Yearly Archives

2023

କିଶୋର ନ୍ୟାୟାଳୟର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପାଟଣାଗଡ଼ ରୋଡ଼ସ୍ଥିତ କିଶୋର ନ୍ୟାୟାଳୟର ନୂତନ କୋଠା ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଓ ଦୌରାଜଜ୍‌ ଲଲାଟେନ୍ଦୁ ଜେନା, ଜିଲ୍ଲାପାଳ ଚଞ୍ଚଳ ରଣା ଏବଂ ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ ଧ୍ୟାନଦେଓ ଏହି ନୂତନ କୋଠାକୁ ଉନ୍ମୋଚନ କରିଥିଲେ । ଏହି
Read More...

ଖଡ୍ଗ ଭବନ ପରିଦର୍ଶନରେ ମନମୋହନ ଓ ଜୁଏଲ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ରାଉରକେଲା ଗସ୍ତ ଅବସରରେ ସହରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଥିବାବେଳେ ସେ ଓ ତାଙ୍କ ସହ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ସେକ୍ଟର ୩ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଖଡ୍ଗ ଭବନକୁ ବୁଲି ଆସିଥିଲେ । ଏଠାରେ ଉଭୟ
Read More...

ଗଞ୍ଜାମ ଜିଲ୍ଲାସ୍ତରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ଅକ୍ଟୋବର ୩୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ଚଳିତ ମାସ ୫ ତାରିଖରେ ଶେଷହେବ ବୋଲି କୁହାଯାଇଛି । ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ତରରେ ପ୍ରତିଯୋଗିତା, ଶୋଭାଯାତ୍ରା,
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ ଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ
Read More...

୮୦ ଫୁଟ୍‌ ଉଚ୍ଚ ପାଣି ଟାଙ୍କି ଉପରକୁ ଚଢ଼ି ଯୁବକଙ୍କ ଉନ୍ମତ୍ତ କାଣ୍ଡ : ବଲାଙ୍ଗିର କଲେଜଛକରେ ଲୋକାରଣ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଲେଜ ଛକରେ ରହିଥିବା ପିଏଚ୍‌ଡ଼ି ଜୁନିଅର୍‌ ଇଂଜିନିଅର୍‌ଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ୮୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି ଉପରକୁ ଚଢ଼ି ଜଣେ ଯୁବକ ବିଭିନ୍ନ ପ୍ରକାର ନାରା ଦେଉଥିବା ବେଳେ ଏକ ବ୍ୟାନର୍‌ ଲଗାଇଥିବା ବି
Read More...

ତାମ୍ପରାରେ ଡ଼ଙ୍ଗାବୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରଠାରୁ ମାତ୍ର ତିନି କିମି ଦୂରରେ ପଡ଼େ ସୁଶୋଭିତ ପର୍ଯ୍ୟଟନ ସ୍ଥଳ ତାମ୍ପରା ଉପରେ ନିର୍ଭର କରି ଚଳୁଥିବା ଆଖପାଖ ଅଞ୍ଚଳର ଲୋକେ ଡ଼ଙ୍ଗାବାହୀ କାଠ ଆଣିବା ପାଇଁ ଆରପାରିକୁ ଯାଇଥାଆନ୍ତି । କାଠ ଆଣି ବିକ୍ରୀକଲେ
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ : ଭୋର ସାଢେ ଚାରିରୁ ସମୀକ୍ଷା କଲେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ

ଡିସେମ୍ବର ୧୫ ସୁଦ୍ଧା କାମ ସମ୍ପୂର୍ଣ୍ଣ କରିବାକୁ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ଭୁବନେଶ୍ୱର ନବୀନ ଓଡିଶା ଓ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ବଡିଭୋରରୁ ପୁରୀ ଯାଇ ୪.୩୦ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ପରିକ୍ରମା
Read More...

ପୁଇଁତଲ ବ୍ଲକ କାର୍ଯ୍ୟାଳୟଠାରେ ଦାଦନ ଚାଲାଣ ସନ୍ଦେହରେ ଘରୋଇ ବସକୁ ଅଟକାଇଲା ବଲାଙ୍ଗିର ଟାଉନ୍‌ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୋନପୁର ରାସ୍ତାର ସହର ଉପକଣ୍ଠସ୍ଥ ବଲାଙ୍ଗିର କଲେଜ୍ ନିକଟରେ ଏକ ଘରୋଇ ବସରେ ଚଢ଼ାଉ କରିଛି ଟାଉନ୍‌ ପୁଲିସ । ବସରେ ତନାଘନା କରି ପ୍ରାୟ ୩୦ ଜଣ ଶ୍ରମିକଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ସୂଚନା ରହିଛି । ସୂଚନା ଅନୁସାରେ ଏହି ଦାଦନ ମାନେ
Read More...

ଗଞ୍ଜାମ ବ୍ଲକରେ ଆମ ଓଡିଶା ନବୀନ ଓଡିଶା ଯୋଜନାର ଶୁଭାରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପକ୍ଷରୁ ଗଞ୍ଜାମ ସହର ସ୍ଥିତି ଗାଣିତି ପଡିଆଠାରେ ଆମ ଓଡିଶା ନବୀନ ଓଡିଶାର ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ । ଏହି ଅବସରରେ ଗଞ୍ଜାମ ବ୍ଲକ ପ୍ରଶାସନ
Read More...

ଜିଲ୍ଲାସ୍ତରୀୟ ସଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଏବଂ ଦିଗଦର୍ଶନ ଫାଉଣ୍ଡେସନ୍‌ ପକ୍ଷରୁ ମିଳିତ ଆନୁକୂଲ୍ୟରେ ଆସନ୍ତା ୨୬ରେ ଜିଲ୍ଲାସ୍ତରୀୟ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମଠାରେ ବୁଧବାର ଏକ ପାକ ପ୍ରସ୍ତୁତି ବୈଠକ
Read More...