Daily Archives

ରାଜ ବୈଦ୍ୟ ପରିବାରର ସାହିତ୍ୟ ସମ୍ରାଟ ଉପାଧି ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୌରୀ ଶଙ୍କର ରାୟ ଟାଉନ୍ ହଲ୍‌ କଟକ"ଠାରେ ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ସର୍ବୋଚ୍ଚ ସମ୍ମାନ ଓଡ଼ିଆ ଭାଷା ସାହିତ୍ୟର ସର୍ବ ବୃହତ୍ ସାହିତ୍ୟ ସଙ୍କଳନ "ମନସ୍ୱିନୀ"ର ପ୍ରାଣ ପ୍ରତିଷ୍ଠାତା ମୁଖ୍ୟ ସମ୍ପାଦକ କବି ସାରଥି ଡ. ଗିରିଜା ଶଙ୍କର ଶ୍ରୀ
Read More...

ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଜନ୍ମୋତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଣ୍ଡିଆ ଗ୍ରାମର ଗୋପୀନାଥ ମନ୍ଦିର ବଡ଼ଦାଣ୍ଡ ଉପରେ ଠାକୁର ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଜନ୍ମୋତ୍ସବ ବର୍ଣ୍ଣାଢ଼୍ୟ ସାମାରୋହରେ ସୋମବାର ପାଳିତ ହୋଇଯାଇଛି । ବିଭିନ୍ନ ମାଙ୍ଗଳିକ
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ) : ଭାରତରତ୍ନ ଏବଂ ଭାରତ ବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି ଓ ସୁଶାସନ ଦିବସ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ରାମଚନ୍ଦ୍ରପୁର ଏବଂ ଡୁମେରପିଟା ପଂଚାୟତରେ ବିଶିଷ୍ଟ ବିଜେପି ନେତା ଗୋପାଲଜି ପାଣିଗ୍ରାହୀଙ୍କ
Read More...

ପ୍ରାଧ୍ୟାପକ ରଂଜନ କୁମାର ପାଣିଗ୍ରାହୀ ସମ୍ବର୍ଦ୍ଧିତ

କଟକ : ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଅକାଡେମୀ (କଟକ), ଅଗ୍ନିସ୍ପୁଲିଙ୍ଗ(ରାଉରକେଲା), ଓଡ଼ିଶା ପୂଜ୍ୟପୂଜା ପରିଷଦ(କଟକ), ଚିନ୍ମୟ ସାହିତ୍ୟ ସାଂସଦ(କଟକ)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ୪୭ତମ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହରେ ପ୍ରାଧ୍ୟାପକ ରଂଜନ କୁମାର ପାଣିଗ୍ରାହୀଙ୍କୁ "ରାଜ୍ୟସ୍ତରୀୟ
Read More...

ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜୟପାଟଣା, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଜୟପାଟଣା ପରିସରରେ ୩୭ତମ ବାର୍ଷିକ ଉତ୍ସବ ଡିସେମ୍ବର ୨୩ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିର ଜୟପାଟଣା ପରିଚାଳନା ସମିତିର ସଭାପତି ସୁବାଷ ଚନ୍ଦ୍ର ମୁଣ୍ଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ସାଂସଦ
Read More...

ରକ୍ତ ସଂଗ୍ରହର ବ୍ରତୀ ବିଙ୍ଗ ହ୍ୟୁମେନ ଫାଉଣ୍ଡେସନ : ୭୦ ୟୁନିଟ ସଂଗୃହୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନସଂଖ୍ୟା ଦୃଷ୍ଟିରୁ ରକ୍ତର ଅଭାବ ସବୁବେଳେ ରହିଛି । ଗରିବ, ଅସହାୟ, ଦୁଃଖୀ, ଦରିଦ୍ର, ପ୍ରସୂତି ମହିଳା ଓ ଶିଶୁ ତଥା ଦୁର୍ଘଟଣାଗ୍ରସ୍ତଙ୍କ ଜରୁରୀ ସମୟରେ ରକ୍ତର ଆବଶ୍ୟକ ପଡ଼ୁଥିବା ବେଳେ ରକ୍ତ ଅଭାବରୁ ଲୋକେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ରକ୍ତ ଅଭାବକୁ
Read More...

ଭଦ୍ରା ପଞ୍ଚାୟତରେ ପିଡିଏସ୍‌ ଚାଉଳ ଆତ୍ମସାତ ଘଟଣାରେ ପିଇଓଙ୍କୁ କୋର୍ଟ ଚାଲାଣ : ଯୋଗାଣ ସହାୟକ ଫେରାର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା ପଞ୍ଚାୟତ ଚାଉଳ ଆତ୍ମସାତ ଘଟଣାରେ ଭଦ୍ରା ପଞ୍ଚାୟତର ତତ୍‌କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରିୟ ସାହୁ(୪୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର, ନଭେମ୍ୱର, ଡିସେମ୍ବର
Read More...

ବୀରମୁଣ୍ଡା ରବି ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

ରୋମାଞ୍ଚକର ଫାଇନାଲରେ ପୁଇଁତଲାକୁ ହରାଇ ଖମାରମୁଣ୍ଡା ଚାମ୍ପିୟନ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକସ୍ଥିତ ବୀରମୁଣ୍ଡା ଗାଁରେ ରବି ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ତିନି ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ସର୍ବମୋଟ
Read More...

ବ୍ଲକସ୍ତରୀୟ ନୂଆ ଓ ଯୁବ ଓଡିଶା କ୍ରୀଡା ଉତ୍ସବ ଉଦ୍‌ଯାପିତ : ସାଂସ୍କୃତିକ ପରିବେଷଣରେ ଦୁଲୁକିଲା ମଞ୍ଚ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିୟମ ପରିସରରେ ନୂଆ ଓ - ଯୁବ ଓଡ଼ିଶା ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମେ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୀପ ପ୍ରଜ୍ଜଳନ କରିଥିଲେ । ଏହି
Read More...

ଅଟଳ କପ୍‌ -୨୦୨୩

ପ୍ରୋଗ୍ରେସିଭ୍‌ କ୍ଲବ ବଲାଙ୍ଗିରକୁ ହରାଇ ରଏ ସ୍ପୋର୍ଟସ ବଲାଙ୍ଗିର ଚାମ୍ପିୟନ୍‌ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ହାଇସ୍କୁଲ ଖେଳ ପଡିଆଠାରେ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପବିତ୍ର ଜନ୍ନଦିନରେ ପ୍ରଥମ ବାର୍ଷିକ ଏକ ଦିବସୀୟ ଅଟଳ
Read More...