Yearly Archives

2023

ଟିଟିଲାଗଡ଼ରେ ମଧ୍ୟ ପରିବା ଦର ଆକାଶ ଛୁଆଁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟ ତମାମ୍‌ ଏବେ ହଠାତ୍‌ ପନିପରିବା ଦର ଆକାଶଛୁଆଁ ହୋଇପଡିଛି । ଏହାର ପ୍ରଭାବରେ ଟିଟିଲାଗଡ ଦୈନିକ ବଜାରରେ ମଧ୍ୟ ଟମାଟୋ ୧୨୦, କାକୁଡି ୬୦, ବାଇଗଣ ୬୦, ପୋଟଳ ୧୨୦, କଞ୍ଚା ଲଙ୍କା ୨୦୦, ଅଦା ୧୬୦, ରସୁଣ ୨୪୦, ଫୁଲକୋବି ୧୨୦, ଆଳୁ ୩୦, ପିଆଜ ୩୦,
Read More...

ଆମ ପୋଖରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ୧୧୫ଟି ପୌରାଞ୍ଚଳର ୨୦୦୦ଟି ବୃହତ ଜଳାଶୟର ନବୀକରଣ କରାଯିବ, ଦାୟିତ୍ୱ ନେବେ ମିଶନ ଶକ୍ତିର ମା' ଓ ଶିକ୍ଷିତ ଯୁବକ ଯୁବତୀଆମର ସାମାଜିକ ଓ ସାଂସ୍କୃତିକ ଜୀବନରେ ପୋଖରୀ ଖୁବ୍ ଗୁରୁତ୍ୱପୂର୍ଣ୍ଣସହରାଞ୍ଚଳର ଜନଜୀବନରେ ଗୁଣାତ୍ମକ ଉନ୍ନତି ଆସିବ : ମୁଖ୍ୟମନ୍ତ୍ରୀଆମ ଉପରେ
Read More...

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ପାଇଁ ସଚେତନତା ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକା କଲ୍ୟାଣ ମଣ୍ଡପଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ପାଇଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଆଗଲପୁର ବ୍ଲକ
Read More...

ସ୍ଵତନ୍ତ୍ର ଅଲମ୍ପିକ୍ସ ୱାର୍ଲ୍ଡ ଗେମ୍ସ ରୌପ୍ୟ ବିଜେତାଙ୍କୁ ବଲାଙ୍ଗିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ସ୍ଵତନ୍ତ୍ର ଅଲମ୍ପିକ୍ସ ୱାର୍ଲ୍ଡ ଗେମ୍ସ-୨୦୨୩ରେ ଭାଗ ନେଇ ସଟ୍‌ଫୁଟରେ ରୌପ୍ୟ ପଦକ ହାସଲ କରିଥିବା ବୈଷ୍ଣବ ରାଜପଲିଆଙ୍କୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧିତ କରିଛି । ଜୁନ ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ହୋଇଥିବା
Read More...

ଟିଟିଲାଗଡ଼ ପୌର ପରିଷଦ ଅଞ୍ଚଳରେ ତିନି ମାସ ହେଲା ଲୋକଙ୍କୁ ମିଳିନି ଛତୁଆ : ପ୍ରସ୍ତୁତ ହୋଇଥିବା ଛତୁଆ ଗଲା କୁଆଡେ,…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସରକାର ଲୋକଙ୍କ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ଅପପୁଷ୍ଟିର ଶିକାର ହେଉଥିବା ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ଅନ୍ତର୍ଗତ ପ୍ରତି ମାସରେ ଛତୁଆ, ସୁଜି, ଅଣ୍ଡା ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ସହଜରେ
Read More...

ବନଖଣ୍ଡ ଅଧିକାରୀଙ୍କ ନୂତନ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ୭୪ତମ ବନ ମହୋତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବନଖଣ୍ଡ ଅଧିକାରୀଙ୍କ ନୂତନ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ୭୪ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ବଲାଙ୍ଗିର କେନ୍ଦୁପତ୍ର ସର୍କଲର ସିସିଏଫ୍‌ ହର୍ଷବର୍ଦ୍ଧନ ଉଦ୍‌ଗାତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ବଲାଙ୍ଗିର
Read More...

ପାଇକମାଲ ବ୍ଲକ ମହିଳା ଶକ୍ତିର ସମସ୍ତ ପଦାଧିକାରୀମାନଙ୍କ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମହିଳା ଶକ୍ତିର ସମସ୍ତ ପଦାଧିକାରୀମାନଙ୍କ ସମ୍ମିଳନୀ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ସ୍ଥିତ ଆଇଓସିଏଲ୍‌ ଗେଷ୍ଟ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବ୍ଲକ ମହିଳା ଶକ୍ତିର ସଭାପତି ଲଲିତ ଜଗତଙ୍କ
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ ଅଧିନସ୍ଥ ମ.ରାମପୁର ବନ ବିଭାଗ ପକ୍ଷରୁ ଆଜି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ମ.ରାମପୁର ରେଞ୍ଜ ଅଧିକାରୀ ଅସିତ୍ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସରସ୍ଵତୀ
Read More...

ଏକତ୍ରର ନାଟ୍ୟପଠନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀର ୨୪ଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲା ତରଫରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନାଟ୍ୟପଠନ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ଏକତ୍ରର ସଭାପତି ରାଜୀବ ପାଣିଙ୍କ ସଭାପତିତ୍ୱ ଓ ସଂଯୋଜନା ତଥା ସାଧାରଣ ସଂପାଦକ
Read More...

କେନ୍ଦ୍ର ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉତ୍ସବ : ଚଣ୍ତୀଭଟା ଗ୍ରାମରେ ଜନସମ୍ପର୍କ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ବ୍ୟାପକ ଭାବେ ଜନ ସଂପର୍କ ଯାତ୍ରା ଚାଳିଛି । ଆଜି ଝାରବନ୍ଧ ବ୍ଲକ ଚଣ୍ତିଭଟା ଗ୍ରାମକୁ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି
Read More...