ହରିଶଙ୍କରଠାରେ ଜଙ୍ଗଲ ବିଭାଗ ଦ୍ଵାରା ନିର୍ମିତ ଶିଶୁ ଉଦ୍ୟାନ ଉଦ୍ଘାଟିତ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରଠାରେ ଜଙ୍ଗଲ ବିଭାଗ ଦ୍ଵାରା ନିର୍ମିତ ନୂତନ ଶିଶୁ ଉଦ୍ୟାନ ଓ ମୃଗବିହାର ଆଧୁନିକ କରଣ ପ୍ରକଳ୍ପ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି!-->…
Read More...
Read More...