Yearly Archives

2023

ସମ୍ବିଧାନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଟେମରି ଗ୍ରାମରେ ଆମ୍ବେଦକର ୱାରିଅର ତରଫରୁ ଆସନ୍ତା ୨୬ ତାରିଖ ସଂବିଧାନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ରଖାଯାଇଥିଲା ଉକ୍ତ ବୈଠକ ଟେମରି ଗାଁରେ ସଂବିଧାନ ଦିବସ ପାଳନ କରିବାର ନିଷ୍ପତି ନିଆଗଲା । ବୈଠକରେ ଆମ୍ବେଦକର ୱାରିଅରର
Read More...

ତେଲେଙ୍ଗାନା ଇଟାଭାଟିରେ ୧୯ ଜଣ ବନ୍ଧକ : ମୁକ୍ତି ପାଇଁ ପାଣ୍ତିଆନଙ୍କୁ ଗୁହାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଗଉଡମାଲ ଗ୍ରାମର ଜଣେ ୬୦ ବର୍ଷ ବୟସ୍କା ଶ୍ରୀମତୀ ଉଷା ବେହେରାଙ୍କ ସମେତ ୩ଜଣ ଛୋଟ ଛୁଆ ଓ ମହିଳା ମିଶି ୧୯ ପ୍ରବାସୀ ଶ୍ରମିକ ତଲେଙ୍ଗାନା ରାଜ୍ୟର ବିଶକଣ୍ତା ଇଟା ଭାଟିରେ ୨ ମାସ ହେଲା ବନ୍ଧକ ଥିବା ବେଳେ
Read More...

ପଶ୍ଚିମ ଓଡ଼ିଶା ବାର୍ତ୍ତାର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ

ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବରଗଡ, (ନିରୋଜ କୁମାର ପାଣୀ) : ଗଣମାଧ୍ୟମ ସମାଜର ଜାଗ୍ରତ ପ୍ରହରୀ । ଆମର ସାମାଜିକ, ଅର୍ଥନୈତିକ, ରାଜନୈତିକ, ଆଧ୍ୟାତ୍ମିକ ଜୀବନଧାରାରେ ଏହାର ପ୍ରମୁଖ ପ୍ରଭାବ ରହିଛି । ଦେଶ ବିଦେଶରେ ଘଟୁଥିବା ଘଟଣା ସକଳକୁ ଏହା ପରିଚିତ କରେ
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୩୯ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୯ତମ ବାର୍ଷିକ କ୍ରୀଡ଼ା ସମାରୋହ ସ୍ଥାନୀୟ ଆରବି ହାଇସ୍କୁଲ ପଡ଼ିଆରେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଲୋକନାଥ ଭୋଇ (ଉପଖଣ୍ଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମପୁର) ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମଶାଲ ସ୍ଥାପନା କରି
Read More...

ଟିଟିଲାଗଡ ଧବଳେଶ୍ଵର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶିକ୍ଷା ବିଭାଗ ତରଫରୁ ଚଳିତ ବର୍ଷ ବ୍ଲକସ୍ତରୀୟ ବାଲ ରାଷ୍ଟ୍ରୀୟ ବୈଜ୍ଞାନିକ ପ୍ରଦର୍ଶନୀ ସ୍ଥାନୀୟ ଧବଳେଶ୍ୱର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି । ଟିଟିଲାଗଡ ବ୍ଲକର ସମସ୍ତ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ନିଜ ନିଜର ପ୍ରୋଜେକ୍ଟ
Read More...

