ଜଏଁତରା ନୂଆଁପଡ଼ା ଗ୍ରାମରେ ମହିଳା ବିକୁଛନ୍ତି ବେଆଇନ ମଦ : ଦୁଇ ମହିଳାଙ୍କ ବିରୁଦ୍ଧରେ ଗ୍ରାମବାସୀ ଥାନାର ଦ୍ୱାରସ୍ଥ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଉପାନ୍ତ ଚଲ୍କି ପଞ୍ଚାୟତ ଜଏଁତରା (ନୂଆଁପଡ଼ା)ଗ୍ରାମରେ ଗ୍ରାମବାସୀଙ୍କ ନିଷ୍ପତ୍ତି ବିରୁଦ୍ଧରେ ଯାଇ ଦୁଇଜଣ ମହିଳା ବେଆଇନ୍ ମଦ ବିକ୍ରି କରୁଥିବାରୁ ଏହାକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ଗୁରୁବାର ମୁରିବାହାଲ!-->…
Read More...
Read More...