Yearly Archives

2023

ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଅନୁଷ୍ଠାନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଟିକେଶ୍ୱର ଗୁରୁ ଏକାଧାରରେ ଜଣେ ପଣ୍ଡିତ
Read More...

ମୃତ ଚାଷୀ ରମେଶ ଭୋଇ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ସରକାର : କିଶାନ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁବେଲ ଗାଁର ରମେଶ ଭୋଇ, ପିତା ଲବ ଭୋଇ ୧୦ ଏକର ଜମିରେ ଧାନ ଚାଷ କରିଥିଲେ । ଫସଲରେ ବିଭିନ୍ନ ରୋଗ ପୋକ ଏବଂ ନିଅଣ୍ଟିଆ ପାଣି ଯୋଗୁଁ ଫସଲ ଅର୍ଦ୍ଧାଧିକ ନଷ୍ଟ ହୋଇଯିବା ଯୋଗୁଁ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ । ତଥାପି
Read More...

ବିନୋଦ ସ୍ମାରକି ଫୁଟବଲ ଟୁର୍ଣ୍ଣାମେଣ୍ଟ

କ୍ରୀଡା ଛାତ୍ରାବାସକୁ ହରାଇ ନକଟାସର ଫାଇନାଲରେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଢୁଲୁସର ଖେଳପଡିଆଠାରେ ଜବାହାରଲାଲ ଫୁଟ୍‌ବଲ୍‌ ଆସୋସିଏସନ୍‌ ଆନୁକୂଲ୍ୟରେ ପ୍ରଥମ ବର୍ଷ ବିନୋଦ ସ୍ମାରକୀ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ଖେଳରେ ନକଟାସର୍‌ ଦଳ ୩-୦ ଗୋଲରେ
Read More...

ଗଞ୍ଜାମ ଜିଲ୍ଲାକୁ ମରୁଡ଼ି ଜିଲ୍ଲା ଭାବେ ଘୋଷଣା କରିବାକୁ ଅଖିଳ ଭାରତ କୃଷକ ସଭାର ଦାବୀ

ଜଣେ ଚାଷୀଙ୍କୁ ୫ ହଜାର ଟଙ୍କା ପେନ୍‌ସନ୍‌ ଦିଆଯାଉ ବୋଲି ଦାବୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଧାନ ଫସଲ ଉଜୁଡିଯିବା ସହ ଜମି ଫାଟି ଆଁ କଲାଣି । ଚାଷୀମାନେ କଷ୍ଟପଡ଼ି ହନ୍ତସନ୍ତ ହୋଇଗଲେଣି । ସେମାନଙ୍କୁ କ୍ଷତିପୂରଣ ଦିଆଯାଉ । କୃଷି ଋଣ ଛାଡ଼ କରାଯିବ ପାଇଁ
Read More...

ଶିଶୁ ଦିବସ ପାଳନ ଅବସରରେ ଘୋଷବାଦ୍ୟ ପରିବେଷଣ କରି ସହର ପରିକ୍ରମା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶ୍ରୀରାମନଗରଠାରେ ଅବସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ଦିବସ ମହାସାମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ସହରରେ ଘୋଷବାଦ୍ୟ ପରିବେଷଣ ସହ ସହର ପରିକ୍ରମଣ କରି ଦେଶାତ୍ମବୋଧକ ଜନ ଜାଗୃତି ସୃଷ୍ଟି
Read More...

ପୁସ୍ତକ “ଢ଼ଗଟିଏ ଗୀତ ଟିଏ” ଉନ୍ମୋଚିତ

ସ୍କୁଲସ୍ତରୀୟ ଶିଶୁ ନାଟକ ମହୋତ୍ସବ ଆୟୋଜିତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସଦର ଏନ୍.ଏ.ସି. କଲ୍ୟାଣ ମଣ୍ଡପରେ ଜାତୀୟ ଶିଶୁ ଦିବସ ଅବସରରେ କୁନି କୁନି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ ସ୍ୱରୂପ ଶିଶୁନାଟକ ମହୋତ୍ସବ- ୨୦୨୩ ପରିବେଷଣ ହୋଇ
Read More...

ଓଡ଼ିଶାର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବିକଶିତ ଭାରତ ସଂକଳ୍ପ ଯାତ୍ରା

● କେନ୍ଦୁଝର ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କଲେ ରାଜ୍ୟପାଳ ରଘୁବର ଦାସ● ମୟୂରଭଞ୍ଜରେ ଯାତ୍ରା ଆରମ୍ଭ କଲେ କେନ୍ଦ୍ର ଜନଜାତି ବ୍ୟାପାର ଓ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ● ଆଦିବାସୀ ବହୁଳ ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ଯାତ୍ରା ଆରମ୍ଭ,
Read More...

ଜନଜାତୀୟ ଗୌରବ ଦିବସ, ୨୦୨୩ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

● 'ବିକଶିତ ଭାରତ ସଂକଳ୍ପ ଯାତ୍ରା' ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ● ପ୍ରମୁଖ ସରକାରୀ ଯୋଜନାର ଲାଭ ସମସ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ସୁନିଶ୍ଚିତ କରିବ ଏହି ଅଭିଯାନ● ପାଖାପାଖି ୨୪ ହଜାର କୋଟି ଟଙ୍କାର ବଜେଟରେ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ ପିଏମ୍ – ଜନମନର
Read More...

ବଙ୍ଗୋମୁଣ୍ଡାରେ ସହିଦ ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଙ୍ଗୋମୁଣ୍ଡା ଶାଖା ପକ୍ଷରୁ ସହିଦ ବୀର ବିର୍ସା ମୁଣ୍ଡା ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ବଙ୍ଗୋମୁଣ୍ଡା ଆମ୍ବେଦକର ଛକଠାରୁ ଏକ ବିରାଟ ଶୋଭାଯାତ୍ରାରେ
Read More...

ଦେଶୀବେହେରା ସାହିସ୍ଥ ବିଜେ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଗିରିଗୋବର୍ଦ୍ଧନ ମହୋତ୍ସବ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଦେଶୀ ବେହେରା ସାହିରେ ବିଜେ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଗିରି ଗୋବର୍ଦ୍ଧନ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିଥର ଭଳି ଚଳିତ ବର୍ଷ ମନ୍ଦିର ପକ୍ଷରୁ ମହନ୍ତ ଅନିରୁଦ୍ଧ ରାମାନୁଜ ଦାସଙ୍କ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଥିଲା
Read More...