ଲୋଇସିଂହା ବିଡ଼ିଓଙ୍କୁ ସମିତି ସଭ୍ୟଙ୍କ ତରଫରୁ ସମ୍ୱର୍ଦ୍ଧନା
ଲୋଇସିଂହା, (ବିମଳେନ୍ଦୁ ସାହୁ) : ପଞ୍ଚାୟତ ସମିତିରେ ନୂତନ ବିଡ଼ିଓ ଭାବେ ଯୋଗ ଦେଇଥିବା ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଯୁଧିଷ୍ଠିର ମେହେରଙ୍କୁ ଆଜି ସ୍ଥାନୀୟ ସମିତି ସଭ୍ୟମାନେ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ୱର୍ଦ୍ଧନା ଜଣାଇଛନ୍ତି । ବ୍ଲକ!-->…
Read More...
Read More...