Yearly Archives

2023

ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଚାଲିଥିବା ଓଡିଶା ସରକାରଙ୍କ ସମନ୍ୱୟ ଯୁବ ବିକାଶ କାର୍ଯ୍ୟକ୍ରମର ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଛି
Read More...

ଗେଡ଼ାବାଂଜି ଛକରେ ଲୁଟ୍‌ କରିଥିବା ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗିର ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଗେଡ଼ାବାଂଜି ଛକରେ ସନ୍ତୋଷ ମଲ୍ଲିକଙ୍କଠାରୁ ଜଣେ ଦୁର୍ବୃତ୍ତ ୫ ହଜାର ଟଙ୍କା ଲୁଟ୍‌ କରି ନେଇଥିବା ସଂପର୍କରେ ସଦର ଥାନାରେ ଅଭିଯୋଗ ହେବା ପରେ ସଦର ପୋଲିସ ଲୁଟ୍‌ କରିଥିବା ଯୁବକଙ୍କୁ ତୁରନ୍ତ
Read More...

ଶ୍ରୀରାମ ଜନ୍ମଭୂମି ଅୟୋଧ୍ୟାରେ ପୂଜିତ ଅକ୍ଷତ ବିତରଣ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରୀରାମ ଜନ୍ମଭୁମି ତିର୍ଥ କ୍ଷେତ୍ର, ବଲାଙ୍ଗିର ନଗର ଶାଖା ତରଫରୁ ଶ୍ରୀରାମ ଜନ୍ମଭୂମି ଅୟୋଧ୍ୟାରେ ପୂଜିତ ଅକ୍ଷତ ବିତରଣ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିରଠାରେ ନଗର ସଂଯୋଜକ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ
Read More...

ଟ୍ରେନରେ କଟି ଯୁବକଙ୍କ ଆତ୍ମହତ୍ୟା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଖବର ମିଳିଛି । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ମୃତ ଯୁବକଙ୍କ ନାମ ଭକ୍ତ ସାହୁ (୨୦) ଘର ଖାସବାହାଲ ବୋଲି ଜଣାପଡିଛି । ପ୍ରକାଶ ଯେ, ଭଦ୍ରା ପଞ୍ଚାୟତ ଖାସବାହାଲର
Read More...

ପାଇକମାଲରେ ଯୁଗ୍ମ ଅଭିଯୋଗ ଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ପଦ୍ମପୁର ଉପ ଜିଲ୍ଲାପାଳ ଆଲୋକ ପଟେଲ,
Read More...

ପଦ୍ମପୁର ଲୋକ ମହୋତ୍ସବ ସମାରୋହ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୩ୟ ପଦ୍ମପୁର ଲୋକ ମହୋତ୍ସବର ତୃତୀୟ ଦିବସର ଉଦ୍‌ଯାପିତ ସମାରୋହ ସନ୍ଧ୍ୟାରେ ମୁଖ୍ୟ ଅତିଥି ନାଉରୀ ନାୟକ (ବିଧାୟକ ରେଙ୍ଗାଲି), ଡି. ମୁରଲୀକୃଷ୍ଣା (ଚେଆର୍‌ପର୍ସନ ବିକାଶ ଗ୍ରୁପ), ଇରାଶିଷ ଆଚାର୍ଯ୍ୟ (ରାଜ୍ୟ ସମ୍ପାଦକ, ବିଜେପି), ଚୁନିରାମ ସାହୁ (ସାଂସଦ,
Read More...

ଭୂଗୋଳରେ ନିଜର ସ୍ଥିତି ଖୋଜୁଥିବା କେତୋଟି ଗାଁ

ଜୟପାଟଣା, (ଶେଷଦେବ ବେହେରା) : ଜୀବିକା ଖୋଜି ଜୀବନ ବଞ୍ଚାଇବା ପାଇଁ ଅନେକ ଆଦିବାସୀ ପରିବାର ଇତସ୍ତତଃ ହୋଇ ବିଭିନ୍ନ ଜଙ୍ଗଲ ମଧ୍ୟରେ ନିଜର ବାସସ୍ଥାନ ବାଛି ବର୍ଷ ବର୍ଷ ଧରି ରହିବା ପରେ ମଧ୍ୟ ସେମାନଙ୍କର ଖୋଜ ଖବର ତ ଦୂରର କଥା ବହୁ ବର୍ଷ ପର୍ଯ୍ୟନ୍ତ ସେମାନେ ଲୋକ ଲୋଚନର ଅନ୍ତରାଳେ
Read More...

ଆର୍‌ଇସି ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ ଆର୍‌ଇସି କ୍ୟାମ୍ପସ୍‌ ପ୍ରାଙ୍ଗଣରେ ବାର୍ଷିକ କ୍ରୀଡା ଉତ୍ସବ ୨୦୨୩ - ୨୪ ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ରୀଡ଼ା ଶିକ୍ଷକ ଅଜୟ କୁମାର ରାଉତଙ୍କ ତତ୍ତ୍ୱାବଧାନରେ ସମସ୍ତ
Read More...

ସ୍ୱଚ୍ଛ ସୁନ୍ଦର ହେବ ବଲାଙ୍ଗିର ସହରର ମହାରାଣୀ ସାଗର : ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ କାମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସବୁଠୁ ବଡ଼ ପୋଖରୀ ମହାରାଣୀ ସାଗର ଏବେ ସ୍ୱଚ୍ଛ ସୁନ୍ଦର ହେବ । ଏହାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆଜି ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ଚାଲିଛି ଏହି ପୋଖରୀର ଜଳ ନିଷ୍କାସନ । ରାଜ୍ୟ ସରକାରଙ୍କ ‘ମୋ ପୋଖରୀ’ ଯୋଜନା ମାଧ୍ୟମରେ
Read More...

ଡାଇରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଜେପିର ଦାବି ପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପି ପାନପୋଷ ସାଂଗଠନିକ ଜିଲ୍ଲାର ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ତାଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି । ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ
Read More...