Yearly Archives

2023

ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡାସ୍ଥିତ ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି
Read More...

ଓସ୍ରୁ ପକ୍ଷରୁ ବଲାଙ୍ଗିରରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସେଲ୍ସ ରିପ୍ରେଜେନ୍‌ଟେଟିଭ୍‌ ୟୁନିଅନ୍‌ ଓସ୍ରୁ ତରଫରୁ ଆଜି ଏକ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସର୍ବଭାରତୀୟ ଧର୍ମଘଟ ଡାକରାରେ ଆଜି ବଲାଙ୍ଗିର ଓସ୍ରୁ ସଂଘ ତରଫରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ
Read More...

କବିତା ପାଠୋତ୍ସବ ଓ ଅଶୁଭ ନିଶାଚର ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପାହାଡ଼ ଶୀର୍ଷକ ବିଶ୍ୱନାଥ ପାଦଦେଶରେ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ପ୍ରିୟପତ୍ରର ସମ୍ପାଦକ ବିପିନି ବିହାରୀ ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କବିତା ପାଠ ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡ଼ିଆ
Read More...

ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡିଶା ବ୍ଲକସ୍ତରୀୟ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲସ୍ଥିତ ହରିଶଙ୍କର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ୧୧ତାରିଖଠାରୁ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କର ନୁଆ-ଓ ଯୋଜନା ଅନ୍ତର୍ଗତ ସମନ୍ୱିତ ଯୁବ ବିକାଶ ନୁଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଛି ।
Read More...

ସାଇନିଙ୍ଗ ରକର ଏକାଡେମୀର ସପ୍ତମ ବାର୍ଷିକୋତ୍ସବ ଆସନ୍ତା ୨୩ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନଷ୍ଠାନ ସାଇନିଙ୍ଗ ରକର ଏକାଡେମୀର ୭ମ ବାର୍ଷିକ ଉତ୍ସବ ଭଞ୍ଜଭବନଠାରେ ଆସନ୍ତା ୨୩ ତାରିଖ ଶନିବାର ଦିନ ସନ୍ଧ୍ୟା ୫ଟାରେ ଅନୁଷ୍ଠିତ ହେବ ବୋଲି ସେକ୍ଟର୪ ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ
Read More...

ଧାନ ବିକ୍ରି ସମସ୍ୟା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ବନେଇମୁଣ୍ଡା ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଥମିବାର ନାଁ ନେଉ ନାହିଁ ଚାଷୀ ଶୋଷଣ । ଧାନକିଣାରେ ସ୍ୱଚ୍ଛତା ପାଇଁ ପ୍ରଶାସନିକ ବୈଠକ ପ୍ରହସନ ମାତ୍ର । ଝାଳବୁହା ପରିଶ୍ରମ କରି ଧାନ ଅମଳ ପରେ ବିକ୍ରି କରିବାକୁ ଦହଗଞ୍ଜ ହେଉଥିବା ଅଭିଯୋଗ ନେଇ ନ୍ୟାୟ ଦାବିରେ ଆଜି ଜିଲ୍ଲାପାଳଙ୍କ
Read More...

ରାଜଧାନୀରୁ ଅପହରଣ ଶିଶୁ କଟକରୁ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀରୁ ଶିଶୁ ଅପହରଣ ମାମଲା । ରାଜଧାନୀରୁ ୧୧ ମାସର ଶିଶୁକୁ ଅପହରଣ କରିଥିଲେ ଦୁର୍ବୃତ୍ତମାନେ । ମିଳିଲା ଅପହରଣ ଶିଶୁର ସନ୍ଧାନ । ସୂଚନା ଅନୁଯାୟୀ, ରାଜଧାନୀରୁ ଶିଶୁ ଅପରହଣ ହୋଇଥିବା ନେଇ ମଞ୍ଚେଶ୍ୱର ପୋଲିସରେ ଅଭିଯୋଗ ହୋଇଥିଲା । ଏହାପରେ ମଞ୍ଚେଶ୍ୱର ପୋଲିସ ତଦନ୍ତ
Read More...

ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସେମଲା ସେବାଶ୍ରମ କନ୍ୟା ହଷ୍ଟେଲ ଖତ ଖାଉଛି

ଆସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି, ଅଧପନ୍ତରିଆ ବାଡ କରି ଟଙ୍କା ଆତ୍ମସାତ୍‌ ଅଭିଯୋଗନାମ ଫଳକ ନ ଲଗାଇ ନିର୍ମାଣ ହୋଇଛି କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କୁଇବାହାଲ ଗ୍ରାମରେ ରହିଛି ସେବାଶ୍ରମ ବିଦ୍ୟାଳୟ । ପଂଚାୟତର ଅନୁନ୍ନତ ଆଦିବାସୀ
Read More...

ଆସନ୍ତା ୨୨ ଡିସେମ୍ବରରୁ ୨୭ ଡିସେମ୍ବର ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମାଂଚଲ୍‌ ପିପୁଲ୍‌ ଫୋରମ୍‌ ତରଫରୁ ଆସନ୍ତା ୨୨ ଡିସେମ୍ବରରୁ ୨୭ ଡିସେମ୍ବର ୬ ଦିନ ବ୍ୟାପି ସିନେ କଳାକାର ମନୋଜ ମିଶ୍ର ଏବଂ ପିପୁଲ୍‌ ଫୋରମ୍‌ର ଆବାହକ ସପନ ମିଶ୍ରଙ୍କ ନେତୃତ୍ୱରେ ପଦମ୍‌ପୁର ନୃସିଂହନାଥ ମନ୍ଦିରରୁ ବାହାରି ସୁନ୍ଦରଗଡ଼ର ସମଲେଇ ଗୁଡ଼ି
Read More...

ମାୟାବର୍ହା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ ଭବ୍ୟ ସଭାରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ
Read More...