ଦିଗପହଣ୍ଡିରେ ଭୟଙ୍କର ବସ୍ ଦୁର୍ଘଟଣା
ଗଂଜାମ, (କେପିଏନ୍ଏସ୍) : ଗଂଜାମ ଦିଗପହଣ୍ଡିରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ଓଏସ୍ଆର୍ଟିସି ବସ ଓ ଘରୋଇ ବସ ମଧ୍ୟରେ ହୋଇଛି ଧକ୍କା । ଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁଇ ବସର ଅନେକ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି!-->…
Read More...
Read More...