Daily Archives

ଭବାନୀପାଟଣା ଆକାଶବାଣୀ କେନ୍ଦ୍ରର ୩୦ତମ ପ୍ରସ୍ତାପନ ଦିବସ ପାଳନ

କଳାହାଣ୍ଡି, (ପି.କେ ସାହୁ) : ଭବାନୀପାଟଣା ଆକାଶବାଣୀ କେନ୍ଦ୍ରର ୩୦ତମ ପ୍ରସ୍ଥାପନ ଦିବସ ଆଜି ପାଳନ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଯୋଗଦେଇ ଆଗାମୀ ଦିନରେ ଆକାଶବାଣୀକୁ ଆହୁରି ଲୋକାଭିମୁଖୀ କରିବା ପାଇଁ
Read More...

ଖାଦ୍ୟ ନିରାପତ୍ତା ଉପରେ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ୱାନ ଅଧ୍ୟକ୍ଷତାରେ ଖାଦ୍ୟ ନିରାପତ୍ତା ଉପରେ ଏକ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି (ଊଖଇଉ) ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିଡିଏମ୍‌ଓ ଡ. ସୁଚେତା ପାଣି ,
Read More...

ସିରୋଲ ଗାଁରେ ଯୁବ ବିଜେଡିର ବନ୍ଧୁମିଳନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ ଖେଳ ପଡିଆଠାରେ ଅନୁଷ୍ଠିତ ଯୁବ ବିଜେଡି ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ୬ଟି ଗାଁର ଶହ ଶହ ଯୁବକମାନେ
Read More...

ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିନାୟକ ମିଶ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପ-ଜିଳ୍ଳାପାଳଙ୍କ କାର୍ଯ୍ୟାଳୟରେ ଆଜି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିନାୟକ ମିଶ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଉପ-ଜିଳ୍ଳାପାଳ ଆଲୋକ କୁମାର ପଟେଲଙ୍କ ଆବାହକତ୍ୱରେ ସହକାରୀ ଜିଲ୍ଲାପାଳ ସନ୍ତୋଷ ପତି, ସହକାରୀ ଜିଲ୍ଲାପାଳ
Read More...

ସମନ୍ଵୟ ଯୁବ ବିକାଶ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପଦ୍ମପୁର ତରଫରୁ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସାମାଜିକ ବିଭାଗ, ଛାତ୍ରୀମାନଙ୍କ ଦ୍ଵାରା ନିକଟସ୍ଥ ବିଜାଡ଼ିହି ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ କରଯାଇଥିଲା । ସୁସ୍ଥ ଜୀବନ ଯାପନକୁ
Read More...

ଜନକଲ୍ୟାଣ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡାସ୍ଥିତ ପ୍ରହରିଛକ ନିକଟସ୍ଥ ଦୁର୍ଗା ଚରଣ ସାହୁଙ୍କ ବାସଭବନରେ ଜନକଲ୍ୟାଣ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ଜୟରାମ ମିଶ୍ର ତଥା ଅବସରପ୍ରାପ୍ତ କୃଷି ଅଧିକାରୀ କେଶବ ଚରଣ ମିଶ୍ର ଏହାକୁ ଉଦ୍‌ଘାଟନ କରିଥିଲେ ।
Read More...

ତେନ୍ତୁଳିଖୁଣ୍ଟି ଗ୍ରାମରେ ଯୁବ ବିଜୁ ଜନତା ଦଳର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲ ବ୍ଲକ ଅଧିନସ୍ଥ ସିରୋଲ, ବଡ ତେନ୍ତୁଳିଖୁଣ୍ଟି, ମାଲିସିରା ସହ ଅନ୍ୟ କେତେକ ପଞ୍ଚାୟତର ଯୁବ ବିଜୁ ଜନତା ଦଳର ସକ୍ରିୟ କର୍ମକର୍ତ୍ତାଙ୍କ ନେତୃତ୍ୱରେ ଏକ ବିରାଟ ଯୁବ ବନ୍ଧୁ
Read More...

ବିରାଜିବେ ପ୍ରଭୁ ଶ୍ରୀ ରାମ : ଅକ୍ଷତ କଳସ ପାଇଁ ବ୍ୟାପକ ପ୍ରସ୍ତୁତି

ଜୟପାଟଣା, (ଶେଷଦେବ ବେହେରା) : ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଙ୍କ ଅଯୋଧ୍ୟାରେ ଭବ୍ୟ ମନ୍ଦିର ଓ ପ୍ରଭୁଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ ସମଗ୍ର ବିଶ୍ଵର ସନାତନିଙ୍କ ମନରେ ପ୍ରବଳ ଆଗ୍ରହ ଓ ଉତ୍କଣ୍ଠା ଭରି ରହି ଥିବା ବେଳେ ଆଜି ଜୟପାଟଣା ସହରର ସିଦ୍ଧି ବିନାୟକ ମନ୍ଦିର ପରିସରରେ
Read More...

ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ନବୀନ ନିବାସ ଗସ୍ତ : ହାଇକୋର୍ଟ ଯିବାକୁ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦୀର୍ଘ ଏକତିରିଶ ବର୍ଷର ଦାବୀ ହେଉଛି ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବୀ । ଏହି ଦାବୀ ପୂରଣ ପାଇଁ ବର୍ଷ ବର୍ଷ ଧରି ଆନ୍ଦୋଳନ କରି ଆସୁଛନ୍ତି ଜିଲ୍ଲା ପ୍ରେମୀ । ପୁଣି ଥରେ ଅନିଶ୍ଚିତତା ଘେରକୁ ଠେଲି ହେଲା ଟିଟିଲାଗଡ ଜିଲ୍ଲା ଦାବୀ । ଆଜି ଟିଟିଲାଗଡ
Read More...

ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୪ ଉନ୍ମୋଚନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ହେଉଛି ସରକାରଙ୍କ ଉଦ୍ଦେଶ୍ୟ, ଯାହାକି ଭାରତକୁ ଦୁର୍ବଳ ପାଞ୍ଚରୁ ଶ୍ରେଷ୍ଠ ୫ଅର୍ଥନୀତିକୁ ନେଇ ପାରିଛି : ଅନୁରାଗ ଠାକୁରବିଶ୍ୱ ଆଜି ଭାରତକୁ ଆଶାର ଦୃଷ୍ଟିରେ ଦେଖୁଛି : ଶ୍ରୀ ଠାକୁର ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି "ଆମ
Read More...