Daily Archives

ଭଦ୍ରା ପଞ୍ଚାୟତରେ ପିଡ଼ିଏସ୍‌ ଚାଉଳ ହଡପ ଘଟଣା : ତଦନ୍ତ ବେଳେ ଯୋଗାଣ ଅଧିକାରୀଙ୍କୁ ଘେରିଲେ ହିତାଧିକାରୀ, ୪ ମାସର…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା ପଞ୍ଚାୟତରେ ୫ ଖଣ୍ଡ ଗାଁର ପିଡ଼ିଏସ୍‌ ଚାଉଳ ହଡପ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଖବର ପ୍ରକାଶ ପରେ ସୋମବାର ବ୍ଲକ ଯୋଗାଣ ଅଧିକାରୀ ପଦ୍ମଲୋଚନ ମାଝୀ ଚିତାମରା ଗ୍ରାମକୁ ଯାଇଥିବା ବେଳେ କୋଣସି ହିତାଧିକାରୀ
Read More...

ଜଗତସିଂହପୁରଠାରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ତମ ମହୋତ୍ସବରେ ଛତ୍ରପୁରର ସଂକୀର୍ତ୍ତନ ମଣ୍ଡଳୀଙ୍କ ଅଂଶଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଗତସିଂହପୁର ସଦରମହକୁମା ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମଠାରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହୋତ୍ସବ ଓ ଶ୍ରୀ ଶ୍ରୀ ବଡଦା ଙ୍କର ୫୦ତମ ଆଗମନୀ ଦିବସ ମହୋତ୍ସବ ବର୍ଣ୍ଣାଢ଼୍ୟ ସାମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ
Read More...

ମଲମୁଣ୍ଡା ଓଡିଶା ୱେର ହାଉସିଂ କର୍ପୋରେସନର ଅବସରପ୍ରାପ୍ତ ସୁପରିଟେଣ୍ଡଣ୍ଟଙ୍କୁ ୧ ବର୍ଷ ଜେଲ ଦଣ୍ଡାଦେଶ କଲେ ମାନ୍ୟବର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଲମୁଣ୍ଡା ଓଡିଶା ୱେର ହାଉସିଂ କର୍ପୋରେସନର ଅବସରପ୍ରାପ୍ତ ସୁପରିଟେଣ୍ଡଣ୍ଟ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ୧ ବର୍ଷ ଜେଲ ଦଣ୍ଡ ସହ ୨ ଲକ୍ଷ ଟଙ୍କା ଜୋରିମାନା ଆଦେଶ କରିଛନ୍ତି ମାନ୍ୟବର ବଲାଙ୍ଗିର ଭିଜିଲାନ୍ସ ସ୍ୱତନ୍ତ୍ର ନ୍ୟାୟାଧୀଶ । ଜୋରିମାନା ଅନାଦୟେ ଅଧିକ
Read More...

‘ନୂଆ-ଓ’ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସମ୍ମନ୍ୱିତ ଯୁବ ଉତ୍ସବ ଉଦ୍‌ଯାପିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ଶିଳ୍ପ ତାଲିମ ଅନୁଷ୍ଠାନ ପକ୍ଷରୁ ୬ ତାରିଖଠାରୁ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କର ନୂଆ-ଓ ଯୋଜନା ଅନ୍ତର୍ଗତ ସମ୍ମନିତ ଯୁବ ବିକାଶ ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆଜି ସୋମବାର ଉଦ୍‌ଯାପିତ ହୋଇଯାଇଛି । ଶିଳ୍ପ
Read More...

ବିଶ୍ଵ ମାନବାଧିକାର ଦିବସ ପାଳନ କଲେ ଆଇଏଚ୍‌ଆର୍‌ଡି ସଦସ୍ୟମାନେ

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ବିଶ୍ଵ ମାନବାଧିକାର ଦିବସ ପାଳନ କଲେ ଆଇଏଚ୍‌ଆର୍‌ଡି ସୁନ୍ଦରଗଡ ସଦସ୍ୟମାନେ । ଭାଞ୍ଜଭବନ ପ୍ରାଙ୍ଗଣରେ ଆଇଏଚ୍‌ଆର୍‌ଡିର ସଦସ୍ୟମାନେ ବିଶ୍ଵ ମାନବାଧିକାର ଦିବସ ବହୁ ଆଡମ୍ୱରରେ ପାଳନ କଲେ । ନିମନ୍ତ୍ରିତ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ
Read More...

କାନ୍ତ କବିଙ୍କ ସାହିତ୍ୟରେ ସାମାଜିକ ଜୀବନର ଚିନ୍ତନ ପ୍ରତିଫଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : କାନ୍ତ କବିଙ୍କ ୧୩୬ତମ ଜୟନ୍ତୀ ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉଦ୍‌ଘାଟକ ଭାବେ ଭାରତ ସେବାଶ୍ରମ, ବୃନ୍ଦାବନ ଶାଖାର ମୁଖ୍ୟ ସ୍ୱାମୀ
Read More...

ଶିବତଲାରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିବତଲା ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଆୟୋଜିତ ୬ଦିନ ବ୍ୟାପି ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ସାମାଜିକ ସଚେତନତା
Read More...

ଆର୍‌ ଆର୍‌ କୋଲନୀଠାରେ ଉଦ୍‌ଘାଟିତ ହେଲା ନୂତନ ପାର୍କ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ.୧ର ଲର୍କିପାଲି ତଥା ଆର୍‌ ଆର୍‌ କୋଲୋନୀଠାରେ ଏକ ପାର୍କ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ ତଥା ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ନାରାୟଣ
Read More...

୧୬ତମ ଆନ୍ତର୍ଜାତୀୟ ସାମାଜିକ ସଂଗଠନ ଜେସିଆଇ ପ୍ରତିଷ୍ଠା ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆନ୍ତର୍ଜାତୀୟ ସାମାଜିକ ସଂଗଠନ ଜେସିଆଇ ବଲାଙ୍ଗିର ସିଟିର ୧୬ତମ ପ୍ରତିଷ୍ଠା ସମାରୋହକୁ ମାରୱାରୀ ସେବା ସଦନରେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଅଧ୍ୟକ୍ଷ୍ୟା ଜେସି ଶ୍ରୀଷ୍ଟି ଅଗ୍ରୱାଲଙ୍କ ବାର୍ଷିକ ରିପୋର୍ଟ । ସମସ୍ତ ସଦସ୍ୟ
Read More...

ଜାମଗାଁରେ ଯୁବ ଓଡିଶା କାର୍ଯ୍ୟକ୍ରମର ତୃତୀୟ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡିଶା କାର୍ଯ୍ୟକ୍ରମର ତୃତୀୟ ଦିବସରେ ନିମ୍ନଲିଖିତ କାର୍ଯ୍ୟକ୍ରମମାନ ସଂପାଦନ କରାଯାଇଛି । ଲମ୍ବଡିଆଁ, ଉଚ୍ଚଡିଆଁ, ଖୋ ଢେ଼ା, ବ୍ୟାଡମିଣ୍ଟନ, ଟଗ୍‌ ଅପଂୱାର ଓ କବାଡି ଆଦି
Read More...