ନେପାଳର କାଠମାଣ୍ଡୁ ସାହିତ୍ୟ ସଭାରେ ଯୋଗଦେଲେ ପଦ୍ମଶ୍ରୀ ହଲଧର ନାଗ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱସ୍ତରୀୟ ନେପାଳ କାଠମାଣ୍ଡୁ ସାହିତ୍ୟ ମଞ୍ଚରେ ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ "ମେଡନେସ୍ ଏଣ୍ଡ ଏନ୍ଥୋଲୋଜି ଅଫ୍ ୱାର୍ଲଡ ପଏଟ୍ରି" ବହି ଉନ୍ମୋଚନ ସହିତ କବିତା ଆବୃତ୍ତି କରି ଉପସ୍ଥିତ ସାହିତ୍ୟ ପ୍ରେମୀଙ୍କୁ ବିମୋହିତ କରିଥିଲେ । ଏହା ଆମର ଭାଷା!-->…
Read More...
Read More...