Yearly Archives

2023

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଦୁଇ ବନ ବିଭାଗ କର୍ମଚାରୀ

ବଣାଇ, (ନାରାୟଣ ବେହେରା) : ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ଅଧୀନ ଧରଣୀଧର ପାଲିସ୍ଥିତ ବନ ବିଭାଗ ନର୍ସରୀଠାରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଦୁଇଜଣ ବନ ବିଭାଗ କର୍ମଚାରୀ । ସୂଚନା ଅନୁସାରେ କିଛି ମାସ ପୂର୍ବରୁ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଦହିଚୂର୍ ଅଞ୍ଚଳର ଜଣେ
Read More...

ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପନୀ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଓଡିଶା ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ନୂଆ ଓଡିଶା, ଯୁବ ଓଡିଶା ଓ ନବୀନ ଓଡିଶା ଆନୁକୂଲ୍ୟରେ ଚାଲିଥିବା ସମନ୍ୱିତ ଯୁବ ବିକାଶ
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଟୁରିଜିମ୍ ଓ ଟ୍ରାଭେଲ ଶିକ୍ଷା ବିଭାଗର ଜାତୀୟ ସମ୍ମିଳନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ବୁଧବାର ଉଚ୍ଚ ଶିକ୍ଷା ବିଭାଗ ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟ ମିଳିତ ସହଯୋଗରେ ଉପକୂଳ ଓ ସାମୁଦ୍ରିକ ପର୍ଯ୍ୟଟନସ୍ଥଳୀର ସ୍ଥାୟୀ ରକ୍ଷଣବେକ୍ଷଣ ଶୀର୍ଷକକୁ ନେଇ ଦୁଇ ଦିନିଆ ଜାତୀୟ ସମ୍ମିଳନୀ
Read More...

ମଦନପୁର ଓଡିଶା ଆଦର୍ଶ ବିଦ୍ୟାଳୟର ୬ତମ ବାର୍ଷିକ ଉତ୍ସବ “ମହ୍ଲାର” ଅନୁଷ୍ଠିତ

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ମଦନପୁରର ୬ତମ ବାର୍ଷିକ ଉତ୍ସବ "ମହ୍ଲାର ବିଦ୍ୟାଳୟ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର
Read More...

୫-ଟି ଅଧ୍ୟକ୍ଷଙ୍କୁ ଭେଟି ଦାସୁଡୁ ଗୁରୁ ଆର୍.ସତ୍ୟମଙ୍କ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆମ ଓଡ଼ିଶା ନବୀନ ଓଡ଼ିଶା ତଥା ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଗସ୍ତରେ ଆସି ଛତ୍ରପୁରସ୍ଥିତ ସୁନ୍ଦରେଶ୍ଵର ମନ୍ଦିରର ନବୀକରଣ ସମୀକ୍ଷା କରିଥିଲେ । ଏହି ଅବସରରେ ଦାସୁଡୁ ସତ୍ୟମଙ୍କ ନେତ୍ତୃତ୍ୱରେ ତାଙ୍କ ଦାସୁଡୁ ଗୋଷ୍ଠୀ ଭି.କେ. ପାଣ୍ଡିଆନଙ୍କୁ
Read More...

ସଇଁତଲାରେ ବ୍ଲକସ୍ତରୀୟ ନୂଆ ଓଡିଶା, ଯୁବ ଓଡିଶା ଅବ୍ୟବସ୍ଥା ଅଭିଯୋଗ

ପିଇବା ପାଣି, ଫାଷ୍ଟେଡ଼ ମିଳୁନାହିଁ, ଖେଳାଳୀ ଅସନ୍ତୋଷ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିୟମଠାରେ ଚାଲିଥିବା ବ୍ଲକସ୍ତରୀୟ ନୂଆ ଓଡିଶା, ଯୁବ ଓଡିଶା କାର୍ଯ୍ୟକ୍ରମରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଯାହା ଫଳରେ ଖେଳାଳୀମାନଙ୍କ
Read More...

ଟିକ୍ରାପଡା ଫାଣ୍ଡି ସାମଗ୍ରୀ ଛାଡି ଫେରୁଥିବା ବାଟରେ ଦୁର୍ଘଟଣା : ୩ ଗୁରୁତର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡିର ବିଭିନ୍ନ ମାମଲା ଗୁଡିକ ସାମଗ୍ରୀ ସଇଁତଲା ଥାନାରେ ଛାଡି ଫେରୁଥିବା ରାସ୍ତାରେ ପିକ୍‌ଅପ୍‌ ଭ୍ୟାନ୍‌ ଗାଡି ଓଲଟି ୩ ପୋଲିସ କର୍ମଚାରୀ ଗୁରୁତର ଆଘାତ ହୋଇଥିବା ଜଣାପଡିଛି । ଆଘାତ ବ୍ୟକ୍ତି ହେଲେ କନେଷ୍ଟବଳ
Read More...

ଆଇଆର୍‌ଇଏଲ୍ ପକ୍ଷରୁ ଘଡ଼ଘଡ଼ାପଲ୍ଲୀଠାରେ ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଇଏଲ୍ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଭ୍ରାମ୍ୟମାଣ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଯାଇଛି । ବୁଧବାର ଶ୍ରୀରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅଧୀନସ୍ଥ ଘଡ଼ଘଡ଼ାପଲ୍ଲୀ ଗ୍ରାମରେ ଆୟୋଜିତ ଏହି ସ୍ୱାସ୍ଥ୍ୟସେବା ଶିବିରରେ
Read More...

ଗୁରୁଣ୍ଡା ହାଇସ୍କୁଲରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ୪୦ତମ ବ୍ଲକସ୍ତରିୟ ଶିଶୁ ମେଳା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁରୁଣ୍ଡା ହାଇସ୍କୁଲ ପରିସରରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ତରଫରୁ ବ୍ଲକସ୍ତରୀୟ ଶିଶୁ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଓଷ୍ଟା ସଭାପତି ବିନୋଦ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଦେବଙ୍ଗ ଗ୍ରାମ ମହାଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗ୍ରାମ ପକ୍ଷରୁ ୨୫ତମ ମାଣବସା ଲକ୍ଷ୍ମୀପୁଜା ଶୁଭାରମ୍ଭ ହୋଇଯାଇଛି । ଆଜି ସନ୍ଧ୍ୟା ୫'ଟାରେ ଗ୍ରାମର ଶତାଧିକ ମହିଳାମାନଙ୍କ ଦ୍ଵାରା କଳସ ଯାତ୍ରା ହେବା ସହ ଆସନ୍ତା କାଳି ମାଁଙ୍କ
Read More...