Yearly Archives

2023

ବଡ଼ ଦେଉଳକୁ ଆଜି ବାହୁଡ଼ିବେ ମହାବାହୁ

ପୁରୀ : ଆଜି ମହାବାହୁଙ୍କ ବାହୁଡ଼ା ଯାତ୍ରା । ପୁରୀ ବଡ଼ଦାଣ୍ଡରେ ଭକ୍ତ ପ୍ରସ୍ତୁତ, ରଥ ବି । ଅପେକ୍ଷାରେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ । ରଥାରୂଢ ହୋଇ ଶ୍ରୀମନ୍ଦିରକୁ ବାହୁଡ଼ିଯିବେ ମହାବାହୁ । ଆଜି ପବିତ୍ର ବାହୁଡା ଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ଘରେ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତିର
Read More...

୪ ନକଲି ଶିକ୍ଷକଙ୍କୁ ୪ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ

ବାଲେଶ୍ୱର : ୪ ନକଲି ଶିକ୍ଷକଙ୍କୁ ୪ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ହୋଇଛି । ରାୟ ଶୁଣାଇଛନ୍ତି ବାଲେଶ୍ୱର ମାନ୍ୟବର ଭିଜିଲାନ୍ସ କୋର୍ଟ । ଜେଲ୍‌ ଦଣ୍ଡ ସହ ୩୦ ହଜାର ଟଙ୍କା ଲେଖାଏଁ ଜରିମାନା ବି କରିଛନ୍ତି ମାନ୍ୟବର ଅଦାଲତ । ତେବେ ଏଥି ସହିତ ୩ ଜଣଙ୍କୁ ଚାକିରିରୁ ବରଖାସ୍ତ କରିବାକୁ ବି
Read More...

ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ୯ ବର୍ଷର ସଫଳତା ବିବରଣୀ ଦେଲେ କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା

ପ୍ରମୁଖ ଗୃହପାଳିତ ପ୍ରାଣୀ ରୋଗର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଓ ଉନ୍ମୁଳନ ଏବଂ ଭିତ୍ତିଭୂମି ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛି ବିଭାଗ: ଶ୍ରୀ ରୁପାଲାଗୃହପାଳିତ ପ୍ରାଣୀ ଚାଷୀଙ୍କ ପାଇଁ ୨୭.୬୫ ଲକ୍ଷରୁ ଅଧିକ ନୂଆ କିଷାନ କ୍ରେଡିଟ୍‌ କାର୍ଡ ମଞ୍ଜୁର କରାଯାଇଛି : ଶ୍ରୀ
Read More...

ଅମରନାଥ ଯାତ୍ରା ପାଇଁ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ

ଭକ୍ତମାନଙ୍କ ପାଇଁ ଚିକିତ୍ସା ସେବା ଏବଂ ସ୍ୱାସ୍ଥ୍ୟ ସୁବିଧା ପାଇଁ ଜାମୁ ଏବଂ କାଶ୍ମୀରକୁ ସମସ୍ତ ସହାୟତା ପ୍ରଦାନ ନିଶ୍ଚିତ କରିଛନ୍ତିଯାତ୍ରା ସମୟରେ ସମସ୍ତ ଭକ୍ତଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ଏବଂ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ସୁନିଶ୍ଚିତ କରାଯିବ: ଡକ୍ଟର ମନସୁଖ
Read More...

ଜନଜାତି ସାଧନ କେନ୍ଦ୍ର ଉଦ୍‌ଘାଟନୀ ଉତ୍ସବର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଝିଟିକି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଥରେଲ ଗ୍ରାମରେ ବରଗଡ ଜିଲ୍ଲାସ୍ତରୀୟ ଜନଜାତି ସାଧନ କେନ୍ଦ୍ର ଉଦ୍‌ଘାଟନ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ, ଅତିରିକ୍ତ ଜିଲ୍ଲା ଅଧିକାରୀ ଛତ୍ରପତି
Read More...

ତୁ ତୁ ମେ ମେରେ ଶେଷ ହେଲା ଦେଓଗାଁ ପଞ୍ଚାୟତ ସମିତି ବୈଠକ

ସଭାରେ ଅଧ୍ୟକ୍ଷଙ୍କ ଅପବ୍ୟବହାର ଯୋଗୁଁ ବୈଠକ ଘଣ୍ଟାଏ ବନ୍ଦଠିକା କାମକୁ ନେଇ ସମିତି ସଭ୍ୟ - ସରପଞ୍ଚ ଟଣା ଓଟରା ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ୧୧ଟାରେ ଦେଓଗାଁ ବ୍ଲକ ସଭା କକ୍ଷରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ଦୟାନିଧୀ
Read More...

ଡେଲାଙ୍ଗ ବ୍ଲକରେ ଲେବର କାର୍ଡ ବଣ୍ଟନ ମେଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଡେଲାଙ୍ଗ ବ୍ଲକରେ ଶ୍ରମିକମାନଙ୍କୁ ଲେବର କାର୍ଡ (ଶ୍ରମ କାର୍ଡ) ବିତରଣ କାର୍ଯ୍ୟର ଶୁଭାରମ୍ଭ ମଙ୍ଗଳବାର ବିଧାୟକ ରୁଦ୍ରପ୍ରତାପ ମହାରଥିଙ୍କ
Read More...

ସୁବର୍ଣ୍ଣପୁରରେ ଯୁବ ଉତ୍ସବ : ଭାରତ @୨୦୪୭ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସ୍ଥାନୀୟ ସଂସ୍କୃତି ଭବନଠାରେ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଯୋଗଦେଇ ଯୁବ ସମାଜ ସକାରାତ୍ମକ ମାନସିକତାର ସହ
Read More...

ପ୍ରେମିକାଙ୍କୁ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ପ୍ରେମିକଙ୍କୁ କୋର୍ଟ ଚାଲାଣ କଲା…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ସଇଁତଲା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକଙ୍କୁ କୋର୍ଟ ଚାଲାଣ
Read More...

ଜିଲ୍ଲା ଶ୍ରମ ବିଭାଗ ସୁବର୍ଣ୍ଣପୁର ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସ୍ଥାନୀୟ ଡିଆର୍‌ଡିଏ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସକାଳେ ବିଭାଗ ତରଫରୁ ଅନୁଷ୍ଠିତ
Read More...