ମାସିକ କ୍ଲଷ୍ଟର୍ସ୍ତରୀୟ ବୈଠକରେ ନବାଗତ ବିଇଓ ରୁଷିଆ ମେହେରଙ୍କୁ ତୁଷୁରା କ୍ଲଷ୍ଟର୍ ତରଫରୁ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା…
ତୁଷୁରା, (କେପିଏନ୍ଏସ୍) : ଅଦ୍ୟ ପୂର୍ବାହ୍ନ ୧୧ ଘଟିକା ସମୟରେ ତୁଷୁରା ଆଞ୍ଚଳିକ ସାଧନ କେନ୍ଦ୍ରର କ୍ଲଷ୍ଟର୍ସ୍ତରୀୟ ମତ ଆଦାନ ପ୍ରଦାନ ବୈଠକ ସ୍ଥାନୀୟ ସରକାରୀ ବାଳିକା ନୋଡାଲ ହାଇସ୍କୁଲଠାରେ ପ୍ରଧାନ ଶିକ୍ଷକ ଭକ୍ତ ଚରଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତୁଷୁରା!-->…
Read More...
Read More...