Yearly Archives

2023

ଟିଟିଲାଗଡରେ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧିତ ଭୋଟର ୨୦୨୪ କାର୍ଯ୍ୟକ୍ରମ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଉପଖଣ୍ଡର ସଦର ମହକୁମା ଡିଏଭି ମହାବିଦ୍ୟାଳୟରେ ସକାଳ ୦୭.୩୦ ସମୟରେ ଛାତ୍ରଛାତ୍ରୀ, ବୁଥସ୍ତରୀୟ ଅଧିକାରୀ, ମହାବିଦ୍ୟାଳୟର ସ୍କାଉଟ, ଗାଇଡ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀ, “ମୁଁ ବି ମିତା”ର ପ୍ରତିନିଧି, ମହାବିଦ୍ୟାଳୟର
Read More...

ଯମୁନା ମାହେଶ୍ୱରୀ ମନ୍ଦିରରେ କୁମାର ପୂର୍ଣ୍ଣିମା ଉତ୍ସବ ସହ ଦଶହରା ମହୋତ୍ସବ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମରେ ଥିବା ଡୁମାଳ ସମାଜର ଅଧିଷ୍ଠାତ୍ରୀ ଦେବୀ ମା' ମାହେଶ୍ୱରୀଙ୍କ ସର୍ବପୁରାତନ ପୀଠ(ଗମ୍ଭୀରା)ରେ ଚଳିତ ବର୍ଷର କୁମାର ପୂର୍ଣ୍ଣିମା ଉତ୍ସବ ପୀଠରେ ଧୁମଧାମର ସହ ପାଳିତ ହୋଇଯାଇଛି ।
Read More...

୧୮୦୪ ପାଇକ ବିଦ୍ରୋହର କର୍ଣ୍ଣଧାର ଜୟୀ ରାଜଗୁରୁ” ଓ “ନିର୍ବାଣ ପଥେ”ପୁସ୍ତକ ଲୋକାର୍ପିତ।

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ସ୍ୱଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ବ୍ରିଟିଶ ଛାତିରେ ହୃତ୍‌ କମ୍ପନ ସୃଷ୍ଟି କରିଥିବା ଦୁର୍ଦ୍ଧସ ବୀର, ଶହୀଦ୍ ଜୟୀ ରାଜଗୁରୁ ଜଣେ ସଚ୍ଚା ଦେଶପ୍ରେମୀ ଓ ତାଙ୍କ ଅତ୍ତଭୂତପୂର୍ବ ତ୍ୟାଗ ଓ ବଳିଦାନର ତୁଳନା ନାହିଁ ବୋଲି ଓଡ଼ିଆ ପୁଅର ଅସ୍ମିତା,
Read More...

ଲୋଇସିଂହାରେ ଗଜଲକ୍ଷ୍ମୀ ପୂଜା ଅବସରରେ ଭକ୍ତି କବିତା ଆସର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସ୍ଥାନୀୟ ଶ୍ରୀଧାମ ଠାରେ ଗଜଲକ୍ଷ୍ମୀ ପୂଜା ଅବସରରେ ଧର୍ମସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ତହଁକ୍ ସଂପାଦକ ରାଜେଶ ଦଣ୍ଡସେନା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଳା ନିର୍ଦ୍ଦେଶକ ଗୌରୀଶଙ୍କର ବେଜ ଗୁରୁଚରଣ ଧୀର,
Read More...

ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ଭୋଟର ସଚେତନତା ପାଇଁ ୱାକଥନ୍ ଓ ପଥ ଉତ୍ସବ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ଭୋଟର ତାଲିକାର ସଂକ୍ଷିପ୍ତ ସ୍ଵତନ୍ତ୍ର ସଂଶୋଧନ କାର୍ୟ୍ୟକ୍ରମ ୨୦୨୪ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ୱାକଥନ୍ ଓ ପଥ ଉତ୍ସବ ଉପଖଣ୍ଡ ପ୍ରଶାସନ ତରପରୁ ଅନୁଷ୍ଠିତ ହୋଯାଇଅଛି । ଏହି ୱାକଥନ୍ ଓ ପଥ-ଉତ୍ସବକୁ
Read More...

