Daily Archives

ଏଟିଏମ୍‌ ଲୁଟେରାଙ୍କୁ ନେଇ ସିନ୍‌ ରିକ୍ରିଏସନ୍‌ କଲା ପାଟଣାଗଡ଼ ପୋଲିସ

ପାଟଣାଗଡ଼, (ଅଶୋକ କୁମାର ବାଗ) : କେମିତି ଆସିଲେ, କେଉଁ କେଉଁ ସ୍ଥାନରୁ ଲୁଟ୍‌ କରିବାରେ ବ୍ୟବହାର ସାମଗ୍ରୀ ସଂଗ୍ରହ କଲେ, କିଭଳି ଭାବରେ କାଟିଲେ ଏଟିଏମ୍‌, ଏସବୁ ବାବଦରେ ଆଜି ପୋଲିସ ଆଗରେ ଟିକିନିକି ବଖାଣିଛନ୍ତି ଅଭିଯୁକ୍ତମାନେ । ବହୁ ଚର୍ଚ୍ଚିତ ପାଟଣାଗଡ଼ ଥାନା ସରମୁହାଣ ଏସ୍‌ବିଆଇ
Read More...

ଟ୍ରେନ୍ ଲାଇନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱର କଳାରାହାଙ୍ଗ ନିକଟ ଟ୍ରେନ୍ ଲାଇନ୍‌ରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର କଳାରାହାଙ୍ଗ ଟ୍ରେନ୍ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ଯୁବକ ଜଣଙ୍କ କୁନା ମହାରଣା ବୋଲି ଜଣାପଡିଛି । ତାଙ୍କ ଘର ଶିଖରଚଣ୍ଡୀ ନିକଟରେ ।
Read More...

ହାଇୱାକୁ ପିିଟିଲା ହାଇୱା

ଆଠମଲ୍ଲିକ : ବିଳମ୍ବିତ ରାତ୍ରିରେ ବାଲି ଚାଲାଣ ବେଳେ ଘଟିଲା ଦୁର୍ଘଟଣା । ଜଳିଗଲା ଦୁଇ ବାଲି ବୋଝଇ ହାଇୱା । ଦୁଇ ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଖବର ଅନୁଯାୟୀ, ଶୁକ୍ରବାର ରାତି ୧୨ଟାରେ ମହାନଦୀରୁ ବାଲି ବୋଝେଇ କରି ଦୁଇ ହାଇୱା ଆଠମଲ୍ଲିକ ଅଭିମୁଖେ ଆସୁଥିଲେ । ଏହି
Read More...

ନୀଳଚକ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଖଡ଼ିଆଳ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ନିକଟରେ ଥିବା କୁରସୁଡ଼ ଗାଁରେ ଚାଲିଥିବା ନୀଳଚକ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ସଞ୍ଜୀବ କୁମାର ଜୈନ, ମନୋଜ କୁମାର ଜୈନ, ନିମାଇଁ ବେହେରା ପ୍ରମୁଖ
Read More...

ବଲାଙ୍ଗିର ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକୋତ୍ସବ

ପ୍ରତିଯୋଗିତା ବଦଳରେ ସହଭାଗିତା ଛାତ୍ରଛାତ୍ରୀଙ୍କୁ ଉନ୍ନତ କରିଥାଏ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ (୨)ର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଗଣେଶ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ
Read More...

ନନ୍ଦନକାନନରେ ନୂଆ ଅତିଥି

ବାରଙ୍ଗ : ନନ୍ଦନାକନନ ପ୍ରାଣୀ ଉଦ୍ୟାନ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ପ୍ରଥମ କରି ନନ୍ଦନକାନନକୁ ଆସିଲେ ନୂଆ ପ୍ରଜାତିର ଜନ୍ତୁ । ୱାଲାବି ପ୍ରଜାତିର ଗୋଟିଏ ଯୋଡି କଙ୍ଗାରୁ ସହ ଲିଭିଂଷ୍ଟନ୍ ଟୁରାକୋ ପ୍ରଜାତିର ପକ୍ଷୀ ନନ୍ଦନକାନନକୁ ଆସିଛନ୍ତି ।
Read More...

ଶ୍ରୀମନ୍ଦିରରେ ବଦଳିବ ଦର୍ଶନ ବ୍ୟବସ୍ଥା

ପୁରୀ : ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ସଂପୂର୍ଣ୍ଣ ବଦଳିବାକୁ ଯାଉଛି । ଯେଉଁ ବାଟ ଦେଇ ଭକ୍ତ ଶ୍ରୀମନ୍ଦିରକୁ ଯାଉଥିଲେ, ସେ ବ୍ୟବସ୍ଥା ବନ୍ଦ ହେବାକୁ ଯାଉଛି । ଏହି ନୂଆ ବ୍ୟବସ୍ଥା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଆରମ୍ଭ ହୋଇପାରେ । ଏଥିପାଇଁ ଅଭ୍ୟର୍ଥନା କେନ୍ଦ୍ରରେ
Read More...

ରେଙ୍ଗାଲି ଗ୍ରାମରେ ପଞ୍ଚାୟତସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲ ବ୍ଲକର ଇଛାପଡା ଗ୍ରାମ ପଞ୍ଚାୟତର ରେଙ୍ଗାଲି ଖେଳପଡିଆଠାରେ କଂଗ୍ରେସ ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଇଛାପଡା ସରପଞ୍ଚ ଶ୍ରୀମତୀ ସୁଭାଷିନୀ
Read More...

ଦେବଙ୍ଗ ନିଶାମଣି ଭୋଇ ସ୍ମାରକୀ ଫୁଟବଲ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଂଚାୟତ ଦେବଙ୍ଗ ଗ୍ରାମର ମିନି ଷ୍ଟାଡିଅମ ଖେଳପଡିଆଠାରେ ୧୨ତମ ନିଶାମଣି ଭୋଇ ସ୍ମାରକ୍ରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଦେବଙ୍ଗ ନିଶାମଣି ଭୋଇ ଫୁଟବଲ ଆସୋସିଏସନ୍‌ ତରଫରୁ
Read More...

ଲାୟନ୍ସ କ୍ଲବର ନୂତନ କୋଠା ନିର୍ମାଣ ନିମନ୍ତେ ଶିଳାନ୍ୟାସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ୧୧ନମ୍ବର ୱାର୍ଡର ବହୁ ପୁରାତନ ପ୍ରତିଷ୍ଠିତ ଲାୟନ୍ସ କ୍ଲବର ନୂତନ କୋଠା ନିର୍ମାଣ ନିମନ୍ତେ ଶୁକ୍ରବାର ପୂର୍ବାହ୍ନରେ ବିଧାୟକ ସୁବାଷଚନ୍ଦ୍ର ବେହେରାଙ୍କ କରକମଳରେ ଶିଳାନ୍ୟାସ ହୋଇଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ
Read More...