Yearly Archives

2023

“ମୋ ମାଟି ମୋ’ ଦେଶ କାର୍ଯ୍ୟକ୍ରମ” ଆୟୋଜିତ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ବିଜେପି କାର୍ଯ୍ୟଳୟରେ "ମୋ ମାଟି ମୋ' ଦେଶ" କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଜିଲ୍ଲାର ତିନିଟି ବ୍ଲକରୁ ପିଜେପି ପକ୍ଷରୁ ସଂଗୃହିତ ଅମୃତ କଳସିରେ ମାଟିକୁ ପୂଜା କରିବା ସହ ଏକ ଶୋଭାଯାତ୍ରାରେ ଯାଇ ଦଳୀୟ ପ୍ରତୀନିଧିମାନେ ଅମୃତ କଳସରେ ସଂଗୃହିତ
Read More...

ନାବାଳିକାକୁ ଅସଦାଚରଣ, ଅଶ୍ଳୀଳ ଭାଷାରେ କମେଣ୍ଟ ମାରିବା ଘଟଣାରେ ଉଲ୍ଲା ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଣେ ନାବାଳିକାକୁ ରାସ୍ତା ମଝିରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ,କମେଣ୍ଟ ମାରିବା ଓ ବିଭିନ୍ନ ଧମକ ଦେବା ଅଭିଯୋଗରେ ଗୋଷାଣୀ ନୂଆଗାଁ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୀର୍ଘ ଛଅ ମାସ ହେଲା ସାହି ରାସ୍ତାରେ ଚାଲିଲା
Read More...

ଭୋଟର ତାଲିକା ବର୍ଦ୍ଧିତ ଓ ମାର୍ଜିତ କରିବାପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଆହ୍ୱାନ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ନୂତନ ଭୋଟରଙ୍କ ନାମ ଲେଖାଇବା ଏବଂ ଭୋଟର ତାଲିକାରେରେ ନିଜ ନାମ ଓ ପରିବାରର ନାମ ସଂଯୋଗ କରିବା, ଭ୍ରମ ସଂଶୋଧନ କରିବା ସହ ନିଜର ନାଗରିକ ଅଧିକାର ସାବ୍ୟସ୍ତ କରିବା ଆବଶ୍ୟକ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି । ନିଜନିଜର ସ୍ୱାଧୀନ ଭାବେ ମତଦାନ
Read More...

ଟିଟିଲାଗଡ଼ ସହରରେ ସମସ୍ତ ଦୁର୍ଗା ମଣ୍ଡପରୁ ମା’ଙ୍କୁ ଦିଆଗଲା ମେଲାଣି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରରେ ସମସ୍ତ ଦୁର୍ଗା ମଣ୍ଡପରୁ ମା'ଙ୍କୁ ଦିଆଯାଇଛି ମେଲାଣି । ଦଶହରା ସରିବା ପରେ ଶୁକ୍ରବାର ଦିନ ସକାଳୁ ରାତି ଭିତରେ ମାଉସୀ ମା' ମନ୍ଦିର, ସ୍ଵାଧୀନପଡ଼ା, ଇଲେକ୍ଟ୍ରି ଅଫିସ, ଅନ୍ନପୂର୍ଣ୍ଣା, ହାଟପଦା ପଡ଼ା ଦୁର୍ଗା ପୂଜା କମିଟିର ଦୁର୍ଗା
Read More...

ଖଇରମାଲ ଗ୍ରାମର ଦିବ୍ୟାଙ୍ଗ ଯୁବକ ନିଖୋଜ ଘଟଣା : ଅପହରଣ ଅଭିଯୋଗରେ ଥାନାରେ ଅଟକ ୨ଜଣଙ୍କୁ କୋର୍ଟ ଚାଲାଣ, ନିଖୋଜଙ୍କ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳିଶିରା ପଞ୍ଚାୟତ ଖଇରମାଲ ଗ୍ରାମର ବବଲୁ ବନଛୋର (୧୯) ନାମକ ଜଣେ ଦିବ୍ୟାଙ୍ଗ ଯୁବକ ଗତ ରବିବାର ଦିନଠାରୁ ଗାଁରୁ ନିଖୋଜ ହୋଇଯାଇଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ
Read More...

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ପୁରୀ ରେ “ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ

ପୁରୀ : ସଦର ବ୍ଲକ ନେହେରୁ ଯୁବ କେନ୍ଦ୍ର, ପୁରୀ ପକ୍ଷରୁ "ମୋ ମାଟି, ମୋ ଦେଶ" କାର୍ଯ୍ୟକ୍ରମ ଓ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୁରୀର ଅଗ୍ରଣୀ ସାମାଜିକ ସେବା ସଂଗଠନ ହାପିନେସ୍ ଫାଉଣ୍ଡେସନ ସହଯୋଗରେ ଶତାଧିକ ଯୁବ ସେଚ୍ଛାସେବୀ, ଛାତ୍ରଛାତ୍ରୀ ଯୋଗ ଦେଇ ପୁରୀ ଜିଲ୍ଲାପାଳ
Read More...

ସ୍ପେସିଆଲ୍‌ ସମରି ରିଭିଜନ୍‌-୨୦୨୪ ଆଧାରରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପଥ ଉତ୍ସବ ଓ ୱାକାଥନ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ପେସିଆଲ୍‌ ସମରି ରିଭିଜନ୍‌-୨୦୨୪ ଆଧାରରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପଥ ଉତ୍ସବ ଓ ୱାକାଥନ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇଥିବା ୱାକାଥନ୍‌ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ
Read More...

ଗଞ୍ଜାମ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୂମ୍ମା ପଞ୍ଚାୟତ ହୂମ୍ମା କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଶ୍ରମକାର୍ଯ୍ୟାଳୟ ପକ୍ଷରୁ ଗଞ୍ଜାମ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ବି. ହୃଷିକେଶ ରାଓଙ୍କ
Read More...

ବ୍ରହ୍ମପୁର ମହାନଗରର ଗଡ଼ ଜଗନ୍ନାଥ ମନ୍ଦିର ସହ ଅନ୍ୟ ଧର୍ମାନୁଷ୍ଠାନର ନବୀକରଣ ନିମନ୍ତେ ଶୁଭ ଅନୁକୂଳ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ବ୍ରହ୍ମପୁର ଖାସ୍ପା ସାହି ଗଡ଼ ଜଗନ୍ନାଥ ମନ୍ଦିର ଓ ଆସ୍କା ରୋଡସ୍ଥ ଧାନମେରା ଅଞ୍ଚଳ ତଥା ହରିଜନ ସାହି ସ୍ଥିତ ଶ୍ରୀ ଶ୍ରୀ ଶିବକାଳୀ ମନ୍ଦିର ପରିସରରେ ନବୀକରଣ ନିମନ୍ତେ ଭୂମି ପୂଜନ ଶୁଭ ଅନୁକୂଳ ହୋଇଛି । ସୂଚନାଯୋଗ୍ୟ ଯେ' ମାନ୍ୟବର
Read More...

ଛତ୍ରପୁର ରୋଟାରୀ ସହଯୋଗରେ ପୋଟ୍ଟଲାମପୁର ଗ୍ରାମରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମପଞ୍ଚାୟତ ଅଫିସ ନିକଟରେ ଗ୍ରାମୀଣସ୍ତରୀୟ ଏକ ଚକ୍ଷୁ ଚିକିତ୍ସା ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଶଙ୍କର ଚକ୍ଷୁ ହସ୍ପିଟାଲ ସଂଗଠନ ଏବଂ ଛତ୍ରପୁର ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ ଆୟୋଜିତ
Read More...