ହେଣ୍ଡକ୍ରାଫ୍ଟ ମାଧ୍ୟମରେ ୱାର୍ଲ୍ଡ କପ୍‌ ତିଆରି କଲେ ତପସ୍ୱିନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କ୍ରିକେଟ୍‌ ବିଶ୍ୱ କପ୍‌ ଫାଇନାଲ୍‌ ମ୍ୟାଚ୍‌। ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ଭାରତର ବିଜୟକୁ ନେଇ ସାରା ଭାରତରେ ଉତ୍ସାହ ଦେଖାଦେଇଛି । ଭାରତର ଆବାଳ ବୃଦ୍ଧ ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଏଥର ବିଶ୍ୱ କପ୍‌ ହାତେଇବ ଭାରତ । ଭାରତର ବିଜୟ ପାଇଁ କିଏ
Read More...

ଛତ୍ରପୁରରେ ପାଳିତ ବର୍ଣ୍ଣାଢ଼୍ୟ ସମାରୋହର ଶ୍ୟାମାକାଳୀ ପୂଜା ଦର୍ଶନ କଲେ ଗଞ୍ଜମ ଏସ୍‌ପି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀ ଶ୍ରୀ ମା' ଶ୍ୟାମାକାଳୀ ଭକ୍ତ ପୂଜା କମିଟି ଗୋଷ୍ଠୀ ଆନୁକୂଲ୍ୟରେ ଆୟୋଜିତ ଛତ୍ରପୁର ସହରରେ ଶ୍ୟାମାକାଳୀ ପୂଜା ଚଳଚଞ୍ଚଳ ହୋଇଆସିଛି । ନିୟମିତ ପୂଜା ପାଠ ସହ ଘଣ୍ଟ ହୁଳାହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଆସିଛି ଛତ୍ରପୁର ସହର । ଛତ୍ରପୁର ସହରର
Read More...

ଆଳାପ – ୨୦୨୩ ଓଡ଼ିଶୀ ସଙ୍ଗୀତର କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭୁବନେଶ୍ୱର ସ୍ଥିତ ଆଳାପ ଟ୍ରଷ୍ଟବ ବୋର୍ଡ ତରଫରୁ ଗତକାଲି ସନ୍ଧ୍ୟାରେ ପଦ୍ମପୁର ଟାଉନ୍ ହଲରେ ଏକ ମନୋଜ୍ଞ ଓଡ଼ିଶୀ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅଶୋକ କୁମାର ବହିଦାରଙ୍କ ସଂଯୋଜନାରେ ସଭାରେ ମୁଖ୍ୟ ଅତିଥି ଭାବେ ବିନାୟକ
Read More...

ଟିଟିଲାଗଡ ଲିଓ କ୍ଲବ ଦ୍ୱାରା ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଫାଇନାଲରେ ହିନ୍ଦି ହାଇସ୍କୁଲ ଟିମ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ପ୍ରଥମ ଥର ପାଇଁ ଟିଟିଲାଗଡ ଲିଓ କ୍ଲବ ତରଫରୁ ସ୍ଥାନୀୟ ଓମ୍‌ ଭ୍ୟାଲି ସ୍କୁଲ ଖେଳ ପଡିଆରେ ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଶୁକ୍ରବାର ଦିନ ଉଦ୍‌ଘାଟନ ହୋଇଥିବା ବେଳେ ଶନିବାର ଦିନ ଏହି ପ୍ରତିଯୋଗିତା ଉଦ୍‌ଯାପିତ
Read More...

ନୂଆଦିଲ୍ଲୀରେ କୋଶଳ ମହାବନ୍ଦର ପ୍ରଭାବ

ନୂଆଦିଲ୍ଲୀ : ଆଜି ୱେଷ୍ଟର୍ନ ଓଡିଶା ଷ୍ଟୁଡେଣ୍ଟ୍ ଫୋରମ୍, ନୂଆଦିଲ୍ଲୀ ତରଫରୁ କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ସ୍ଵତନ୍ତ୍ର କୋଶଳ ରାଜ୍ୟ ପାଇଁ ଦିଆଯାଇଥିବା ବନ୍ଦ ଡାକରା ସମର୍ଥନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆର୍ଟସ୍ ଫାକଲ୍ଟୀ ପରିସରରେ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ
Read More...