Daily Archives

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର : ୧ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅଧୀନ ବଅଁରପଳ-ପାଲଲହଡ଼ା ୧୪୯ ନମ୍ବର ଜାତୀୟ ରାଜପଥର ରଂଜା ଛକ ନିକଟରେ ଆଜି ପୂର୍ବାହ୍ଣରେ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ଖବର ମିଳିଛି । ଚାଲାଣ ପୂର୍ବରୁ ଦେବଗଡ଼ ବନଖଣ୍ଡ ଅଧୀନ କାର୍ଯ୍ୟରତ କର୍ମଚାରୀଙ୍କ ସହାୟତାରେ ଏସ୍‌ଟିଏଫ୍‌ ଅତର୍କିତ ଭାବେ
Read More...

ଚତୁର୍ଥ ଦିନରେ ଗ୍ରାମୀଣ ଡାକ ସେବକ ସଙ୍ଘ ପକ୍ଷରୁ ଟିଟିଲାଗଡରେ ଧର୍ମଘଟ ଜାରି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିଆ ଯାଇଥିବା ଧର୍ମଘଟକୁ ସମର୍ଥନ ଜଣାଇ ବଲାଙ୍ଗିର ମଣ୍ଡଳ ଟିଟିଲାଗଡ ମୁଖ୍ୟ ଡାକଘର ଶାଖା ଅଧିନରେ ଥିବା ୨୧ ଟି ଗ୍ରାମୀଣ ଡାକ ସେବକମାନେ ଉପସ୍ଥିତ ରହି ଟିଟିଲାଗଡ ମୁଖ୍ୟ ଡାକଘର
Read More...

ନୂଆ ଓ ପରିଯୋଜନା ଅନ୍ତର୍ଗତ ସାମାଜିକ ପରିଷଦର ଆର୍ଥିକ ସାକ୍ଷରତା ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂଆ ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା ପରିଯୋଜନା ଅନ୍ତର୍ଗତ ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମାଜିକ ପରିଷଦର ମିଳିତ ସହଯୋଗରେ ଏକ 'ଆର୍ଥିକ ସାକ୍ଷରତା ଅଭିଯାନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

କସ୍ତୁରୀର ଦ୍ୱିତୀୟ ଦିନର ସାଂସ୍କୃତିକ ସମାରୋହ ୨୦୨୩ : ଅନାମର ଆତ୍ମଲିପି, ଦନ୍ତା ନୃତ୍ୟ ଓ କରମା ପୂଜାରେ ବିମୋହିତ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅଗ୍ରଣୀ ସାମାଜିକ ଓ ନାଟ୍ୟାନୁଷ୍ଠାନ କସ୍ତୁରୀର ଦ୍ୱିତୀୟ ଦିବସରେ ସାଂସ୍କୃତିକ ସମାରୋହ ୨୦୨୩ କାର୍ଯ୍ୟକ୍ରମରେ ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶିତ ନାଟକ ଅନାମର ଆତ୍ମଲିପି, ମାରାଙ୍ଗବୁରୁ କଲଚରାଲ ଗୃପର ଦନ୍ତା ନୃତ୍ୟ ଓ
Read More...

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ “ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା” ଉଦ୍‌ଯାପିତ ଦିବସରେ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ “ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା” କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ଶୋଭେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଓଡିଶା ସରକାରଙ୍କର କ୍ରୀଡା ଓ
Read More...

ଗଞ୍ଜାମ ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀର ଉନ୍ନୟନମୂଳକ ଭିତ୍ତିଭୂମି ଏବଂ ରୂପନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିବେ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ଡିସେମ୍ବର ୧୬ ଓ ୧୭ ତାରିଖ ଦୁଇଦିନିଆ ଗଞ୍ଜାମଗସ୍ତରେ ସଡ଼କପଥ ଦେଇ ବାହାନ ଯୋଗେ ୫ଟି ଅଧ୍ୟକ୍ଷ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆସୁଛନ୍ତି । ଗଞ୍ଜାମ ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀର ଉନ୍ନୟନମୂଳକ ଭିତ୍ତିଭୂମି ଏବଂ
Read More...

ତେଲନଦୀରେ ବୃହତ୍ ଉଠା ଜଳସେଚନ ପଏଣ୍ଟ ସ୍ଥାପନ ପ୍ରସଙ୍ଗ

ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନକୁ ବର୍ଷେ ପୁରିଲା କିନ୍ତୁ ପ୍ରସ୍ତାବ ଶୀତଳ ଭଣ୍ଡାରରେ କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ସୀମାନ୍ତ ପଂଚାୟତ ପୌରକେଲା, ରିଷିଡା ଓ ଗଜବାହାଲ ଅଂଚଳର ଚାଷୀମାନେ ଉତେଇ କେନାଲରୁ ଠିକ ଭାବେ ପାଣି ପାଉନଥିବାରୁ
Read More...

ବଲାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ସ୍ଥିତ ବଲାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ମହାନ୍ତିଙ୍କ ସଭାପତିତ୍ୱ ଓ ଶିକ୍ଷୟିତ୍ରୀ ସୁଚେତା ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ
Read More...

ଅଖିଳ ଭାରତୀୟ ଗ୍ରାମୀଣ ଡାକସେବକଙ୍କ ଧର୍ମଘଟ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ଉପଖଣ୍ଡ ମୁଖ୍ୟ ଡାକଘର ସମ୍ମୁଖରେ ଗ୍ରାମୀଣ ଡାକସେବକଙ୍କ ଛ' ଦଫା ଦାବୀ ଯଥା ଆଠ ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ, ସିଭିଲ ସର୍ଭେଣ୍ଟ ମାନ୍ୟତା ତଥା ପେନ୍‌ସନ୍‌, କମଲେସ ଚନ୍ଦ୍ର କମିଟି ସୁପାରିସ, ଗ୍ରାଚୁଇଟି ଦେଢ଼ ଲକ୍ଷରୁ ପାଞ୍ଚ ଲକ୍ଷ ଆଦି ଦାବୀ ନେଇ
Read More...

ଅଭିନେତା ଶ୍ରେୟସ୍‌ ତଲପଡେ ହୃଦଘାତର ଶିକାର

ନୂଆଦିଲ୍ଲୀ : ଅଭିନେତା ଶ୍ରେୟସ୍‌ ତଲପଡେ ହୃଦଘାତର ଶିକାର । ସେ ମରାଠୀ ଚଳଚ୍ଚିତ୍ର ସହିତ ହିନ୍ଦୀରେ କାମ କରିଛନ୍ତି । ଗୁରୁବାର ଦିନ ସନ୍ଧ୍ୟାରେ ସୁଟିଂ ସାରି ଘରକୁ ଯିବା ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଶ୍ରେୟାସଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ମୁମ୍ବାଇର
Read More...