Daily Archives

ଅଯୋଧ୍ୟାର ଅକ୍ଷତ କଳସ ବଲାଙ୍ଗିର ନଗରରେ ବିତରଣ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ପୂଜିତ ଅକ୍ଷତ କଳସ ଆଜି ବଲାଙ୍ଗିର ନଗରରେ ବିଭିନ୍ନ ପଡାକୁ ସ୍ଥାନୀୟ ରାଧାରାଣୀପଡାସ୍ଥିତ ରାଧାକୃଷ୍ଣ ମନ୍ଦିରରେ ହୋମଯଜ୍ଞ ପୂଜନ ସହିତ ବଣ୍ଟନ କରାଗଲା । ଏହି କାର୍ଯ୍ୟକ୍ରମରେ ଖଲିଆପାଲି, ରାଧାରାଣୀପଡା, ବଜରଙ୍ଗ ନଗର,
Read More...

ସର୍ଗୁଲ ଗ୍ରାମରେ ଫସଲ ଖାଇଦେବାରୁ ଗାଈ ଚରାଳି କାଳିଆ କଳେତଙ୍କୁ ପିଟିପିଟି ହତ୍ୟା

ଗ୍ରାମର ୬୫ ବର୍ଷୀୟ ବୃଦ୍ଧ କୁଲୁତ ଭୋଇ(ବୁଡୁ) କୋର୍ଟ ଚାଲାଣପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଇଚ୍ଛାପଡ଼ା ପଞ୍ଚାୟତ ସର୍ଗୁଲ ଗ୍ରାମରେ ଗତକାଲି ଅପରାହ୍ନରେ ଅଭାବନୀୟ ଘଟଣାକ୍ରମରେ ଏକ ହତ୍ୟାକାଣ୍ଡ
Read More...

ବେଲପଦର ଗ୍ରାମରେ ୫ମ ସ୍ୱାମୀ ବିବେକାନନ୍ଦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ସର୍ଗିପଡ଼ାକୁ ହରାଇ ଆୟୋଜକ ବେଲପଦର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆଜି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ ବେଲପଦର ଗ୍ରାମଠାରେ ପଞ୍ଚମ ବର୍ଷ ସ୍ୱାମୀ ବିବେକାନନ୍ଦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚ୍‌ ବେଲପଦର କ୍ରିକେଟ ଦଳ ବିପକ୍ଷରେ ସର୍ଗିପଡା କ୍ରିକେଟ ଦଳ ମଧ୍ୟରେ
Read More...

ଯୁବକଙ୍କଠାରୁ ମୋବାଇଲ୍‌ ଫୋନ୍‌ ଲୁଟିନେଲେ ଦୁର୍ବୃତ୍ତମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଲୱେ ଷ୍ଟେସନ୍‌ ନିକଟ ଉଦୟନଗରରେ ଥିବା ପୋଖରୀ ପାଖରୁ କାମରୁ ଫେରୁଥିବା ଯୁବକଙ୍କଠାରୁ ମୋବାଇଲ୍‌ ଫୋନ୍‌ ଲୁଟିନେଲେ ଦୁର୍ବୃତ୍ତମାନେ । ଏଭଳି ଏକ ଅଭିଯୋଗ ଆଜି ସଂଧ୍ୟାରେ ବଲାଙ୍ଗିର ଟାଉନ୍‌ ଥାନାରେ ପହଂଚିଛି । ଅଭିଯୋଗ ଅନୁସାରେ ବେହେରାପାଲିର
Read More...

ବଲାଙ୍ଗିର ଗାନ୍ଧୀନଗରପଡ଼ାରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭର୍‌ଙ୍କୁ କୋର୍ଟ ଚାଲାଣ କଲା ବଲାଙ୍ଗିର ଟାଉନ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀନଗରପଡ଼ାରେ ଗତକାଲି ସଂଧ୍ୟାରେ ଦୁର୍ଘଟଣା ଘଟାଇଥିବା ୧୬ ଚକିଆ ଟ୍ରକ୍‌ ଡ୍ରାଇଭରଙ୍କୁ ଆଜି କୋର୍ଟ ଚାଲାଣ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟାରେ ବଲାଙ୍ଗିର ଗାନ୍ଧୀନଗରପଡ଼ାରେ ୧୬ ଚକିଆ ଚାଉଳ ବୋଝେଇ
Read More...

ଆଶୁକବି ହେମନ୍ତ ଦାଶ ପାଇଲେ ରାଜ୍ୟସ୍ତରୀୟ ଚିନ୍ମୟ ସାରସ୍ଵତ ସମ୍ମାନ -୨୦୨୪

ତୁଷୁରା, (କେପିଏନ୍‌ଏସ୍‌) : ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକ ପୂଜ୍ୟପୂଜା ପରିଷଦ କଟକ, ଅଗ୍ନିସ୍ଫୁଲିଙ୍ଗ ରାଉରକେଲା ଓ ଚିନ୍ମୟ ସାହିତ୍ୟ ସଂସଦ କଟକର ମିଳିତ ଆନୁକୂଲ୍ୟରେ କର୍ମବୀର ଗୌରୀଶଙ୍କର ଟାଉନ୍‌ହଲ୍‌ କଟକଠାରେ ରବିବାର ଅନୁଷ୍ଠିତ ୪୭ତମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହରେ
Read More...

ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରାକୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିନେ କଳାକାର ମନୋଜ ମିଶ୍ର ତଥା ପଶ୍ଚିମ ଓଡିଶା ପିପୁଲ ଫୋରମର ଆବାହକ ସପନ ମିଶ୍ରଙ୍କ ନେତୃତ୍ୱରେ ଗତ ୨୨ ତାରିଖରୁ ନୃସିଂହନାଥଠାରୁ ଆରମ୍ଭ ହୋଇଥବା ଭାଷା, ସଂସ୍କୃତି ସ୍ୱାଭିମାନ ଯାତ୍ରାକୁ ଆଜି ବଲାଙ୍ଗିରର ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ସଂଗଠନ ତରଫରୁ
Read More...

କୁମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଦୁଇ ଏସ୍‌ଓଜି ଯବାନ ଗୁରୁତର

ବାଲିଗୁଡା : (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କିଛି ଦିନର ନୀରବତା ପରେ ପୁଣି ପୁଲିସ - ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । କୁମ୍ବିଂ ଅପରେସନ ବେଳେ ଘଟିଛି ଅଘଟଣ । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ହୋଇଛନ୍ତି ଦୁଇ ଏସ୍‌ଓଜି ଯବାନ । ଏପରି ଏକ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା
Read More...

ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଗଡମୋଟରୀ ପଞ୍ଚାୟତ ଅନ୍ତର୍ଗତ ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ପ୍ରାଙ୍ଗଣରେ ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାଶଙ୍କ ତତ୍ୱାବଧାନରେ ସଂସଦର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
Read More...

କୋଚ୍‌ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ବଲାଙ୍ଗିର ଏଫ୍‌ସି ଚମ୍ପିୟାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ପୋର୍ଟସ୍‌ ହଷ୍ଟେଲ ବଲାଙ୍ଗିର ଓ ଜଗନ୍ନାଥ ସ୍ପୋଟିଂ ଖଲିଆପାଲିର ମିଳିତ ଆନୁକୁଲ୍ୟରେ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମରେ ଚାଲିଥିବା କୋଚ୍‌ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବଲାଙ୍ଗିର ଏଫ୍‌ସି ୨-୧ ଗୋଲରେ ବୌଦ୍ଧ
Read More...