Yearly Archives

2023

ଜଳନ୍ଧର ମହାବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୂଜା ଜଳନ୍ଧର ମହାବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ
Read More...

ମାରାଥନ୍ ସ୍ୱାସ୍ଥ୍ୟ ଜୀବନ ପାଇଁ ଏକ ଅନୁକୂଳ ରାସ୍ତା

ସମ୍ବଲପୁର, (କେପିଏନ୍‌ଏସ୍‌) : ମାରାଥନ୍ ହେଉଛି ଏକ ବ୍ୟାୟାମ ଯାହା ଦୀର୍ଘସ୍ଥାୟୀ, ସହନାଶୀଳତା, ଆତ୍ମବିଶ୍ୱାସ ଏବଂ ଏକ ସୁସ୍ଥ ଜୀବନ ପାଇଁ ଏକ ବଡ଼ ପଦକ୍ଷେପ । ମାରାଥନ୍ ଶାରୀରିକ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରେ ନାହିଁ, ବରଂ ଏହା ଏକ ନୂତନ ଚିନ୍ତାଧାରା ଏବଂ ସକରାତ୍ମକ ଜୀବନ
Read More...

ସାଲେଭଟା ଅଭିମୁଖେ ଓବିସି ଜନଜାଗରଣ ଯାତ୍ରା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଆଜି ଓବିସି ଜନ ଜାଗରଣ ଯାତ୍ରା ଡୁଙ୍ଗୁରିପାଲି, ସୁବର୍ଣ୍ଣପୁରରେ ପ୍ରେସ ମିଟ୍‌ କଲାପରେ ଯାତ୍ରା ବଲାଙ୍ଗିର ଜିଲ୍ଲାର ସାଲେଭଟା ଅଭିମୁଖେ ବାହାରି ଥିଲା । ସେଠାରେ ଆନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଆଗଲପୁର ବ୍ଳକ
Read More...

ଜୁନିଅର ରେଡ୍‌କ୍ରସ୍‌ ସଚେତନତା ଶିବିର

ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ କମସରା ଉଚ୍ଚ ବିଦ୍ୟାଳୟଠାରେ ତରଭା ବ୍ଲକସ୍ତରୀୟ ଏକଦିବସୀୟ ଜୁନିଅର୍‌ ରେଡ୍‌କ୍ରସ୍‌ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । କମସରା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଜ୍ଞା ପରମିତା ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ
Read More...

ନରସିଂହ ଓ ସମରେନ୍ଦ୍ରଙ୍କ ବଲାଙ୍ଗିର ବ୍ଲକ ଗସ୍ତ : ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍‌ଘାଟନ

ଆଦିବାସୀ ଓ ଚାଷୀ ବିରୋଧି ସରକାରଙ୍କ ବିରୁଦ୍ଧରେ ନରସିଂହଙ୍କ ହୁଙ୍କାର ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଓ ସମରେନ୍ଦ୍ର ମିଶ୍ର ବଲାଙ୍ଗିର ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ମିଶ୍ର
Read More...

ବାବା ସାହେବ ଆମ୍ବେଦକରଙ୍କର ମହାପରି ନିର୍ବାଣ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆମ୍ବେଦକର ୱାରିଅରର ତରଫରୁ ପଦ୍ମପୁର ବ୍ଲକ ଅନ୍ତର୍ଗତ ପଲଶାପାଲି ପଂଚାୟତର ସମାରପାଲି ଗ୍ରାମର ଗହଳ ମହାନନ୍ଦଙ୍କ ଅଧକ୍ଷତାରେ ଡ଼ ଭୀମ ରାଓ ଆମ୍ବେଦକରଙ୍କ ମହାପରି ନିର୍ବାଣ ଦିବସ ପାଳନ କରା ଯାଇଥିଲା । ପ୍ରଥମେ ବାବା ସାହେବଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ
Read More...

ନିଶା ସେବନ ବିରୋଧରେ ଜନ ସଚେତନତା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ମିଳିତ ସହଯୋଗରେ ନୂଆ ଓଡ଼ିଶା, ନବୀନ ଓଡ଼ିଶା ତରଫରୁ ସାମାଜିକ ସମ୍ମେଳନ କାର୍ଯ୍ୟକ୍ରମ ଜରିଆରେ ନିଶା ସେବନ ବିରୁଦ୍ଧରେ ଜନ ସଚେତନତା ଶିବିର ସେକ୍ଟର ୬ ସ୍ଥିତ ଜଗନ୍ନାଥ
Read More...

ମ୍ୟୁନିସିପାଲ ମହାବିଦ୍ୟାଳୟରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମ୍ୟୁନିସିପାଲ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସଦସ୍ୟା ଅଧ୍ୟାପିକା ପ୍ରିୟଙ୍କା
Read More...

ପଦ୍ମପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମର ସାଂସ୍କୃତିକ ବିଭାଗର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ରାଣୀ ନାଥଙ୍କ ସଭାପତିତ୍ଵରେ ଉଦ୍‌ଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା
Read More...

ଆସନ୍ତାକାଲି ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ୧୨ ଘଣ୍ଟିଆ ବନ୍ଦ ଡାକରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ସର୍ବ ବୃହତ ସବ୍‌ଡିଭିଜନ୍‌ ହେଉଛି ଟିଟିଲାଗଡ଼ । ଦୀର୍ଘ ତିରିଶ ବର୍ଷ ହେଲା ଟିଟିଲାଗଡ଼କୁ ଜିଲ୍ଲା ଘୋଷଣା କରାଯାଉ ବୋଲି ଦାବି କରାଯାଉଛି । ଗୁଲମି ଗ୍ରାମର ଯୁବକ ରଞ୍ଜନ ଖୁଆସ ଟିଟିଲାଗଡ଼ରୁ ଭୁବନେଶ୍ୱରକୁ ଚାଲି ଚାଲି ଯାଇ
Read More...