Yearly Archives

2023

କୁଚ୍‌ ବେହାର ଟ୍ରଫି ଅଣ୍ଡର-୧୯ କ୍ରିକେଟ ଓଡିଶା ବନାମ ଛତିଶଗଡ

ଛତିଶଗଡ ବିଜୟୀ, ଓଡିଶାର ଇନିଂସ ପରାଜୟ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା କୁଚ୍‌ ବେହାର ଟ୍ରଫିର ତୃତୀୟ ଦିବସରେ ଓଡିଶା ଦଳ କାଲି ତାର ଅସମାପ୍ତି ପାଳି । ୪୧/୯ରୁ ଆରମ୍ଭ କରି ଆଉ ମାତ୍ର ୧ରନ୍‌ ଯୋଗ କରି ସମୁଦାୟ ୪୨ ରନ୍‌ରେ ସମସ୍ତ ୱିକେଟ
Read More...

କୁରସୁଡ ଗ୍ରାମରେ ୨୬ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କୁରସୁଡ ଗ୍ରାମର ଖେଳପଡ଼ିଆଠାରେ ନୀଳଚକ୍ର ଫୁଟବଲ କମିଟି ପକ୍ଷରୁ ୨୬ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ସଙ୍ଗିତା ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ
Read More...

ବିଶ୍ୱାତ୍ମ ବିଦ୍ୟାମନ୍ଦିର ବଲାଙ୍ଗିରର ୨୫ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ବଲାଙ୍ଗିରର ୨୫ତମ ବିଦ୍ୟାଳୟସ୍ତରୀୟ ଏବଂ ଆନ୍ତଃବିଦ୍ୟାଳୟସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ୧୫ ରୁ ୧୭ ଡିସେମ୍ବର ତିନିଦିନ ଧରି ହର୍ଷୋଲ୍ଲାସ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାମନ୍ଦିରର ପ୍ରତିଷ୍ଠାତା
Read More...

କୁଟୁମଡୋଲା ଓ ଝାଙ୍କରପାଲି ପଂଚାୟତଗସ୍ତରେ ନରସିଂହ ଓ ସମରେନ୍ଦ୍ର

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ହେଲା ଶୁଭ ଉଦ୍‌ଘାଟନରାଜନୀତିରେ ମା' ମାଟି ପ୍ରତି ମୋହ ଥିବା ଲୋକଙ୍କୁ ବାଛିବାକୁ ଆହ୍ୱାନ ଦେଲେ ନରସିଂହସରକାରଙ୍କ ସହ ଲଢେଇ କରି ବିକାଶ ପ୍ରକଳ୍ପ ଆଣିବା ହେଉଛି ଶ୍ରେଷ୍ଠ ରାଜନୈତିଜ୍ଞର କାମ - ସମରେନ୍ଦ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୦
Read More...

୫୬ତମ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : ସଦାଇପାଲି ସାଇଟ ଦଳ ଚମ୍ପିୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମଠାରେ ଗତ ଡିସେମ୍ବର ୧୦ ତାରିଖରୁ ଚାଲିଥିବା ୫୬ତମ ସର୍ବଭାରତୀୟ ଇଂଜିନିୟରସ୍‌ କପ୍‌ ଓ ନର୍ସିଂ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ଡାଲମିୟା ସିମେନଟ ମାଇନିଂ ଅପରେସନର ମୁଖ୍ୟ ସରୋଜ
Read More...

କୋଶଳ ସାହିତ୍ୟ ଏକାଡେମୀର ବଛରକିଆ ତିହାର ଅନୁଷ୍ଠିତ

ତରଭା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତରଭାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ କୋଶଳ ସାହିତ୍ୟ ଏକାଡେମୀର ବଛରକିଆ ତିହାର - ୨୦୨୩ କୁମ୍ଭାରମୁଣ୍ଡା ନର୍ସରୀଠାରେ ଧୁମଧାମରେ ପାଳିତ ହୋଇଯାଇଛି । କବି ଲୋକନାଥ ଦଳବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ
Read More...

ପଦ୍ମପୁର ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟଅତିଥି ମୋହନ ମାଝୀ ବିଧାୟକ କେଉଁଝର ବିରୋଧୀ ଦଳ ନେତା ବିଜେପି, ସଭାପତି ପ୍ରୀତେଶ ବହିଦାର, ଅବାହାକ ଅଶୋକ ମିଶ୍ର, ସମ୍ପାଦକ କୁନାଲ ପାଣିଗ୍ରାହୀ ମା' ସମଲେଶ୍ୱରୀଙ୍କ ପୂଜାର୍ଚନା କରି ସଭାକାର୍ଯ୍ୟ
Read More...

୨୩ ଜାନୁୟାରୀ ୨୦୨୪ରେ ସହଯୋଗ ଫାଉଣ୍ଡେସନ ଅଧୀନରେ ପ୍ରୟାଗରାଜରେ ମାଗଣା ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମାଜିକ ସେବା କ୍ଷେତ୍ରରେ ନୂତନ ଦିଗ ଉପସ୍ଥାପନ କରି ସାଧାରଣ ଲୋକଙ୍କ ମଧ୍ୟରେ ସହଯୋଗ ଫାଉଣ୍ଡେସନ ଲୋକପ୍ରିୟ ହୋଇପାରିଛି । ଏହି ପରିପ୍ରେକ୍ଷୀରେ ଯେଉଁ ପରିବାର ନିଜ ସମ୍ପର୍କୀୟଙ୍କୁ ହରାଇଛନ୍ତି କିନ୍ତୁ ଲୋକଙ୍କ ଅଭାବ, ଅର୍ଥ କିମ୍ବା ସମୟର ଅଭାବ ହେତୁ
Read More...

ନାଗପୁର ସୋଲାର ଇଣ୍ଡଷ୍ଟ୍ରିଜରେ ବିସ୍ଫୋରଣ

ନାଗପୁର : ମହାରାଷ୍ଟ୍ରର ନାଗପୁରରେ ବିସ୍ଫୋରଣ । ବାଜାରଗାଓଁସ୍ଥିତ ସୋଲାର ଇଣ୍ଡଷ୍ଟ୍ରିଜ ଇଣ୍ଡିଆ ଲିମିଟେଡରେ ବିସ୍ଫୋରଣ ଘଟିଛି । ଏଥିରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରି
Read More...

ଗଞ୍ଜାମ ମହାବିଦ୍ୟାଳୟ କ୍ରୀଡା ମହୋତ୍ସବ ଉଦ୍‌ଘାଟିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟରେ ନୂଆଁ ଓଡ଼ିଶା ନବୀନ ଓଡିଶା ପରିପ୍ରେକ୍ଷୀରେ କ୍ରୀଡା ମହୋତ୍ସବର ଶୁଭ ଉଦ୍‌ଘାଟନ ହୋଇଯାଇଛି । କଲେଜ ଅଧ୍ୟକ୍ଷ ସୀମାଞ୍ଚଳ ଭୋଳଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏନ୍‌ଏସି ଉପାଧ୍ୟକ୍ଷ
Read More...