Yearly Archives

2023

ଉର୍ଦ୍ଧୁ ବିଦ୍ୟାଳୟରେ ବିଜ୍ଞାନ ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉର୍ଦ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହାସନପୁର ରାଉରକେଲାରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା ବିଶ୍ରା ବ୍ଲକର ଏବିଇଓ କୃପାସିନ୍ଧୁ ପତିଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଏହି ମେଳାରେ ୨୫ଟି ପ୍ରକଳ୍ପ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ
Read More...

ରାଉରକେଲା ଆଇନ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଦେବେନ୍ଦ୍ରନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ବିଶିଷ୍ଟ ଡାକ୍ତର ରାଧାନାଥ ଶତପଥୀ ମୁଖ୍ୟଅତିଥି
Read More...

କୃଷ୍ଣ ଗଡତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : କୁଆଁରମୁଣ୍ଡା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କୁଆଁରମୁଣ୍ଡା ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପ୍ରତିଭାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକଳ୍ପକୁ ନେଇ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ
Read More...

ପୁରୁଷଙ୍କ ପ୍ରତି ହିଂସା ଦୂର କରିବା ପାଇଁ ଆନ୍ତର୍ଜାତୀୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୁଷ ପ୍ରଭୃତ୍ୱ ଦୁନିଆରେ ମହିଳାମାନଙ୍କୁ ଘରୋଇ ହିଂସାରୁ ନିବୃତ କରିବା ପ୍ରଚେଷ୍ଟା ସ୍ୱାଭାବିକ ଏବଂ ଯଥାର୍ଥ । ଏହା ଦଶନ୍ଧି ଧରି ଚାଲି ଆସୁଛି । ମହିଳାମାନଙ୍କୁ ସୁରକ୍ଷା ଦେବା କାର୍ଯ୍ୟ ନିଶ୍ଚିତ ଜରୁରୀ । ତେବେ ଅନେକ ଲୋକ ଜାଣନ୍ତି ନାହିଁ ଯେ,
Read More...

ଟିଟିଲାଗଡ ବଜରଙ୍ଗ ଦଳର ଦୁଇ ଯୁବକଙ୍କ ଅଯୋଧ୍ୟା ପାଇଁ ପଦଯାତ୍ରା ଆରମ୍ଭ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଜାନୁୟାରୀ ୨୨ ତାରିଖ ଦିନ ଅଯୋଧ୍ୟା ରାମ ମନ୍ଦିରର ଉଦ୍‌ଘାଟନ ଦିବସ ଅବସରରେ ସେବା ପ୍ରଦାନ କରିବା ପାଇଁ ଟିଟିଲାଗଡ଼ ବିଶ୍ଵ ହିନ୍ଦୁ ପରିଷଦର ବଜରଙ୍ଗ ଦଳର ଶିବା ସୁନା ଓ ପିଣ୍ଟୁ ଛତ୍ରିଆ ନାମକ ଦୁଇ ଜଣ ଯୁବକ ଶ୍ରୀ ରାମଙ୍କ ଜନ୍ମ ଭୂମି ଅଯୋଧ୍ୟାକୁ ରବିବାର
Read More...

କାହ୍ନୁ ଭୋଇ ଆଙ୍ଗୁଠିରେ କ୍ରିକେଟ୍‌ ବେଡ୍‌କୁ ୩ ଘଣ୍ଟା ୧୭ ମିନିଟ ଧରି କରିଲେ ରେକର୍ଡ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଗୋଟିଏ ପଟରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ଵକପ କ୍ରିକେଟ ମ୍ୟାଚର ଫାଇନାଲ ଖେଳ ଚାଲିଥିବା ବେଳେ ଟିଟିଲାଗଡ଼ ପୌର ପରିଷଦ କଲ୍ୟାଣ ମଣ୍ଡପଠାରେ କ୍ରିକେଟ ବ୍ୟାଟକୁ ନେଇ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି କୁରସୁଡ ଗ୍ରାମର କାହ୍ନୁ ଭୋଇ ।
Read More...

୫୦୦ ଲୋକଙ୍କୁ ଖାଇବାକୁ ଦେଇ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମର ପ୍ରଥମ ବାର୍ଷିକୀ ପାଳନ କଲା ସହଯୋଗ ଫାଉଣ୍ଡେସନ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମାଜିକ କାର୍ଯ୍ୟ ହେଉଛି ଏକ ଅଭ୍ୟାସ ଭିତ୍ତିକ ବୃତ୍ତି ଏବଂ ଏକ ଶିକ୍ଷାଗତ ଅନୁଶାସନ ଯାହା ସାମାଜିକ ପରିବର୍ତ୍ତନ ଏବଂ ବିକାଶ, ସାମାଜିକ ଏକତା ଏବଂ ଲୋକଙ୍କ ସଶକ୍ତିକରଣ ଏବଂ ମୁକ୍ତିକୁ ପ୍ରୋତ୍ସାହିତ କରେ । ସାମାଜିକ ନ୍ୟାୟ, ମାନବିକ ଅଧିକାର, ସାମୂହିକ
Read More...

ଇନ୍ଦିରା ନଗରରେ ଇନ୍ଦିରାଗାନ୍ଧୀ ଜନ୍ମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଇନ୍ଦିରା ନଗର ପଡାବାସୀଙ୍କ ତରଫରୁ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଇନ୍ଦିରାଗାନ୍ଧୀଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଦୀପ ପ୍ରଜ୍ୱଳନ କରାଯାଇଥିଲା । ପିସିସି ସାଧାରଣ ସମ୍ପାଦକ ତଥା ଏଆଇସିସି ସଦସ୍ୟ ବିଧୁ
Read More...

ଜେଏସ୍‌ଏମ୍ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ : ୨୭ ୟୁନିଟ ରକ୍ତ ସଂଗୃହିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍‌ଏମ୍ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟ ଦ୍ୱାରା ବଲାଙ୍ଗିର୍ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବ୍ଲଡ ବେଙ୍କଠାରେ ଆଜି ଏକ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଶାନ୍ତ ସାହୁ,
Read More...

ଝାନସୀରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ପଦ୍ମପୁର ସ୍ଥିତ ରାଜାଜୀ ଟାଉନ ହଲରେ ଚେତନା ପରିଷଦ ପଦ୍ମପୁର ଆନୁକୂଲ୍ୟରେ ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ମିଶ୍ର ଫିତା
Read More...