Daily Archives

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନରୁ ମୃତଦେହ ଉଦ୍ଧାର

ଜୟପାଟଣା, (ଶେଷ ଦେବ ବେହେରା) : ଇନ୍ଦ୍ରାବତୀ ମୁଖୀଗୁଡାଠାରେ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜିତ କୁମାର କାର୍ଜିଙ୍କ ମୃତଦେହ ନିଜ ସରକାରୀ ବାସଭବନ ଆଇସିଆର୍‌ ୧ରୁ ପୋଲିସ ଉପସ୍ଥିତିରେ ଉଦ୍ଧାର କରାଯାଇଥିବା ସୂଚନା
Read More...

ହାତୀ ଆକ୍ରମଣରେ ଦୁଇ ମୃତ

ଅନୁଗୁଳ : ଅନୁଗୁଳ ଉପକଣ୍ଠ ଶରଧାପୁର ଓ ଛେଳିଆପଡ଼ାଠାରେ ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ଉତ୍ତେଜନା ଦେଖା ଦେଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ହାତୀ ଦାଉରୁ ରକ୍ଷା ପାଇଁ ସ୍ଥାୟୀ ସମାଧାନ ଦାବିରେ ଦୁଇ ଗାଁର ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି
Read More...

ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଟାବ୍‌ଲେଟ୍‌ ପିସି ବଣ୍ଟନ

ଫୁଲବାଣୀ/ଫିରିଙ୍ଗିଆ : ଫିରିଙ୍ଗିଆ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଫିରିଙ୍ଗିଆ ବ୍ଲକରେ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକମାନଙ୍କୁ ଟାବ୍‌ଲେଟ୍‌ ପିସି ବଣ୍ଟନ କରାଯାଇଛି । ଗୋଷ୍ଠୀଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର, ଅତିରିକ୍ତ
Read More...

ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ବିଲରୁ ମିଳିଥିବା ୩ କଲରାପତ୍ରିଆ ଛୁଆ : ୪ ଛୁଆ ଜନ୍ମକଲା ଉଦ୍ଧାର କରାଯାଇଥିବା ମାଈ…

ମହୀଶୂର/ନାସିକ : ଗୁରୁବାର ଦିନ କର୍ଣ୍ଣାଟକର ମହୀଶୂର ଜିଲ୍ଲା ଅନ୍ତର୍ଗତ ଗୋଟାଏ ବିଲରୁ ଉଦ୍ଧାର କରାଯାଇଥିବା ୩ଟି କଲରାପତ୍ରିଆ ଛୁଆଙ୍କୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା କଥା ନିଉଜ୍‌ ଏଜେନ୍‌ସି ‘ଏଏନ୍‌ଆଇ’ ରିପୋର୍ଟ କରିଛି । ସେହିପରି, ମହାରାଷ୍ଟ୍ରର ନାସିକ ସହରରୁ ବନ ବିଭାଗ
Read More...

ନବନିଯୁକ୍ତ ଶ୍ରମ ଅଧିକାରୀମାନଙ୍କ ନିମନ୍ତେ କାଉନ୍‌ସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର : ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ନବନିଯୁକ୍ତ ଶ୍ରମ ଅଧିକାରୀମାନଙ୍କ ନିମନ୍ତେ କାଉନ୍‌ସେଲିଂ କାର୍ଯ୍ୟକ୍ରମ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ କମିଶନର ତଥା ଶାସନ ସଚିବ ସନ୍ଥ ଗୋପାଳନ୍‌ ଆର୍‌ ସମାରୋହରେ ଯୋଗଦେଇ
Read More...

ଟ୍ରେନ ଧକ୍କାରେ ସିଗନାଲ ଯନ୍ତ୍ରୀଙ୍କ ମୃତ୍ୟୁ

ନୂଆପଡ଼ା : ନୂଆପଡ଼ା ରେଳ ଷ୍ଟେସନର ରେଳ ସିଗନାଲ୍ ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁଁ ସିଗନାଲ୍ ମରାମତି ପାଇଁ ଲଖନା ରେଳ ଷ୍ଟେସନରୁ ଅନୁପ ରଏ (୨୮) (ସିଗନାଲ ଯନ୍ତ୍ରୀ) ରଙ୍ଗବତୀ ଟ୍ରେନ ଯୋଗେ ନୂଆପଡ଼ା ରେଳ ଷ୍ଟେସନ ରାତ୍ରି ୧୦ଟା ବେଳେ ପହଞ୍ଚିଥିଲେ । ସିଗନାଲ ମରାମତି କାମ ସାରି ବିଲମ୍ବିତ
Read More...

ଆତ୍ମହତ୍ୟା କରିବାକୁ ଯାଇ ବ୍ରିଜରେ ଫସିଗଲେ ଯୁବକ : ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ଭୁବନେଶ୍ୱର : ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଯାଇ ବିଫଳ ହୋଇଥିବା ଜଣାଯାଇଛି । ଆତ୍ମହତ୍ୟା କରିବାକୁ ଯାଇଥିଲେ ହେଲେ ମଝି ନଦୀବ୍ରିଜରେ ଫସିଗଲେ ଯୁବକ । ଦୀର୍ଘ ଘଣ୍ଟାର ଅପରେସନ୍ ପରେ ଯୁବକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର
Read More...

ବାବାସାହେବଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାସୁମନ

ଆଠଗଡ : ଭାରତରତ୍ନ ଆମ୍ବେଦକରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାସୁମନ । ଆଠଗଡ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ପରିଷଦ ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ. ବି. ଆର୍‌ ଆମ୍ବେଦକରଙ୍କ ୬୮ତମ ପୂଣ୍ୟତିଥିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ସ୍ମୃତିଚାରଣ କରାଯାଇଥିଲା । ପରିଷଦର
Read More...

ହାତୀ ଆକ୍ରମଣରେ ଚାଲିଗଲା ଜୀବନ

ପାଟଣା : ହାତୀ ଆକ୍ରମଣରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ । ସୂଚନା ଅନୁସାରେ ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ପୋଇପାଣି ଗ୍ରାମର ଗୁରୁଚରଣ ମହାରଣାଙ୍କ ପତ୍ନୀ ତୁଳସୀ ମହାରଣା (୪୫)ଙ୍କୁ ଗତ ୪ତାରିଖ ସନ୍ଧ୍ୟା ପାଖାପାଖି ୬ଟା ସମୟରେ ଏକ ଦନ୍ତା ହାତୀ ଟେକି କଚାଡି ଦେବାରୁ ସେ
Read More...

୧୧ କେଭି ଭୂତଳ ବିଦ୍ୟୁତ କେବୁଲ କାର୍ଯ୍ୟକ୍ଷମ

ସମ୍ବଲପୁର : ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ଐତିହାସିକ ପ୍ରକଳ୍ପ ସମଲେଇ ଯୋଜନା ଅଧିନରେ କମଳି ବଜାରଠାରୁ ବଡବଜାର ଏବଂ ମାଁ ସମଲେଶ୍ୱରୀ ମନ୍ଦିର ପାଶ୍ୱ ଦେଇ ଭୂତଳ ୧୧ କେଭି ବିଦ୍ୟୁତ କେବୁଲକୁ କାର୍ଯ୍ୟକ୍ଷମ କରାଯାଇଛି । ଏହି ବିଦ୍ୟୁତ କେବୁଲ (ତାର)ରେ ବିଦ୍ୟୁତ
Read More...