Daily Archives

ନଗର କଂଗ୍ରେସ ତରଫରୁ ବହେରାପାଲି ବନ୍ଧର ପୁନଃଉଦ୍ଧାର ପାଇଁ ପଥପ୍ରାନ୍ତ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ନଗର କଂଗ୍ରେସ କମିଟି ତରଫରୁ ସ୍ଥାନୀୟ ବେହେରାପାଲିଠାରେ ବେହେରାପାଲି ବନ୍ଧର ପୁନଃଉଦ୍ଧାର ପାଇଁ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ସୂଚନାଯୋଗ୍ୟ ଯେ ବଲାଙ୍ଗିର ସହରର ବିଭିନ୍ନ ବନ୍ଧ ଅବହେଳିତ ହୋଇ ପଡିରହିଛି । ଏ ଗୁଡିକର ଇତିହାସ ବହୁତ
Read More...

ଜୟ ରାକାମ ବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ : ସୁଲେକେଲାକୁ ପରାସ୍ତ କରି ଚଲକି ଦଳ ଚାମ୍ପିଆନ୍‌

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଞ୍ଚାୟତ ତେତେଲପଡା ଗାଁର ପୋଡ଼ଖାଇ ଖେଳ ପଡିଆଠାରେ ଚାଲିଥିବା ଜୟ ରାକାମ ବୁଢା ଫୁଟବଲ କ୍ଲବ ପକ୍ଷରୁ ୪ର୍ଥତମ ଜୟ ରାକାମ ବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ
Read More...

ଜୟପାଟଣା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅବସରରେ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଓ ରଙ୍ଗାରଙ୍ଗ ସାଂସ୍କୃତିକ ସନ୍ଧ୍ୟା ସମ୍ପନ୍ନ ହୋଇଯାଇଛି । ଜୟପାଟଣା ସହରର ଐତିହାସିକ କୃଷ୍ଣଚନ୍ଦ୍ର ରଙ୍ଗମଞ୍ଚରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଜିଲ୍ଲାର କୋଣ
Read More...

ଇସ୍ପାତ ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସ ଓ ବ୍ୟଙ୍ଗ କବିତା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସ ପାଳନ ଅବସରରେ ସେକ୍ଟର -୭ ସ୍ଥିତ ସଂସଦ ଭବନରେ ଆଲୋଚନା ଚକ୍ର ଏବଂ ବ୍ୟଙ୍ଗ କବି ଫତୁରା ନନ୍ଦଙ୍କ ସ୍ମୃତିରେ ଏକ ମନୋଜ୍ଞ ବ୍ୟଙ୍ଗ କବିତା ଆସର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ
Read More...

କଂଟାବାଂଜିକୁ ଜିଲ୍ଲା ଦାବିରେ ୧୨ଘଂଟିଆ ବନ୍ଦ ସଫଳ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜିକୁ ଏକ ସ୍ୱତନ୍ତ୍ର ଜିଲ୍ଲା କରିବା ନେଇ ଜିଲ୍ଲା ସଂଘର୍ଷ ସମିତି ଦାବି ଦୀର୍ଘ ବର୍ଷରୁ ଦାବି କରିଆସୁଛି । ମଙ୍ଗଳବାର ଦିନ ୧୨ଘଂଟିଆ କଂଟାବାଂଜି ବନ୍ଦ ଡାକରା ସଫଳ ହୋଇଛି । ଜିଲ୍ଲା ସଂଘର୍ଷ ସମିତିର ସଭ୍ୟମାନେ ଏବଂ ସାମାଜିକ କର୍ମୀମାନେ ସକାଳ
Read More...

ରୋଟାରୀଆନ ତଥା ମନୋଚିକିତ୍ସକ ପ୍ରିତୀ ସାଇନୀଙ୍କ ବିଭିନ୍ନ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ମିଡଟାଉନ ଜାମସେଦପୁରର ରୋଟାରୀଆନ ତଥା ମନୋଚିକିତ୍ସକ ପ୍ରିତୀ ସାଇନୀଙ୍କ ରାଉରକେଲା ଗସ୍ତ ଅବସରରେ ସହରର ବିଭିନ୍ନ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାବ ବିନିମୟ ସହ ସଚେତନତା ବାର୍ତ୍ତା ବାଣ୍ଟିଥିଲେ । ଏହି କ୍ରମରେ ସେକ୍ଟର
Read More...

ଶିଶୁ ସ୍ଥାନାନ୍ତରଣ ତଥା ଅନ୍ୟାନ୍ୟ ଅସହାୟ ଶିଶୁମାନଙ୍କ ସୁରକ୍ଷା ସଂପର୍କରେ ସଚେତନତା କର୍ମଶାଳା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ଓଡିଶା ଶିଶୁ ଅଧିକାର ଆୟୋଗ, ୟୁନିସେଫ୍‌ ଏବଂ ଏଡ୍‌ଏଟ୍‌ ଆକ୍ସନ୍‌ ମିଳିତ ସହଯୋଗରେ ଶିଶୁ ସ୍ଥାନାନ୍ତରଣ ତଥା ଅନ୍ୟାନ୍ୟ ଅସହାୟ ଶିଶୁମାନଙ୍କ ସୁରକ୍ଷା ତଥା ସେମାନଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତିକରଣ ଉପରେ
Read More...

ନୂଆଁ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଦେଓଗାଁ, (କେପିଏନ୍‌ଏସ୍‌) : ଜରାଂସିହା ଉଚ୍ଚ ବିଦ୍ୟାଳୟରେ ନୂଆ ଓଡିଶାରେ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ପ୍ରାରମ୍ଭରେ ଖେଳ ପ୍ରଶିକ୍ଷକ ପ୍ରଶାନ୍ତ କୁମାର ଥନାପତିଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ଓ କର୍ମଚାରୀ ବୃନ୍ଦ ପାଟଖଣ୍ଡା ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରାରେ ବାହାରି
Read More...

ବିଜେଡି ସକ୍ରିୟ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଚାଲୁଥିବା ପ୍ରଶିକ୍ଷଣ ଶିବିର ପରିପ୍ରେକ୍ଷୀରେ ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୩ ଓ ୩୪ ନମ୍ବର ଜୋନର ସକ୍ରିୟ
Read More...

ପୁଣି ଥରେ ତେଜିଲା ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି : ଆସନ୍ତା ୭ ତାରିଖରେ ହେବ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼ , (ସଞ୍ଜୟ କୁମାର ନାୟକ) : ଦୀର୍ଘ ୩୦ ବର୍ଷର ଦାବି ହେଉଛି ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି । ଗତ କିଛି ଦିନ ତଳେ ପଦମପୁରକୁ ଜିଲ୍ଲା କରାଯିବା ନେଇ ସମ୍ବଲପୁର ଆର୍‌ଡିସି ତରଫରୁ ବିଭିନ୍ନ ଦିଗରେ ତଦାରଖ କରାଯାଇଥିବା ସମ୍ପର୍କିତ ଖବର ପ୍ରଚାରିତ ହେବା ପରେ ମଙ୍ଗଳବାର
Read More...