ଭାରତର ୟୁପିଆଇ : ଡିଜିଟାଲ ପେମେଣ୍ଟ ସିଷ୍ଟମରେ ବିଶ୍ୱରେ ଅଗ୍ରଣୀ

ନୂଆଦିଲ୍ଲୀ, (ପିଆଇବି) : ଭାରତର କୌଣସି ଉଦ୍ଭାବନ ଏବେ ଯଦି ସମଗ୍ର ବିଶ୍ୱରେ ଦୃଷ୍ଟି ଆକର୍ଷଣ କରିଥାଏ ତାହା ନିଃସନ୍ଦେହରେ ୟୁପିଆଇ ବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ । ସମ୍ପ୍ରତି ଭାରତର ୪୦ %ରୁ ଅଧିକ ଆର୍ଥିକ ଦେଣନେଣ ଡିଜିଟାଲ ମାଧ୍ୟମରେ ହେଉଛି । ସେଥିରୁ ଅଧିକାଂଶ କାରବାର ୟୁପିଆଇ
Read More...

ବଲାଙ୍ଗିର ଦିନ୍‌ ଉପଲକ୍ଷେ ମେହେନ୍ଦି, ଝୋଟି, ରଙ୍ଗୋଲି, ହୁଳାହୁଳି, ଶଙ୍ଖ ଓ ଆର୍ଟ ଏଣ୍ଡ କ୍ରାଫ୍‌ଟ୍‌ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ୍‌କୁ ଅଧିକ ସରସ ସୁନ୍ଦର କରିବାର ସହ ବିଭିନ୍ନ ପ୍ରତିଯୋଗିତାମାନେ ଅନୁଷ୍ଠିତ ହେଉଅଛି । ଯଥା ମେହେନ୍ଦି, ଝୋଟି, ରଙ୍ଗୋଲି, ହୁଳାହୁଳି, ଶଙ୍ଖ ଓ ଆର୍ଟ ଏଣ୍ଡ କ୍ରାଫ୍‌ଟ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସମ୍ପୂର୍ଣ୍ଣା ସାମାଜିକ
Read More...

କୁଲୁତା ସମାଜ ଶାରଦୀୟ ଉତ୍ସବରେ ଯୋଗ ଦେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମାଜରେ ଜାତିପ୍ରଥା ଆରମ୍ଭ ହୋଇଥିଲା, ନିଜ ଭିତରେ ଏକତା ରଖିବା ପାଇଁ, ଅଂଚଳର ବିକାଶ କରିବା ପାଇଁ । ଏହି କଥାକୁ ଆମେ ଭୁଲିବା ଉଚିତ ନୁହେଁ । ଯଦି ଆମ ଭିତରେ ଏକତା ଥିବ କୌଣସି ଶକ୍ତି ଆମକୁ ଅବହେଳା କରି ପାରିବେ ନାହିଁ । ତେଣୁ କୁଲୁତା ସମାଜ ଭିତରେ ଥିବା
Read More...

ପୋଲିସ ୟୁ.ପି. ସ୍କୁଲର ବନ୍ଧୁମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ବଲାଙ୍ଗିର ପୋଲିସ ୟୁ.ପି. ସ୍କୁଲର ପୁରାତନ ଛାତ୍ର ଛାତ୍ରୀମାନଙ୍କୁ ନେଇ ସ୍ଥାନୀୟ କଦଳିମୁଣ୍ଡା ସ୍ଥିତ ନର୍ସରୀରେ ଶାନ୍ତିରାଜ ବାରିକ ଓ କିଙ୍ଗକଙ୍ଗ ବେହେରାଙ୍କ ନେତୃତ୍ୱରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
Read More...

ଗଜଲକ୍ଷ୍ମୀ ପୂଜାରେ ପୁର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଶିବତଲା ଗ୍ରାମରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏହି ଅବସରରେ ପୁର୍ବତନ ମନ୍ତ୍ରୀ ତଥା ସାସଂଦ ଅନଙ୍ଗ ଉଦୟ ସିଂହଦେଓ ଯୋଗ ଦେଇଥିବା ବେଳେ ଶ୍ରୀ ସିଂହଦେଓଙ୍କୁ ପୂଜା କିମଟି ପକ୍ଷରୁ ଭବ୍ୟ ସ୍ୱାଗତ
Read More...