Yearly Archives

2023

“୧୮୦୪ ପାଇକ ବିଦ୍ରୋହର କର୍ଣ୍ଣଧାର ଜୟୀ ରାଜଗୁରୁ” ଓ “ନିର୍ବାଣ ପଥେ”ପୁସ୍ତକ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ବ୍ରିଟିଶ ଛାତିରେ ହୃତ୍ କମ୍ପନ ସୃଷ୍ଟି କରିଥିବା ଦୁର୍ଦ୍ଧସ ବୀର, ଶହୀଦ୍ ଜୟୀ ରାଜଗୁରୁ ଜଣେ ସଚ୍ଚା ଦେଶପ୍ରେମୀ ଓ ତାଙ୍କ ଅଭୂତପୂର୍ବ ତ୍ୟାଗ ଓ ବଳିଦାନର ତୁଳନା ନାହିଁ ବୋଲି ଓଡ଼ିଆ ପୁଅର ଅସ୍ମିତା,
Read More...

ବଣାଇରେ ପଥଉତ୍ସବ ପାଇଁ ରାଲି

ବଣାଇ, (ହବିବ ମହମ୍ମଦ) : ଆଜି ସକାଳୁ ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁଙ୍କ ନେତୃତ୍ୱରେ ବଣାଇର ବାଣେଶ୍ୱର ଛକ ଠାରୁ ଏକ ରାଲିର ଆୟୋଜନ ହୋଇଯାଇଛି । ଏହାର ଅବ୍ୟବହିତ ପୂର୍ବରୁ ଶ୍ରୀ ସାହୁ ଏହି ପଥଉତ୍ସବର ମହତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହି ଗଣ ଦୌଡ଼ରେ ସ୍ଥାନୀୟ
Read More...

ଅନାଥ ଶିଶୁଙ୍କୁ ପୃଷ୍ଟ ପୋଷକତା ସହାୟତା ଉପରେ ସଚେତନତା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଶିଶୁ ସୁରକ୍ଷା ୟୁନିଟ କାର୍ଯ୍ୟାଳୟ ଠାରେ ୧୦ଟି ପରିବାରର ଅନାଥ ଶିଶୁ ଓ ରକ୍ଷଣା ବେକ୍ଷଣ କରିଆସୁଥିବା ସମ୍ପର୍କୀୟ ମାନଙ୍କ ସହିତ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ଲକ୍ଷ୍ମୀ
Read More...

ବଲାଙ୍ଗିର ସଦର ମହକୁମାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଦର ମହକୁମାରେ ପାଳିତ ହୋଇଛି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ୱାକାଥନ୍ ସହିତ ପଥୋତ୍ସବ କରାଯାଇଛି । ୱାକାଥନ୍‌ କାର୍ୟ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଏବଂ ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ୟ୍ୟ
Read More...

ଭଞ୍ଜନଗରରେ କଲେଜ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀଙ୍କ ନିଆରା ଅଂଶଗ୍ରହଣ : ଭୋଟରଙ୍କୁ ସଚେତନତା ପାଇଁ ୱାକାଥନ୍ ଓ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଭୋଟରଙ୍କୁ ସଚେତନତା ପାଇଁ ୱାକାଥନ୍ ଓ ପଥ-ମହୋତ୍ସବ ଆୟୋଜନ ଖୁବ ନିଆରା ଥିଲା । ଭୋଟର ପଞ୍ଜିକରଣ, ନିର୍ବାଚନରେ ଅଶଂଗ୍ରହଣ, ନିର୍ଭୁଲ ଭୋଟର ତାଲିକା ସଂଶୋଧନ ସହ ସଚେତନତା ଏବଂ ଯୁବଗୋଷ୍ଠୀ ମଧ୍ୟରେ ଗଣତାନ୍ତ୍ରିକ
Read More...

ନବନିଯୁକ୍ତ ‘୫ଟି ଓ ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଶୁଭେଚ୍ଛା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : '୫ଟି ଓ ନବୀନ ଓଡ଼ିଶା' ଅଧ୍ୟକ୍ଷ ଭାବେ ଭି.କେ. ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି । ଏଥିପାଇଁ ଚାରି ଆଡ଼ୁ '୫ଟି ଓ ନବୀନ ଓଡ଼ିଶା' ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଗତକାଲି ମଧ୍ୟ
Read More...

ଜିଲ୍ଲା କଳାକାର ସଂଘର କାର୍ଯ୍ୟକାରୀ କମିଟି ବୈଠକ : ମନୋଜ ମିଶ୍ରଙ୍କୁ ଓଡିଶା ପ୍ରଡ୍ୟୁସର ସଂଘ ବାସନ୍ଦ କରିଥିବାରୁ ଦୃଢ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା କଳାକାର ସଂଘର କାର୍ଯ୍ୟକାରୀ କମିଟୀ ବୈଠକ ସ୍ଥାନୀୟ ସଂଗୀତ ମହାବିଦ୍ୟାଳୟ ‘ପଂଚମ’ ଠାରେ ସଭାପତି ଅବଦୁଲ ଜମାଲ ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ସଂପାଦକ ପ୍ରଭାକର ମିଶ୍ର ଓ ଆୟବ୍ୟୟ ବିବରଣୀ
Read More...

ପେଟ୍ରୋଲିଂ ବେଳେ ଗୁର୍ଜିଭଟା ନିକଟରୁ ୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଖପ୍ରାଖୋଲ ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଗୁର୍ଜିଭଟା ନିକଟସ୍ଥ ବ୍ରିଜ ନିକଟରେ ପେଟ୍ରୋଲିଂ ବେଳେ ପୋଲିସ ୩ ଜଣ ଶିଶୁଙ୍କ ସମେତ ୬ ଜଣ ଦାଦନ ଶ୍ରମିକଙ୍କୁ ଶୁକ୍ରବାର ଅପରାହ୍ନ ସମୟରେ ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଖପ୍ରାଖୋଲ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ
Read More...

ଦିବ୍ୟାଙ୍ଗ ନେତା କ୍ଷେତ୍ରମଣିଙ୍କ ଦେହାନ୍ତ : କାନ୍ଧଦେଲେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଛେତଗାଁ ଗ୍ରାମରେ କ୍ଷେତ୍ରମଣି ପଟେଲ ଜଣେ ଦିବ୍ୟାଙ୍ଗ, ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା ମନରେ ଗଭୀର ଆତ୍ମା ବିଶ୍ୱାସ ଯୋଗୁଁ ଗାଁରେ ଏକ ପାନ ଦୋକାନ କରି ବାପା, ମାଁ ପରିବାରଙ୍କ ସହ ରହୁଥିଲେ । ଏକ ତିନି
Read More...

ବଲାଙ୍ଗିର ପାୱାର ଗ୍ରୀଡ୍‌ ପକ୍ଷରୁ ମାଧିଆପାଲିରେ ନୁକ୍କଡ଼ ନାଟକ ପ୍ରଦର୍ଶିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାୱାର ଗ୍ରୀଡ୍‌ ପକ୍ଷରୁ ମାଧିଆପାଲିରେ ‘ପବ୍ଲିକ୍‌ ଇନ୍‌ଟେରେଷ୍ଟ ଡିସ୍‌କ୍ଲୋଜର୍‌ ଏଣ୍ଡ ପ୍ରୋଟେକ୍ସନ୍‌ ଅଫ୍‌ ଇନ୍‌ଫର୍‌ମର୍‌ସ୍‌’ ସଂପର୍କିତ ନୁକ୍କଡ଼ ନାଟକ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରଦର୍ଶିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ,
Read More...