Daily Archives

ହାଇୱା ଧକ୍କାରେ ବାଇକ ଆରୋହୀ ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜୁନାଗଡ଼ - ଭବାନୀପାଟଣା ଜାତୀୟ ରାଜପଥର ଜାରିଙ୍ଗ ମେଡିକାଲ କଲେଜ ସମ୍ମୁଖରେ ଏକ ହାଇୱା ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ତାଙ୍କ ଗୋଡ଼ରେ ବେଶୀ ଆଘାତ ଲାଗିଛି । ସ୍ଥାନୀୟ ଆଇଆରବି ବାଟାଲିଆନ୍‌ ଅଧିକାରୀଙ୍କ ସହାୟତାରେ ଆମ୍ବୁଲାନ୍ସ
Read More...

ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅବସରରେ ‘ସ୍ୱାସ୍ଥ୍ୟ ପାଇଁ ଯୋଗ’ ସମାରୋହ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁରର ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରଯୋଜନାରେ ଅନୁଷ୍ଠାନର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ଚାଲିଛି କ୍ରୀଡ଼ା,
Read More...

ଶ୍ରଦ୍ଧା ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଦିବ୍ୟାଙ୍ଗଙ୍କ ପ୍ରତି ସାମାଜିକ ପ୍ରତିବଦ୍ଧତା ରଖି କାର୍ଯ୍ୟ କରୁଥିବା ଶ୍ରଦ୍ଧା ଅନୁଷ୍ଠାନ ଓ ଟିପିଡବ୍ଲ୍ୟୁଓଡିଏଲ ପକ୍ଷରୁ ଭଞ୍ଜଭବନ ପରିସରରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି । ଆଇନଜୀବୀ ଗିରୀଶ ମହାପାତ୍ରଙ୍କ ଅଧ୍ୟକ୍ଷତା ଓ
Read More...

ଫିଲିପାଇନ୍‌ସ୍‌ ବିଶ୍ୱବିଦ୍ୟାଳୟ ଜିମ୍‌ରେ ବିସ୍ଫୋରଣ : ୩ ମୃତ, ୯ ଆହତ

ମାନିଲା : ଦକ୍ଷିଣାଞ୍ଚଳ ଫିଲିପାଇନ୍‌ସ୍‌ସ୍ଥିତ ମିଣ୍ଡାନାଓ ଷ୍ଟେଟ୍‌ ୟୁନିଭର୍ସିଟି ‘ଜିମ୍‌ନାସିୟମ୍‌’ରେ କ୍ୟାଥୋଲିକ୍‌ ସମ୍ପ୍ରଦାୟର ଉପାସକମାନେ ସମବେତ ହୋଇଥିବା ବେଳେ ବିସ୍ଫୋରଣ ଘଟିବାରୁ ୩ଜଣଙ୍କର ମୃତ୍ୟୁ ଘଟିଛି ଓ ୯ଜଣ ଆହତ ହୋଇଥିବା କଥା ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି ।
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଜଣେ ମୃତ, ଏକାଧିକ ଆହତ

ବାରଙ୍ଗ : ରାଜଧାନୀରେ ପୁଣି ସଡକ ଦୁର୍ଘଟଣା । ଡିଭାଇଡର୍‌ ଭାଙ୍ଗି ବସ୍‌କୁ ଧକ୍କା ଦେଲା କାର୍‌ । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ୍‌
Read More...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଟମକା ଥାନା ଚିତ୍ରୀ ପଞ୍ଚାୟତ ଚିତ୍ରୀ ଗାଁର ଗଙ୍ଗାଧର ସାମଲଙ୍କ ପୁଅ ସୁଧୀର ରଂଜନ (୪୨)ଙ୍କର ଗତକାଲି ସନ୍ଧ୍ୟାରେ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସେ ଗତକାଲି ହରିଚନ୍ଦନପୁରରୁ ବୁଲେଟ୍‌ରେ ଘରକୁ ଫେରୁଥିବା ବେଳେ ରେମାଳ ଛକ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ସେ ଗୁରୁତର ହୋଇ
Read More...

ଓଏଏସ୍‌ ସ୍ତରରେ ଅଦଳବଦଳ :୧୧ ଅଫିସରଙ୍କୁ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଅଦଳବଦଳ । ୧୧ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । ୧୧ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତି । ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପ୍ରକାଶିତ
Read More...

ଅପେରା ପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ

ତେଲକୋଇ, କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ପୂର୍ତ୍ତ ବିଭାଗର ରାସ୍ତା କୁସୁମ ଘାଟିରେ ଏକ ଅପେରା ପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଦୁର୍ଯ୍ୟୋଧନ ମାଝୀ (୩୮) ଓ ବାଦଲ ମାଝୀ (୩୦) ଉଭୟଙ୍କୁ ପ୍ରଥମେ ତେଲକୋଇ
Read More...

୧୭ ଦିନପରେ ଟନେଲ୍‌ରୁ ଉଦ୍ଧାର ଭଗବାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା : ମିଳିଲା ୨ ଲକ୍ଷ ସହାୟତା

ଉମରକୋଟ : ଦୀର୍ଘ ୧୭ ଦିନର ସଂଘର୍ଷ ପରେ ଟନେଲ୍‌ରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ନବରଙ୍ଗପୁର ଫେରିଥିବା ଡାବୁଗାଁ ବ୍ଲକ ତାଳବେଢା ଗାଁର ଭଗବାନ ଭତ୍ରାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ଏନେଇ ସ୍ଥାନୀୟ ମିଶନ୍‌ ଶକ୍ତି ହଲ୍‌ଠାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା
Read More...

ସାପ କାମୁଡ଼ାରେ ଯୁବକ ମୃତ

ଦାନଗଦୀ : ଯଖପୁରା ଥାନା ନୀଳମଣିଦେଇପୁର ଶାସନଗାଁର ଗୋକୁଳ ସାହୁଙ୍କ ପୁଅ ପ୍ରଦୀପ କୁମାର ସାହୁ(୩୪)ଙ୍କର ସାପ କାମୁଡ଼ାରେ ଜୀବନ ଚାଲିଯାଇଛି । ସେ ଶନିବାର ସକାଳେ ତାଙ୍କ ଭାଇଙ୍କ ସହ ଦାନଗଦୀ ରାସ୍ତାରେ ଯାଉଥିବା ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା । ତାଙ୍କୁ ସଙ୍ଗେସଙ୍ଗେ
Read More...