Yearly Archives

2023

ଛତ୍ରପୁରର ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ ଦାସୁଡୁ : ସତ୍ୟମ ଗୋଷ୍ଠୀଙ୍କ ସୀମାଞ୍ଚଳ ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସେବା ସଂସ୍ଥାନ ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତଗାଦି) ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ମାସରେ ବ୍ରତପାଳନ ପୂର୍ବକ ଗତ ଶନିବାର ୯୯୯ ପାହାଚ
Read More...

ଅଭିଯୁକ୍ତଙ୍କ ଠେଙ୍ଗାମାଡ଼ରେ ଲହୁଲୁହାଣ ହେଲେ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁତୁରା ଓ ଭଣଜାଙ୍କୁ ଆକ୍ରମଣ କରିଥିବା ଯୋଗୁଁ ଅଭିଯୁକ୍ତଙ୍କ ପରିବାର ବର୍ଗଙ୍କୁ ଏ ବିଷୟରେ ଜଣାଇବାକୁ ଯାଇଥିବା ବେଳେ ଅଭିଯୁକ୍ତଙ୍କ ଠେଙ୍ଗା ମାଡ଼ରେ ଲହୁଲୁହାଣ ହୋଇପଡ଼ିଛନ୍ତି ଜଣେ ଯୁବକ । ଏଭଳି ଏକ ଅଭିଯୋଗ ଆସି ବଲାଙ୍ଗିର ଟାଉନ ଥାନାରେ ପହଞ୍ଚିଛି ।
Read More...

ବ୍ଲକସ୍ତରୀୟ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିରର ସଦର ବ୍ଲକସ୍ତରୀୟ ସଭା ସ୍ଥାନୀୟ କର୍ଲାପିଟା ଗ୍ରାମରେ ସତ୍ୟନାରାୟଣ କୁମରା ବ୍ଲକ ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଆଦିବାସୀ ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇ ବାଦ୍ୟର ତାଳେ
Read More...

ବିଶିଷ୍ଟ ସାହିତ୍ୟିକ ଅମୃତଲାଲ୍ ସାହୁଙ୍କର ‘ଅମୃତ ଗ୍ରନ୍ଥାବଳୀ’ ଉନ୍ମୋଚିତ

ବିଜେପୁର, (ପୁସ୍ତମ୍ ଯୁଆଡ଼ି) : ବିଶିଷ୍ଟ ସାହିତ୍ୟିକ, କଥାକାର, କବି ଅମୃତଲାଲ ସାହୁଙ୍କର ସ୍ୱରଚିତ ପଦ୍ୟ ସାହିତ୍ୟ ସଂଗ୍ରହ 'ଅମୃତ ଗ୍ରନ୍ଥାବଳୀ' ବିଜେପୁର ଅନ୍ତର୍ଗତ ପୁଖାମୁଣ୍ଡା ଷଣ୍ଢେଶ୍ଵର ମନ୍ଦିର ପ୍ରାଙ୍ଗଣରେ ନିରାଡ଼ମ୍ବର ଭାବେ ଉନ୍ମୋଚିତ ହୋଇଯାଇଛି । ଏହି ଗ୍ରନ୍ଥାବଳୀକୁ କବି
Read More...

୫୦ତମ ଟିକ୍ରାପଡା ନାମଯଜ୍ଞର କଳସ ଯାତ୍ରା ଓ ଶୋଭାଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଅହୋରାତ୍ର ନାମଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ସମାରୋହ ନଭେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଯାଇଛି । ଏହି ନାମଯଜ୍ଞର ଅଧିବାସ ଓ କଳସ ଯାତ୍ରା ୧୯/୧୧/୨୦୨୩ ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ପ୍ରଭୁ ଶ୍ରୀ ରାଧାମାଧବଙ୍କୁ ସ୍ୱାଗତ କରି ନାମଯଜ୍ଞ
Read More...

ବସ୍ତିବାସିନ୍ଦାଙ୍କୁ ମିଳିଲା ଆଶ୍ରୟ, ସମ୍ମାନର ସହ ବଞ୍ଚିବାର ଅଧିକାର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୩ଟି ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପିତ୧୭୨୨ଟି ଜଣ ହିତାଧିକାରୀ ଘର ପାଇଲେଚନ୍ଦ୍ରଶେଖରପୁର ବୁଦ୍ଧବିହାରରେ ସୁଲଭ ବାସଗୃହ,ସତ୍ୟନଗର ଶାନ୍ତିପଲ୍ଲିରେ ବସ୍ତି ପୂନଃର୍ବିକାଶ ପ୍ରକଳ୍ପ,ଓ ସୁବୁଦ୍ଧିପୁରରେ ସୁଲଭ ବାସଗୃହ ପ୍ରକଳ୍ପ ଭୁବନେଶ୍ୱର : ଭୁବନେଶ୍ୱରର
Read More...

ମୁରିବାହାଲ ବିଜେପି ପକ୍ଷରୁ ୫ ଦଫା ଦାବୀ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ୫ ଦଫା ଦାବୀ ନେଇ ସୋମବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଓଡ଼ିଶା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବ୍ଲକ ବିଡିଓ ପୂର୍ଣ୍ଣାନନ୍ଦ ପଟେଲଙ୍କୁ ୫ ଦଫା ଦାବୀପତ୍ର ପ୍ରଦାନ କରାଯାଇଥିଲା । ମୁରିବହାଲ
Read More...

ଉଦ୍‌ଯାପିତ ହେଲା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୩

ସରକାରଙ୍କ ପ୍ରତ୍ୟେକ ଯୋଜନାର ସୁଫଳ ଚାଷୀଙ୍କୁ ଉପଲବ୍ଧ କରାଇବାକୁ ଅଧିକାରୀଙ୍କୁ ପରାମର୍ଶ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତଥା ଜିଲ୍ଲା ପ୍ରଶାସନ ସୁବର୍ଣପୁର ତରଫରୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ
Read More...

ବନାରସ-ସମ୍ବଲପୁର ଦ୍ୱିସାପ୍ତାହିକ ଏକ୍ସପ୍ରେସ୍‌ର ବିଶାଖାପଟ୍ଟନମ୍‌ ପର୍ଯ୍ୟନ୍ତ ସଂପ୍ରସାରଣର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବନାରସ-ସମ୍ବଲପୁର ଦ୍ୱିସାପ୍ତାହିକ ଏକ୍ସପ୍ରେସ୍‌ର ବିଶାଖାପଟ୍ଟନମ୍‌ ପର୍ଯ୍ୟନ୍ତ ସଂପ୍ରସାରଣର ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ
Read More...

ମୁରିବାହାଲ ବ୍ଲକରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

୧୨୬ଟି ଅଭିଯୋଗ ପଞ୍ଜିକୃତଡ଼ିଗ୍ରୀ ଓ ଯୁକ୍ତ ଦୁଇ ୫ଟି କଲେଜ କାମ ପରିଦର୍ଶନକୃଷି ଯନ୍ତ୍ରପାତି ମେଳା ସଚେତନତା ରଥର ଶୁଭାରମ୍ଭ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ସୋମବାର ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
Read More...