Yearly Archives

2023

ଝାରମୁଣ୍ଡା ପଞ୍ଚାୟତରେ ଜଳଛତ୍ର ନାଁରେ ଲକ୍ଷାଧିକ ଟଙ୍କା ଚଳୁ ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଖରାଦିନେ ସାଧାରଣ ପଥଚାରୀଙ୍କ ପାଇଁ ଖୋଲିଥିବା ଜଳଛତ୍ରରେ ପାଣି ଦେଉଥିବା ଶ୍ରମିକଙ୍କ ପାଉଣା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ହୋଇଛି ଲୋଇସିଂହା ବ୍ଲକ ଝାରମୁଣ୍ଡା ଗ୍ରାମ ପଞ୍ଚାୟତରେ । ଜଳଛତ୍ର ଖୋଲିବା ନାଁରେ ଲକ୍ଷାଧିକ ଟଙ୍କା ଚଳୁ
Read More...

ବଲାଙ୍ଗିର ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି । ଫସଲହାନୀ ଯୋଗୁଁ ଜଣେ ଚାଷୀ ନେଲେ ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । ଏଭଳି ଏକ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ବୁବେଲ ଗାଁରୁ । ଗତକାଲି ସଂଧ୍ୟାରେ ପଚାଶ ବର୍ଷୀୟ ଚାଷୀ
Read More...

ସରସ୍ୱତୀ ଶିଶୁ ମନ୍ଦିର ଚନ୍ଦନଭାଟିରେ ପବିତ୍ର ଶିଶୁ ଦିବସ ଓ ଶିଶୁ ବାଟିକା ବିଭାଗର ଶିଶୁ ଶିବିର ପାଳନ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ମନ୍ଦିର ଚନ୍ଦନଭାଟିଠାରେ ଶିଶୁ ଦିବସ ଓ ଶିଶୁ ବାଟିକା ବିଭାଗର ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ବିଶି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶ୍ରୀ ଗଣେଶ କରିଥିଲେ ତଥା ଅତିଥି ପରିଚୟ
Read More...

ଚାରପାଣି ଗ୍ରାମରେ ୨୨ତମ ଗିରିଗୋବଦ୍ଧନ ପୂଜା ଆରମ୍ଭ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାରପାଣି ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା କମିଟି ଚାରପାଣି ଗାଁ ତରଫରୁ ଗିରିଗୋବଦ୍ଧନ ପୂଜା ଆରମ୍ଭ ହୋଇଯାଇଛି । ଏହି ପୂଜାରେ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ।
Read More...

ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ସମ୍ପାଦକ ତଥା ବିଜେପି ନେତା ଅମନ ନାଗଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ସମ୍ପାଦକ ତଥା ବିଜେପି ନେତା ଅମନ ନାଗଙ୍କ ପରଲୋକ ହୋଇଯାଇଥିବା ଖବର ମିଳିଛି । ସେ ଜଣେ ସଂଗଠକ ଭାବରେ ବେଶ ଜଣାଶୁଣା ଥିଲେ ।
Read More...

ନିଲିଜିପାଲି ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ନିଲିଜିପାଲି, (କେପିଏନ୍‌ଏସ୍‌) : ନିଲିଜିପାଲି ପ୍ରାଥମିକ ବିଦ୍ୟାଳୟରେ ମହାଆଡ଼ମ୍ବରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୁଇଁନ୍ତଲା ସିଡ଼ିପିଓ ସୁଶମା ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ସୁପରଭାଇଜର ସୁରୁବାଳା ଜେନା, ସମ୍ବର୍ଦ୍ଧିତ ଅତିଥି ଭାବେ
Read More...

ଜିଲ୍ଲାସ୍ତରୀୟ ସ୍କୁଲ କ୍ରିକେଟ୍ ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲା ସ୍କୁଲ ସ୍ପୋର୍ଟସ ଏସୋସିଏସନ୍‌ ଓ ପଦ୍ମପୁର ବ୍ଲକ୍ ସ୍ପୋର୍ଟସ୍‌ ଏସୋସିଏସନ୍‌ର ମିଳିତ ଉଦ୍ୟମରେ ଚାଲିଥିବା ଜିଲ୍ଲାସ୍ତରୀୟ ସ୍କୁଲ କ୍ରିକେଟ୍ ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ ରାଜ ବୋଡସମ୍ବର୍ ହାଇସ୍କୁଲ ଖେଳପଡ଼ିଆରେ ପ୍ରଥମ ମ୍ୟାଚ୍ ବରଗଡ଼ ଓ
Read More...

ଶିଶୁ ହସିଲେ ବିଶ୍ଵ ହସେ

ବରଗଡ଼, (ନିରୋଜ କୁମାର ପାଣୀ) : ଶିଶୁ ହସିଲେ ବିଶ୍ଵ ହସେ । ଶିଶୁର ବିକାଶ ହିଁ ଦେଶର ଭବିଷ୍ୟତର ବିକାଶ ବୋଲି ବରଗଡ ମହିଳା ସମିତି ପକ୍ଷରୁ ପାଳିତ ଶିଶୁ ଦିବସ ସମାବେଶରେ ବିଶିଷ୍ଟ ସମାଜସେବୀ ଗୀତା ମିଶ୍ର ଉଲ୍ଲେଖ କରି ଶିଶୁମାନଙ୍କର ସୁରକ୍ଷା ବର୍ତ୍ତମାନର ସମୟ ଉପରେ ହିଁ ନିର୍ଭର କରେ ବୋଲି
Read More...

ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡକ ସୁରକ୍ଷା ସମିତିର ମାସିକ ଆଲୋଚନା ସଭା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏଥିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନାଙ୍କ ସମେତ
Read More...

ମୁରିବାହାଲ ଗିରିଗୋବର୍ଦ୍ଧନ ପୂଜା ରୌପ୍ୟ ଜୟନ୍ତୀ ୨୫ତମ ବର୍ଷରେ

ଅଷ୍ଟ ପ୍ରହରୀ ନାମଯଜ୍ଞ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରବଳ ଜନସମାଗମହଳଦୀ ସମେତ ବ୍ଲକର ୧୬ଟି ସ୍ଥାନରେ ପୂଜା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଓ ଲଖନା ପଞ୍ଚାୟତ ଯାଦବ ସମାଜ ପକ୍ଷରୁ ଅନୁଷ୍ଠିତ ହେଉଥିବା ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନ ପୂଜା ଚଳିତ
Read More...