Yearly Archives

2023

ଟିକ୍ରାପଡାରେ ଆମ ପୋଲିସ ସମିତି ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ପରିସରରେ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା କ୍ଷ ଏହି ସଭା ମୁଖ୍ୟତଃ ମଦ ବିକ୍ରି, କୋରେସ, ଜୁଆ, ସଟ୍ଟା ଖେଳ, ଘୁଡୁଘୁଡ଼ି ପଟି, ପେଟ୍ରୋଲିଙ୍ଗ, ସାଇବର
Read More...

ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ତୁରେକେଲା, (କୌଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ନୂତନ ଭାବେ ଯୋଗଦାନ କରିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟନ୍ତ ପ୍ରଧାନ ମହୋଦୟଙ୍କୁ ତୁରେକେଲା ବ୍ଲକ ଶାରୀରିକ ଶିକ୍ଷା ଶିକ୍ଷକ ସଙ୍ଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସୂଚନାଯୋଗ୍ୟ
Read More...

ମଦନପୁର ଠାରେ ଜୈବିକ ପଦ୍ଧତିରେ କୃଷିକାର୍ଯ୍ୟ ତାଲିମ

କଳାହାଣ୍ଡି, ( ପିକେସାହୁ) : କଳାହାଣ୍ଡି ଚିଲ୍ଲା ମ.ରାମପୁର ବ୍ଲକ୍‌ ମଦନପୁର ଶିବମନ୍ଦିର ନିକଟସ୍ଥ କଲ୍ୟାଣମଣ୍ଡପ ଠାରେ ଏମ୍‌.ଆଇ.ଲାଇଫ ଷ୍ଟାଇଲ କମ୍ପାନୀ ଦ୍ୱାରା ଜୈବିକ ପଦ୍ଧତିରେ କୃଷିକାର୍ଯ୍ୟ ନିମନ୍ତେ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ଭାରତ-ଚୀନ୍ ସୀମାରେ ସରକାର ଫ୍ରି-ଡିସ ଏବଂ ସୀମାନ୍ତବର୍ତ୍ତୀ ଗ୍ରାମଗୁଡିକରେ ଅଲ ଇଣ୍ଡିଆ ରେଡିଓ ପହଞ୍ଚରେ ଉନ୍ନତି…

ଦୂରବର୍ତ୍ତୀ ଗ୍ରାମଗୁଡିକରେ ମୋବାଇଲ୍ ସଂଯୋଗକୁ ସୁଦୃଢ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି : ଅନୁରାଗ ଠାକୁରଶ୍ରୀ ଠାକୁର ଲଦାଖର କରଜୋକ ଗ୍ରାମରେ ଆଇଟିବିପି ଯବାନଙ୍କ ସହ ରାତି କଟାଇଲେ ଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା
Read More...

‘ଅକ୍ଷରା’ ପୁରସ୍କାର ବିତରଣ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମମତା (ଏଚ୍‌ଆଇଏମ୍‌ସି), ପ୍ରୋଜେକ୍ଟ ଜାଗୃତି ସଇଁନ୍ତଲା ବଲାଙ୍ଗିରର ଅନୁକୁଲ୍ୟରେ ଅକ୍ଷରା ପୁରସ୍କାର ବିତରଣ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ଯେ କିଶୋରୀ ଝିଅମାନେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ନିଜର ପାଠପଢା ଜାରି ରଖିବେ
Read More...

ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀଙ୍କ ଜନନୀ ସମ୍ପର୍କ ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଜନନୀ ସମ୍ପର୍କ ଅଭିଯାନରେ ସେକ୍ଟର -୨୦ ପରିଦର୍ଶନ କରି ମା' ଭଉଣୀଙ୍କ ସହିତ ବସି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଅଞ୍ଚଳରେ ଥିବା ଲୋକମାନଙ୍କର ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟାକୁ ମା'
Read More...

ଲୋକକଳା ଉତ୍ସବ ଆୟୋଜିତ କରିବ ଦୁଲଦୁଲି କଳା ପରିଷଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ସେପ୍ଟେମ୍ବର ୨୨,୨୩ ଓ ୨୪ ତିନି ଦିନ ଧରି ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଦୁଲଦୁଲି କଳା ପରିଷଦ ତରଫରୁ କୋଶଳ କଳାମଣ୍ଡଳ ପଡିଆରେ ଲୋକକଳା ଉତ୍ସବ ଆୟୋଜନ କରିବା ନେଇ ପରିଷଦର ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ ଓ ସଂପାଦକ ବାସୁଦେବ ସା
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବ୍‌ ତରଫରୁ ଦେସିଲ ସ୍ଥିତ ବୃଦ୍ଧାଶ୍ରମଠାରେ କରାଗଲା ବୃକ୍ଷରୋପଣ

ଟିଟିଲାଗଡ଼,(ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ଲାୟନ୍ସ କ୍ଲବ୍‌ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ସଭାପତି ସନ୍ତୋଷ ମହାନ୍ତିଙ୍କ ସଭାପତିତ୍ବରେ ଲାୟନ୍ସ କ୍ଲବ୍‌ ଦ୍ୱାରା ପରିଚାଳିତ ଦେସିଲ ସ୍ଥିତ ବୃଦ୍ଧାଶ୍ରମରେ ବୃକ୍ଷରୋପଣ
Read More...

କେନ୍ଦ୍ର ସରକାର ୟୁସିସି ପ୍ରତ୍ୟାହାର ଦାବୀରେ, ଆଦିବାସୀ କଲ୍ୟାଣ ସଂଘ ତରଫରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର

ସଇଁତଲା, (ପ୍ରମୋଦ ସେଲମା) : କେନ୍ଦ୍ର ସରକାର ୟୁସିସି ପ୍ରତ୍ୟାହାର ଦାବୀରେ ସଇଁତଲା ବ୍ଲକ ଆଦିବାସୀ କଲ୍ୟାଣୀ ସଂଘ ତରଫରୁ ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି କ୍ଷ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘର ଆହ୍ୱାନ କ୍ରମେ ବୁଧବାର ଦିନ ସଇଁତଲା ବ୍ଲକ ଆଦିବାସୀ
Read More...

ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଋଣ ଓ ଫେରସ୍ତ ବ୍ୟବସ୍ତା ଉପରେ ସଚେତନତା କାର୍ଯ୍ୟକ୍ରମ

ଲୋଇସିଂହା,(ବିମଳେନ୍ଦ ସାହୁ) : ଆଗଲପୁର ବ୍ଲକ୍‌ ଭରସୁଜା କଲ୍ୟାଣମଣ୍ଡପ ଠାରେ ମିଶନଶକ୍ତି ତରଫରୁ ସ୍ୱୟଂ ସହାୟିକା ଦଳର ସଭ୍ୟାଙ୍କୁ ନେଇ ବ୍ୟାଙ୍କଋଣ ଓ ଋଣ ଫେରସ୍ତ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭରସୁଜା ଓ ଝରନିପାଲି ପଂଚାୟତର ୩୫ଗୋଟି ଦଳ ଅଂଶଗ୍ରହଣ କରିଥିଲେ ।
Read More...