Yearly Archives

2023

ବଲାଙ୍ଗିର ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ରେଞ୍ଜ ଅନ୍ତର୍ଗତ ଓଡିଶା ଆଦର୍ଶ ବିଦ୍ୟାଳୟ, ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ, ବଲାଙ୍ଗିର ଓ ପଲ୍ଲିଶ୍ରୀ ହାଇସ୍କୁଲ, ସଦାଇପାଲିଠାରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ କ୍ଷମାନିଧି
Read More...

ଫିରଙ୍ଗିମାଲ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ସପ୍ତାହ ପାଳନ କରି ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ତେବେ ଏହା ସମଗ୍ର ରାଜ୍ୟରେ ପାଳନ ହେଉଥିବା ବେଳେ ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଫିରଙ୍ଗିମାଲ
Read More...

ଡେଲାଙ୍ଗରେ ବନ ମହୋତ୍ସବ ସପ୍ତାହ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ହେଉଛି ବନ ମହୋତ୍ସବ ସପ୍ତାହର ଅନ୍ତିମ ଦିବସ । କିନ୍ତୁ ମୌସୁମୀ ଶେଷ ପର୍ଯ୍ୟନ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରହିପାରିବ । ବିଶ୍ଵର ଜଳବାୟୁ ଉଷ୍ଣ ହେବା ସହ ଆନୁସଙ୍ଗିକ ପ୍ରାକୃତିକ ବିପର୍ଯ୍ୟୟ ବଢ଼ି ଚାଲିଛି । ଧରିତ୍ରୀର ସ୍ଥାୟୀ ଭବିଷ୍ୟତ
Read More...

କୃଷ୍ଣଚୁଡା ଇକୋ କ୍ଲବ ତରଫରୁ ୭୪ତମ ବନ ମହୋତ୍ସବ ପାଳିତ

ପୁଇଁତଲା, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାରେ କୃଷ୍ଣଚୁଡା ଇକୋ କ୍ଲବ ତରଫରୁ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ୟାମସୁନ୍ଦର ବଗର୍ତ୍ତୀଙ୍କ ସଭାପତିତ୍ୱରେ ପ୍ରଧାନ ଶିକ୍ଷକ
Read More...

ବିଦ୍ୟୁତ ବଣ୍ଟନରେ ଅନିୟମିତତା ବିରୁଦ୍ଧରେ କଂଗ୍ରେସର ବିକ୍ଷୋଭ

ମାତ୍ରାଧିକ ଦେୟ ଓ ବିଜୁଳି କାଟରେ ସୁଧାର ନଆସିଲେ ହେବ ଜୋରଦାର ଲଢେଇ : କଂଗ୍ରେସ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତମାନ ପରିପ୍ରେକ୍ଷୀରେ ବିଜୁଳି ସେବା ପାଇବା ସାଧାରଣ ଜନତାଙ୍କ ଏକ ମୌଳିକ ଅଧିକାର ଭାବରେ ଗଣାଯାଉଛି । ତେଣୁ ଲୋକେ କମ୍ ମୂଲ୍ୟରେ ଯେମିତି ଅନବରତ ବିଜୁଳି ପାଇବେ ସେ
Read More...

ସେଞ୍ଚୁରିଅନ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୃକ୍ଷ ହିଁ ଜୀବନ । ବୃକ୍ଷ ହିଁ ପରିବେଶର ସନ୍ତୁଳନ ରକ୍ଷା କରେ । ବୃକ୍ଷ ଦ୍ୱାରା ହିଁ ବର୍ତ୍ତମାନର ଧାରଣୀୟ ବିକାଶର ପ୍ରକ୍ରିୟା ସମ୍ଭବ ହୋଇପାରିଛି । ଏହି ବୃକ୍ଷର ରୋପଣ ଓ ସୁରକ୍ଷା ଆଭିମୁଖ୍ୟ ନେଇ ପ୍ରତିବର୍ଷ ଭାରତରେ ୧ ଜୁଲାଇରୁ ୭ ଜୁଲାଇ ପର୍ଯ୍ୟନ୍ତ ବନ
Read More...

ବଲାଙ୍ଗିର ଗସ୍ତରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ : ଶୁଦ୍ଧିକ୍ରିୟାରେ ଯୋଗଦାନ କଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗସ୍ତରେ ଆସି ସହରସ୍ଥିତ ହୋଟେଲ ସେଲିବ୍ରେସନଠାରେ ଅନୁଷ୍ଠିତ ହୋଇଥିବା ଏକ ଶୁୁଦ୍ଧିକ୍ରିୟାରେ ଯୋଗ ଦେଇଛନ୍ତି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ । ଝାରଖଣ୍ଡ ହାଇାକୋର୍ଟର ମୁଖ୍ୟ ବିଚାରପତି ତଥା ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ
Read More...

ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ଫଳାଫଳରେ ବାଜିମାତ୍‌ କଲେ ସିଏନ୍‌ସିର ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ ତଥା ଐତିହାସିକ ଯୁକ୍ତ ୩ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ବାଜିମାତ୍‌ କରିଛନ୍ତି ସିଏନ୍‌ସିର ଛାତ୍ରଛାତ୍ରୀ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୫୯ ଗୋଟି ମହାବିଦ୍ୟାଳୟଗୁଡ଼ିକର କଳା,
Read More...

ପ୍ରକାଶ ପାଇଲା ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ ତଥା ଐତିହାସିକ ଯୁକ୍ତ ୩ ପରୀକ୍ଷା ଫଳାଫଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରକାଶ ପାଇଛି ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ ତଥା ଐତିହାସିକ ଯୁକ୍ତ ୩ ପରୀକ୍ଷା ଫଳାଫଳ । ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍‌ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଆବଶ୍ୟକ
Read More...

ମାୟାବର୍ହା ହାଇସ୍କୁଲରେ ବନ ମହୋତ୍ସବ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଗଛ ଲଗାଇବା । ଧରିତ୍ରୀ ମାଆଙ୍କୁ ସମ୍ମାନ ଜଣାଇବା । ପରିବେଶ ସବୁଜିମାରେ ହସି ଉଠିବ । ଜଳବାୟୁକୁ ସ୍ୱାସ୍ଥ୍ୟ ଉପଯୋଗୀ କରିବା । ଏହି ଉଦ୍ଦେଶ୍ୟରେ ଆଜି ଶୁକ୍ରବାର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ଜିଲ୍ଲା
Read More...