Yearly Archives

2023

ସମ୍ଭାବ୍ୟ ଲଗାଣ ବର୍ଷାକୁ ଭିତ୍ତିକରି ଗଞ୍ଜାମ ଜିଲ୍ଲାପାଳଙ୍କ ଜରୁରୀ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାରେ ପ୍ରବଳବର୍ଷା ହେବାର ସମ୍ଭାବନା ଥିବାବେଳେ ପ୍ରାୟତଃ ୬/ ୭ଦିନ ଧରି ଲଗାଣ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶନିବାର ଏକ ଜରୁରୀ ବୈଠକ ଡକାଇ ବିହିତ ବନ୍ଦୋବସ୍ତ କରାଯିବା ନେଇ
Read More...

ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଦୂଷଣ ତଥା ପଲିଥିନ ମୁକ୍ତ ସ୍ୱଚ୍ଛ ସବୁଜ ପରିବେଶ ଗଠନ, ପରିବେଶ ସୁରକ୍ଷା, ନୂତନ ବନୀକରଣ ଆଦି ଉଦ୍ଦେଶ୍ୟରେ ଦୀର୍ଘଦିନ ଧରି ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟ କରି ଆସୁଥିବା ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ "ସାଥୀ" ଏବଂ ରାଜ୍ୟ ପ୍ରଦୂଷଣ
Read More...

ଛତ୍ରପୁର ବ୍ଲକ୍ ଭିକାରିପଲ୍ଲୀ ଗ୍ରାମରେ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଭିକାରିପଲ୍ଲୀ ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ଓ ଲୋକଙ୍କ ପାଖରେ ସମସ୍ତ ଯୋଜନାମାନ କିଭଳି ପହଞ୍ଚିବ
Read More...

ଗୁରୁଣ୍ଡା ନିକଟରେ ମେକ୍ସ ପିକ୍‌ଅପ୍‌ ଓ ବାଇକ ମୁହାମୁହିଁ ଧକ୍କା : ଯୁବକ ଗୁରୁତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥର ହଳଦୀ- ବଙ୍ଗୋମୁଣ୍ଡା ମଧ୍ୟବର୍ତ୍ତୀ ଗୁରୁଣ୍ଡା ହାଇସ୍କୁଲ ସମ୍ମୁଖ ରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ମେକ୍ସ୍ ପିକ୍ଅପ ଓ ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ବାଇକ୍ ଆରୋହୀ ଗୁରୁତର
Read More...

ଆରମ୍ଭ ହୋଇଛି ସୁନାପୁର ବେଳାଭୂମିରେ ଇକୋ-ରିଟ୍ରିଟ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ସୁନାପୁରର ବିସ୍ତୀର୍ଣ୍ଣ ବେଳାଭୂମିରେ ଗତକାଲିଠାରୁ ଆରମ୍ଭ ହୋଇଛି ବେଳାଭୂମି ଇକୋ-ରିଟ୍ରିଟ୍ ମେଳା । ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଆସୁଅଛି । ବେଳାଭୂମି ପରିସରରେ ଜନ ଅରଣ୍ୟ ସାଂଗକୁ ପ୍ରାକୃତିକ ଓ
Read More...

ଟଙ୍କା ସୁନା ଗହଣା ଲୁଟ୍‌ ଘଟଣାରେ ସିକ୍ୟୁରିଟିମାନଙ୍କୁ ପଚାରା ଉଚରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ୧୦ନମ୍ବର ୱାର୍ଡ ଅଧିନସ୍ଥ ଗ୍ରାସୀମ କମ୍ପାନୀର ଷ୍ଟାଫ କଲୋନୀରେ ଦୀର୍ଘ ଦିନ ହେବ ରହି ଆସୁଥିବା ସନଟେକ କମ୍ପାନୀ ପରିଚାଳକ ହିମାଂଶୁ ମିଶ୍ରଙ୍କ କ୍ୱାଟରରୁ ଲକ୍ଷାଧିକ ଟଙ୍କା ସମେତ ସୁନା ଗହଣା ଲୁଟ୍‌ ହୋଇଥିବା ନେଇ ଗତ ବୁଧବାର
Read More...

ଲେବଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ଗ୍ରାମରେ ଥିବା ପାଟଣେଶ୍ୱରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଶା ସରକାରଙ୍କ ଆଇୱାଇଡିପି ଯୋଜନା ତରଫରୁ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶନିବାର ଉଦ୍‌ଘାଟିତ ହୋଇଯାଇଛି । ଲେବଡା
Read More...

ଝରବାହାଲି ବିଦ୍ୟାଳୟରୁ ଏମ୍‌ଡିଏମ୍‌ ଟଙ୍କା ଆତ୍ମସାତ ଓ କାର୍ଯ୍ୟରେ ଅବହେଳା ଅଭିଯୋଗ ଘଟଣାରେ : ପ୍ରଧାନ ଶିକ୍ଷକ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ପ୍ରକଳ୍ପ ଉଚ୍ଚ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧ୍ୟାହ୍ନ ଭୋଜନ ବାବଦରେ ୧ ଲକ୍ଷ ଟଙ୍କା ଉଠାଣ କରି ଆତ୍ମସାତ କରିବା ଓ କାର୍ଯ୍ୟରେ ଅବହେଳା କରି ଆସୁଥିବା ନେଇ
Read More...

ଘରେ ପଶିଲା ଜଙ୍ଗଲି ଭାଲୁ

କଳାହାଣ୍ଡି : ଧର୍ମଗଡ ବ୍ଲକ ବଡଘୁମର ଗାଁ ଚାଉଲିଆ ପଡ଼ାରେ ଭାଲୁ ଆତଙ୍କ । ଗତକାଲି ଗାଁର ମେହେରପଡ଼ାରେ ଜଣଙ୍କ ଘରେ ଭାଲୁ ପଶି ଯାଇଥିବା ବେଳେ ଆଜି ପୁଣି ଗାଁ ମୁହାଁ ହେଲା ଭାଲୁ । ସ୍ଥାନୀୟ କୁମୁଡି ଡଙ୍ଗରରୁ ଭାଲୁ ଆସିଥିବା ସୂଚନା ମିଳିଛି । ସେହି ଡଙ୍ଗରରେ ୧୦ ଟିକିଆ ଭାଲୁ ପଲ ଥିବା
Read More...

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା : ସରନା ଯୁବକ ସଂଘ ତରଫରୁ ମେଳି ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଦ୍ବିତୀୟ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ସରନା ଯୁବକ ସଂଘ ତରଫରୁ କମ୍ପାନୀ ପକ୍ଷରୁ କିପରି ଜମି ହଡପ୍‌ ଓ ଏହା ବିରୁଦ୍ଧରେ ଜନମତ ଉପରେ ଆଧାରିତ ନାଟକ ମେଳି ମଞ୍ଚସ୍ଥ ହୋଇଥିବା ବେଳେ
Read More...