Yearly Archives

2023

ପୃଥ୍ୱୀରାଜ ଉଚ୍ଚବିଦ୍ୟାଳୟ ୨୦୦୨ ମେଟ୍ରିକ୍‌ ବ୍ୟାଚ୍‌ର ବନ୍ଧୁମିଳନ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଦଳୀମୁଣ୍ଡା ଫରେଷ୍ଟ ନର୍ସରିରେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ୨୦୦୨ ମେଟ୍ରିକ୍‌ ବ୍ୟାଚ୍‌ର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ୨୦୦୨ ମେଟ୍ରିକ ବ୍ୟାଚ୍‌ର ବହୁ ପୁରାତନ ଛାତ୍ର ଯୋଗ ଦେଇଥିବା ବେଳେ ଜିଲ୍ଲା ତଥା
Read More...

ହଜିଥିବା ମୂଲ୍ୟବାନ ସାମଗ୍ରୀ ଫେରସ୍ତ କରି ନିଜର କର୍ତ୍ତବ୍ୟନିଷ୍ଠତା ପ୍ରତିପାଦନ କଲା ଲୋଇସିଂହା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହଜିଥିବା ମୂଲ୍ୟବାନ ସାମଗ୍ରୀ ଫେରସ୍ତ କରି ଲୋଇସିଂହା ପୋଲିସ ନିଜର କର୍ତ୍ତବ୍ୟନିଷ୍ଠତା ପ୍ରତିପାଦନ କରିଥିବା ସଂପର୍କରେ ସୂଚନା ଦେଇଛନ୍ତି ଏସ୍‌ଡ଼ିପିଓ ତୋଫାନ ବାଗ । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିରରୁ ଫେରୁଥିବା ସମୟରେ ସବିତା ଗାନ୍ଧୀ ନାମ୍ନୀ ଜଣେ
Read More...

ଲଘୁଚାପଜନିତ ବର୍ଷାରେ ଫସଲ ଛାର୍‌ଖାର୍‌ : ହତୋତ୍ସାହ ହୋଇ ଜୀବନ ହାରିଦେଲେ ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପୁଣି ଥରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି । ଲଘୁଚାପ ଜନିତ ବର୍ଷାରେ ଫସଲ ଛାର୍‌ଖାର୍‌ ହୋଇଯାଇଥିବା ଯୋଗୁଁ ହତୋତ୍ସାହ ହୋଇ ଜୀବନ ହାରି ଦେଇଛନ୍ତି ଜଣେ ଚାଷୀ ବୋଲି ଅଭିଯୋଗ ଆସିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼
Read More...

ବଲାଙ୍ଗିର ସଦର ଥାନା ନିକଟରେ ଦୁର୍ଘଟଣା, ଜଣେ ଗୁରୁତର ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନାରେ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ସଦର ଥାନା ନିକଟରେ ଆଜି ସନ୍ଧ୍ୟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଘଟଣା ସ୍ଥଳରେ ପଡ଼ି
Read More...

ଡଙ୍ଗରପଡ଼ା ଗ୍ରାମରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ବ୍ଲକ କାର୍ଯ୍ୟକାରିଣୀର ସଚେତନତା ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଡଙ୍ଗରପଡ଼ା ଗ୍ରାମ ଗୋଣ୍ଡ ଭବନଠାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ୍ ମହାସଭା ବ୍ଲକ କାର୍ଯ୍ୟକାରିଣୀର ଏକ ସଚେତନତା ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଗୋଣ୍ଡ ସମାଜର ଆରାଧ୍ୟ ଦେବତା
Read More...

ଭୁବନେଶ୍ୱରରେ ବରିଷ୍ଠ ସାମ୍ବାଦିକ ଭାବେ ସମ୍ବର୍ଦ୍ଧିତ ହେଲେ ନବୀନ କୁମାର ଦାଶ

ବରଗଡ, (ନିରୋଜ କୁମାର ପାଣୀ) : ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ରୋଟାରୀ କ୍ଳବ୍ ଠାରେ ଅନୁଷ୍ଠିତ ସାଧାରଣ ଲୋକଙ୍କ ସ୍ୱର ରାଜ୍ ମିଡ଼ିଆ ଲକ୍ଷ୍ମୀ ଟେଲିଭିଜନ ନେଟୱର୍କ ରିପବ୍ଲିକ ଓଡ଼ିଶାର ନିର୍ଦ୍ଦେଶକ ଡଃ ରାଜେଶ୍ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ୭ମ ସ୍ୱନକ୍ଷତ୍ର ଦିବସ ଅବସରରେ ନବୀନ
Read More...

ଶ୍ରୀମତ ଭାଗବତ ସପ୍ତାହ ଉପଲକ୍ଷେ କଳସ ଶୋଭାଯାତ୍ରା : ବରଗାଁରେ ବାବାଙ୍କୁ ବିପୁଳ ସମ୍ବର୍ଦ୍ଧନା, ଶୋଭାଯାତ୍ରା ଓ ପ୍ରବଚନ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବ୍ଲକଛକଠାରେ ଶ୍ରୀମତ ଭାଗବତ ସପ୍ତାହ ଉପଲକ୍ଷେ ମା' ଗଜଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକଛକ ତଥା ଆଖପାଖ ଅଞ୍ଚଳର ମହିଳା ପୁରୁଷମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ
Read More...

ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶାର ଉଦ୍‌ଯାପନୀ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୦୮.୧୨.୨୦୨୩ ତାରିଖରେ ଜିଲ୍ଲା ପରିଷଦ ଅଧ୍ୟାକ୍ଷା ଦେବକୀ ସାହୁଙ୍କ ଦ୍ୱାରା ଉଦ୍‌ଘାଟନ ହୋଇଥିଲା । ଦୀର୍ଘ ୮ ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହି ଆଜି
Read More...

ସେକ୍ଟର୨ ହକର ଆସୋସିଏସନ୍ ର ବଣଭୋଜି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ହକର ଆସୋସିଏସନ୍ ସେକ୍ଟର ୨ପଏଣ୍ଟର ହକର ଭାଇମାନଙ୍କ ଏକ ବଣଭୋଜି କାର୍ଯ୍ୟକ୍ରମ ଝିରପାଣିଠାରେ ଅନୁଷ୍ଠିତ ହୋଇଯାଇଛି । ଶୁକେନ୍ଦୁ ପାତ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହକର ଭାଇମାନେ ପରଷ୍ପର ମଧ୍ୟରେ ଭାବ ବିନିମୟ ସହ ନାଚ ଗୀତରେ
Read More...

ବଡ଼ମାଳରେ କେନ୍ଦ୍ରୀୟ ବିଦ୍ୟାଳୟ ହୀରକ ଜୟନ୍ତୀ : ଛାତ୍ରଛାତ୍ରୀ ଭବିଷ୍ୟତ ଗଢିବାରେ କେଭି ବିଦ୍ୟାଳୟ ସଫଳ

ସଇଁତଲା (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାସ୍ଥିତ ବଡ଼ମାଳ (୧) କେନ୍ଦ୍ରୀୟ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ ଓ ବାର୍ଷିକ କ୍ରୀଡା ମହାସମାରୋହ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଉତ୍ସବକୁ ଗୋଳାବାରୁଦ କାରଖାନା ଅତିରିକ୍ତ ମହାପ୍ରବନ୍ଧକ ପି.ଏଲ. ବିଶେଖର ମୁଖ୍ୟଅତିଥି ଭାବରେ ଯୋଗଦାନ
Read More...