦେଇଥିବା ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ କେନ୍ଦ୍ର…

ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତାରେ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗକୁ ସହଯୋଗ କରିବାକୁ ଉତ୍ତରପ୍ରଦେଶ ଓ ବିହାରରେ ବିଶେଷଜ୍ଞ ଦଳ ମୁତୟନ ପାଇଁ ଦେଲେ ନିର୍ଦ୍ଦେଶ“ବର୍ଦ୍ଧିତ ତାପମାତ୍ରର ସ୍ୱାସ୍ଥ୍ୟ ଉପରେ ପଡୁଥିବା ପ୍ରଭାବକୁ ହ୍ରାସ କରିବା ନିମନ୍ତେ ଆବଶ୍ୟକ ଗବେଷଣା ସହିତ ନିର୍ଦ୍ଦିଷ୍ଟ
Read More...

ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) :ମୋର ପ୍ରିୟ ଦେଶବାସୀଗଣ,ନମସ୍କାର । ‘ମନ୍ କି ବାତ୍‌’ ରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ । ‘ମନ୍ କି ବାତ୍‌’ ପ୍ରାୟତଃ ପ୍ରତି ମାସର ଶେଷ ରବିବାର ଦିନ ହୋଇଥାଏ, କିନ୍ତୁ ଏଥର ଗୋଟିଏ ସପ୍ତାହ ପୂର୍ବରୁ ହେଉଛି । ଆପଣମାନେ ତ ଜାଣିଛନ୍ତି, ଆସନ୍ତା ସପ୍ତାହରେ ମୁଁ
Read More...

ଲୋକ ଗୀତ ଗବେଷଣା ପାଇଁ ମୁରଲି ପତିଙ୍କୁ ରାଷ୍ଟ୍ରୀୟ ଫେଲୋସିପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତଥା ସଂସ୍କୃତି ଗବେଷଣା କେନ୍ଦ୍ର ତରଫରୁ ଦିଆଯାଉଥିବା ଫେଲୋସିପ ପାଇଁ ଚଳିତ ବର୍ଷ ବଲାଙ୍ଗିରରୁ କଣ୍ଠଶିଳ୍ପୀ ତଥା ସଂଗୀତଜ୍ଞ ଗୁରୁ ମୁରଲିଧାରୀ ପତି ଲୋକଗୀତ ବରିଷ୍ଠ ବିଭାଗରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥିପାଇଁ
Read More...