Daily Archives

ଇଟାଭାଟି କାନ୍ଥ ପଡ଼ି ୫ ମୃତ : ୩ ଗୁରୁତର

ରୁଡ୍‌କୀ : ଉତ୍ତରାଖଣ୍ଡ ରୁଡ୍‌କୀରେ ମର୍ମନ୍ତୁଦ ଦୁର୍ଘଟଣା । ଇଟାଭାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ୫ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସେହିପରି ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଅଭାବନୀୟ ଘଟଣା ଆଜି ମଙ୍ଗଲୋର କୌତୱାଲିର ଲହବୋଲି ଗାଁରେ ଘଟିଛି । ଇଟାଭାଟି କାନ୍ଥ ଭାଙ୍ଗିଯିବାରୁ ଏହା
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ବାଣିଜ୍ୟ ବିଭାଗରେ ନୂଆ ଓଡିଶା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଉପଖଣ୍ଡସ୍ତରୀୟ ନୂଆ ଓଡିଶା ସାଂସ୍କୃତିକ କାର୍ଯ୍ୟକ୍ରମ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ବାଣିଜ୍ୟ ବିଭାଗ ସମ୍ମୁଖସ୍ଥ ପଡ଼ିଆଠାରେ ଆଜି ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟିତ ଏହି
Read More...

ବୋମାମାଡ଼ କରି ଦୁର୍ବୃତ୍ତ ଫେରାର

ବ୍ରହ୍ମପୁର : ବ୍ରହ୍ମପୁରରେ ବୋମାମାଡ଼ । ଅନନ୍ତନଗର ସପ୍ତମ ଲାଇନ୍‌ରେ ରହୁଥିବା ଜଣେ ଯୁବକଙ୍କ ଘର ଉପରକୁ ହୋଇଛି ବୋମାମାଡ଼ । ଏହି ବୋମାମାଡ଼ରେ କୌଣସି ବ୍ୟକ୍ତି ଆହତ ହୋଇନଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଅନନ୍ତନଗର ସପ୍ତମ ଲାଇନ୍‌ରେ ଜଣେ ଯୁବକ
Read More...

ପୂଜ୍ୟପୂଜା ସେବା ସଂଗଠନର ବାର୍ଷିକ ବନ୍ଧୁମିଳନ ଓ ଶୀତ କବିତା ଆସର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସାମାଜିକ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନର ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ବିଷ୍ଣୁମୁଣ୍ଡାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଆଇନଜୀବି ଜୟରାମ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଆରମ୍ଭରେ ଆକାଶବାଣୀ
Read More...

ଭଣଜାଙ୍କ ଆକ୍ରମଣରେ ମାମୁଁ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଜଡାମୁଣ୍ଡା ଗାଁର ରାଜୁ ଝାଙ୍କର(୪୦) କିଛି ଯୁକ୍ତିତର୍କକୁ ନେଇ ନିଜ ଭଣଜାଙ୍କ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ସେହି ଗାଁରେ ଦୁଇ ଜଣ ଲୋକ ଯୁକ୍ତିତର୍କ କରୁଥିଲେ । ତାର ସମାଧାନ କରିବା
Read More...

ପଟୁଆପାଲିରେ ସିଲ୍‌ଭର୍‌ ଜୁବ୍‌ଲି କ୍ରିକେଟ କପ୍‌ ଉଦ୍‌ଘାଟିତ

ସାଲେଭଟା, (କେପିଏନ୍‌ଏସ୍‌) : ସୁରେନ୍ଦ୍ର ସାଏ ସ୍ପୋର୍ଟସ୍‌ ପଟୁଆପାଲି ଆନୁକୁଲ୍ୟରେ ୨୫ତମ ମଧୁସୂଦନ ମେମୋରିଆଲ ସିଲ୍‌ଭର୍‌ ଜୁବ୍‌ଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ସରପଞ୍ଚ ପଟୁଆପାଲି ରବିଚନ୍ଦ୍ର ବସ୍ତିଆ ଓ ଉଦ୍ୟୋକ୍ତା ଦଶରଥ
Read More...

କର୍ଲାମୁଣ୍ଡା ହାଇସ୍କୁଲର ୨୦୦୪ ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

କଳାହାଣ୍ଡି, (ନରୋତ୍ତମ ସେଲମା ) : କର୍ଲାମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ୨୦୦୪ ମାଟ୍ରିକ୍‌ ବ୍ୟାଚ୍‌ର ବନ୍ଧୁ ମିଳନ ଧବଳେଶ୍ୱର ଶିବ ମନ୍ଦିର ଵେଳଖଣ୍ଡିଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ
Read More...

ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବାଇକ୍‌ ଆରୋହୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଇକ୍‌ରେ ଆସୁଥିବା ବେଳେ ଜଣେ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ସୋନପୁର ନିବାସୀ ସମୀର ପଟ୍ଟନାୟକ(୩୦) ସୋନପୁରରୁ କନ୍‌ସରାକୁ କୌଣସି କାମରେ ଆସୁଥିବା
Read More...

ବାଇକ୍‌ରେ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଯୁବକ ହସ୍‌ପିଟାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଇକ୍‌ରେ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଯୁବକ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଝାର୍‌ ତରଭାରୁ ଅଚିନ୍ତା ନାୟକ(୪୦) ବାଇକ୍‌ ଯୋଗେ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ
Read More...

ସକଟେଶ୍ଵର ଶୈବପୀଠରେ ୨୪ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ହୁମ୍ମା ପଞ୍ଚାୟତ ଅନ୍ତର୍ଗତ ଗଡ଼ ହୁମ୍ମା ସ୍ଥିତ ସକଟେଶ୍ଵର ଶୈବପୀଠରେ ୨୪ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ନୂତନ ବସ୍ତ୍ର ପରିଧାନ ପୂର୍ବକ ଗଞ୍ଜାମ
Read More...