Yearly Archives

2023

ମଦନପୁର ଏସ୍‌ଏସ୍‌ଡି ଓ ପାଣ୍ଡପଦର ବିଦ୍ୟାଳୟରେ ୭୪ତମ ବନ ମହୋତ୍ସବ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପଣ୍ଡାପଦର ପ୍ରାଥମିକ ବିଦ୍ୟାଳୟ ଓ ମଦନପୁର ଏସ୍‌ଏସ୍‌ଡ଼ି ବିଦ୍ୟାଳୟଠାରେ ଗତକାଲି ୭୪ତମ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମ. ରାମପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସ,
Read More...

ବରପାଲିପଡ଼ା ଡକାୟତି ଘଟଣାର ତିନ ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବରପାଲିପଡ଼ାରେ କିଛି ଦିନ ଆଗରୁ ଜଣଙ୍କ ଘରକୁ ପଶି ତିନ ଜଣ ଦୃବୁର୍ତ୍ତ ପ୍ରାଣାନ୍ତକ ଆକ୍ରମଣ କରି କିଛି ଟଙ୍କା, ସୁନା ନେଇ ଫେରାର୍‌ ହୋଇଯାଇଥିଲେ । ଏ ସଂପର୍କରେ ବଲାଙ୍ଗିର ଟାଉନ୍‌ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି
Read More...

ଭାରିଯାନର ମାଲିକ ଏବଂ ବରଗଡ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ବିରୁଦ୍ଧରେ ବିଜେପି ପକ୍ଷରୁ ଟାଉନ ଥାନାରେ ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବ୍ଲୁକ ଟେନର ସିପିଙ୍ଗ କଂପାନୀର ମାଲିକ ଅନିମେଶ ସଞ୍ଜୟ ଶର୍ମା ଏବଂ ବରଗଡ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଅପରିଣାମଦର୍ଶିତା ଏବଂ ଅବହେଳା ଯୋଗୁଁ ବରଗଡ ସହର ନିକଟସ୍ଥ ହଲଦିପାଲି ଛକ ନିକଟରେ ପ୍ରତ୍ୟହ ସଡ଼କ ଦୁର୍ଘଟଣା ଘଟୁଛି । ଯଦ୍ୱାରା ଅନେକ ଲୋକଙ୍କର
Read More...

କେର୍ମେଲି ଗ୍ରାମ୍ୟ ଉଦ୍ୟାନ ଘଟଣା : କାଦୁଅ ଫିଙ୍ଗା ନୀତିରେ ଚାଲିଛି ଗାଇସିଲେଟ ବ୍ଲକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚାଣ୍ଟିପାଲି ଗ୍ରାମ ପଞ୍ଚାୟତ କେର୍ମେଲି ଗାଁରେ ନିମ୍ନମାନରେ ନିର୍ମିତ ଗ୍ରାମ୍ୟ ଉଦ୍ୟାନ ଘଟଣା ଆଜି ଗାଇସିଲେଟ ବ୍ଲକକୁ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଗ୍ରସ୍ତ ପରେ ଭିନ୍ନମୋଡ ନେଇଛି ।
Read More...

ଓଷ୍ଟା ବଲାଙ୍ଗିର ଜିଲ୍ଲା ସଂପାଦକ ନିଳମ୍ବିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଷ୍ଟା ସଭାଗୃହରେ ଜିଲ୍ଲା ସଭାପତି ଅବନୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଜିଲ୍ଲା କାର୍ଯ୍ୟକାରୀ କମିଟିର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଶିକ୍ଷକ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମାହିତ ହେଉ ନ ଥିବା ଯୋଗୁଁ ଗଭୀର
Read More...

କୁଦୋଭଟାରେ ଯାଦବ ସମାଜର ସାମାଜିକ ସଚେତନ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ କୁଦୋଭଟା ଗ୍ରାମ ଠାରେ ତେଜୁରାମ ବାଗଙ୍କ ସଭାପତିତ୍ୱରେ ଯାଦବ ସମାଜର ସାମାଜିକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସାମାଜର ଶିକ୍ଷା ଅର୍ଥନିତିର ବିକାଶ ଓ ସମାଜର ସଂସ୍କାରର
Read More...

କଳାଧାମ ପକ୍ଷରୁ ଗୁରୁ ପୂର୍ଣ୍ଣିମା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଲୱେ ଷ୍ଟେସନ ରୋଡ ତେଲିଗୋଠପଡା ସ୍ଥିତ ଚିତ୍ର-ସଙ୍ଗୀତ ଓ ନୃତ୍ୟ ମହାବିଦ୍ୟାଳୟ କଳାଧାମ ଠାରେ ଗୁରୁ ପୂଜନର ଅନନ୍ୟ ଭାରତୀୟ ସାଂସ୍କୃତିକ ମହାନ ପର୍ବ ଗୁୁରୁପୂର୍ଣ୍ଣିମା ଏକ ଭକ୍ତି ଭାବପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ
Read More...

ବଲାଙ୍ଗିର ସଂସ୍କାର ଭାରତୀ ପକ୍ଷରୁ ଗୁରୁ ପୂର୍ଣ୍ଣିମା ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ଅଖିଳ ଭାରତୀୟ ସାଂସ୍କୃତିକ ସଂଗଠନ ସଂସ୍କାର ଭାରତୀ ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ ଯାଦବ ଭବନ ଠାରେ ଗୁରୁ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ସଂସ୍କାର ଭାରତୀ ଉତ୍କଳ
Read More...

ରାଉରକେଲା କଲେଜରେ ବନ ମହୋତ୍ସବ ସପ୍ତାହ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ରାଷ୍ଟ୍ରୀୟ ସେବା ଯୋଜନାର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ 'ବନ ମହୋତ୍ସବ ସପ୍ତାହ' ଅବସରରେ 'ବୃକ୍ଷ ରୋପଣ କାର୍ଯ୍ୟକ୍ରମ' ଅନୁଷ୍ଠିତ
Read More...

ପ୍ରଧାନ ଶିକ୍ଷକ ନିରଞ୍ଜନ ସାହୁଙ୍କୁ ଗ୍ରାମବାସୀଙ୍କ ତରଫରୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିକ୍ଷକ ସଦାସର୍ବଦା ସମାଜରେ ବନ୍ଦନୀୟ ଓ ପୂଜନୀୟ ବୋଲି ଶ୍ରୀପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତ ଅଧୀନ ବିଳାସପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସତ୍ୟନିଷ୍ଠ ପ୍ରଧାନ ଶିକ୍ଷକ ନିରଞ୍ଜନ ସାହୁଙ୍କୁ ବିଳାସପୁର ଗ୍ରାମବାସୀ ଓ ଶିକ୍ଷକ
Read More...