Daily Archives

ବିଛିନ୍ନାଞ୍ଚଳର ଦୀନବନ୍ଧୁ ସାହୁ ଆଉ ନାହାନ୍ତି

ଷଢେଇକଳା, (ସସ୍ମିତା ପ୍ରଧାନ) : ଝାଡ଼ଖଣ୍ଡ ଉତ୍କଳୀୟ ମୂଳବାସୀ ସସ୍କୃତି ପରିଷଦରର ଟ୍ରଷ୍ଟି ଦୀନବନ୍ଧୁ ସାହୁ ଷଢେଇକଳାର ରୋଳାଗ୍ରାମଠାରେ ଇହଧାମରୁ ବିଦାୟ ନେଇଛନ୍ତି । ବିଛିନ୍ନାଞ୍ଚଳରେ ଓଡ଼ିଆ ସମାଜ ପାଇଁ ସର୍ବଦା ତତ୍ପର ରହୁଥିବା ସ୍ୱର୍ଗତ ସାହୁ ବାର୍ଦ୍ଧକ୍ୟ ଜନିତ ଅବସ୍ଥାରେ କିଛି ସମୟ
Read More...

ବଡ଼ମ୍ବା ବ୍ଲକରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ

ଭୁବନେଶ୍ୱର, (ପିଆଇବି) : କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ରତାପାଟ ଏବଂ ଦାଶରଥୀପୁର ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଂକଳ୍ପ ଯାତ୍ରାର ସଚେତନତା ବାହନ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ଦ୍ୱାରା ଉତ୍ସାହପୂର୍ଣ୍ଣ ସ୍ୱାଗତ କରାଯାଇଥିଲା । ସଂକଳ୍ପ ଯାତ୍ରା
Read More...

ଭିଜିଲାନ୍ସ ଜାଲରେ ସବ୍‌ରେଜିଷ୍ଟାର

ନୟାଗଡ଼ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ସବ୍‌ରେଜିଷ୍ଟାର ଶାଶ୍ୱତ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଉଥିବା ଖବର ମିଳିଛି । ଖବର ଅନୁଯାୟୀ, ସବରେଜିଷ୍ଟାର ଶାଶ୍ୱତ କୁମାର ପଟ୍ଟନାୟକଙ୍କ ନୟାଗଡ଼ ଲେନ ୪ ସ୍ଥିତ ଭଡା ଘର, କେନ୍ଦ୍ରାପଡା ତଲବାରଙ୍ଗସ୍ଥିତ
Read More...

ଜାମଗାଁରେ ଯୁବ ଓଡିଶା କାର୍ଯ୍ୟକ୍ରମର ଚତୁର୍ଥ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାମଗାଁରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ଅନୁଷ୍ଠାନର ଅଧ୍ୟକ୍ଷ ଶିବ ଶଙ୍କର ଉଦ୍‌ଗାତା ସଭାରେ ପୋରହିତ୍ୟ କରିଥିବା ବେଳେ ଅନୁଷ୍ଠାନର ପୂର୍ବତନ ସଂପାଦକ ଶିବ
Read More...

କଂଟାବାଂଜି କେ.ଭି କଲେଜ ଦ୍ୱାରା ବାଲଦାସରେ ନୂଆ ଓଡିଶା କାର୍ଯ୍ୟକ୍ରମରେ ସଚେତନତା କାର୍ଯ୍ୟକ୍ରମ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ କେ.ଭି କଲେଜ ଦ୍ୱାରା ମଂଗଲବାର ଦିନ ଧାମନଡଙ୍ଗା ପଂଚାୟତ ବାଲଦାସ ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆ ଓଡିଶା ଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସରକାରଙ୍କ ବିଭିନ୍ନ ଜନ
Read More...

ମା’ ଦ୍ୱାରସେହ୍ନୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ସିନ୍ଧେକେଲାକୁ ପରାସ୍ତ କରି କଣ୍ଟାବାଞ୍ଜି ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଲ୍ଲିଶ୍ରୀ ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ଜୟ ମା' ଦ୍ୱାରସେହ୍ନୀ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଦଳ ଭାଗ ନେଇଥିବା ବେଳେ ସିନ୍ଧେକେଲା ଓ
Read More...

ଜନ୍ମଜେୟଙ୍କୁ ଜାତୀୟସ୍ତର ଆମ୍ବେଦକର ସମ୍ମାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଦଳିତ ସାହିତ୍ୟିକ ତଥା ସମାଜସେବୀ ଜନ୍ମଜେୟ ବାରିକଙ୍କୁ ଜାତୀୟ ସ୍ତରର ସମ୍ମାନ ଦିଲ୍ଲୀଠାରେ ପ୍ରଦାନ କରାଯାଇଛି । ସୂଚନାଯୋଗେ ଯେ, ନୁଆଦିଲ୍ଲୀର ଜରୋଦା ଗ୍ରାମସ୍ଥିତ ପଞ୍ଚଶୀଳ ଆଶ୍ରମରେ ଦଳିତ ସାହିତ୍ୟ ଏକାଡେମୀ ତରଫରୁ ଡିସେମ୍ବର ୧୦ ଓ ୧୧ ତାରିଖ
Read More...

ଓସାକା ହାଇଦ୍ରାବାଦର ନୂତନ କର୍ମକର୍ତ୍ତା ଚୟନ ସହ ସେମିନାରୟ ଆୟୋଜନ ଘୋଷଣା

ହାଇଦ୍ରାବାଦ, (କେପିଏନ୍‌ଏସ୍‌) : ଇତି ମଧ୍ୟରେ ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ 'ଓସାକା' ହାଇଦ୍ରାବାଦର ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ଏବଂ ନୂଆଁ କାର୍ଯ୍ୟକାରୀ କମିଟି ଗଠନ
Read More...

ଶିକ୍ଷାବିନା ଅର୍ଥନୈତିକ ସାମାଜିକ ବିକାଶ ଅସମ୍ଭବ – ନରସିଂହ

ରାଜତନ୍ତ୍ର ଶିକ୍ଷା ବିକାଶର ପରିପନ୍ଥୀ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିକ୍ଷା ହିଁ ଅଂଚଳର ଅର୍ଥନୈତିକ ଓ ସାମାଜିକ ବିକାଶର ମୁଖ୍ୟ ଆଧାର ଅଟେ । ବିଶ୍ୱ ବିଖ୍ୟାତ ଅର୍ଥନୈତିଜ୍ଞ ଏହି ସନ୍ଧର୍ଭରେ ହିଁ ନୋବେଲ ପୁରସ୍କାର ପାଇଥିଲେ । ତେଣୁ ଛାତ୍ରଛାତ୍ରୀମାନେ ଯଦି ଅଂଚଳର
Read More...

ଚନ୍ଦନଭାଟୀ ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା ୨୦୨୩’ କାର୍ଯ୍ୟକ୍ରମ…

ଚନ୍ଦନଭାଟୀ, (କେପିଏନ୍‌ଏସ୍‌) : ଚନ୍ଦନଭାଟୀ ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ 'ଯୁବ ଓଡ଼ିଶା ନବୀନ ଓଡ଼ିଶା’ ୨୦୨୩ -୨୪ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି । ଦୀର୍ଘ ଆଠ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ସାଂସ୍ମୃତିକ, କ୍ରୀଡ଼ା, ସାମାଜିକ ସଚେତନତା ପରି
Read More...