ଡେଲାଙ୍ଗ ବ୍ଲକରେ ମିଶନ ଶକ୍ତି ଦ୍ଵାରା ବ୍ୟାଙ୍କ ଋଣ ଓ ସୁଧର ଫେରସ୍ତ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ମିଶନ ଶକ୍ତି ଦ୍ଵାରା ବ୍ୟାଙ୍କ ଋଣ ଓ ସୁଧର ଫେରସ୍ତ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଗଡ଼ମୋଟରୀ କଲ୍ୟାଣ ମଣ୍ଡପ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ବାସନ୍ତି ସାହୁ, ଉପାଧ୍ୟକ୍ଷ!-->…
Read More...
Read More...