ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟଣା
ବଲାଙ୍ଗିର, (କେପିଏନ୍ଏସ୍) : ଲୋଇସିଂହା ବ୍ଲକ ସରଗଡ଼ା ଗ୍ରାମରେ ଏକ ଅଜଣା ବାଇକ୍ ଧକ୍କାରେ ହରେକୃଷ୍ଣ ସାହୁନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ସଦର ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତଜଣକ ହେଲେ ବାଗଡ଼ିଆଁ ଗ୍ରାମର ରବୀନ୍ଦ୍ର ମଟାରୀ ବୋଲି ଜଣାପଡ଼ିଛି ।!-->…
Read More...
Read More...