Daily Archives

ଜାହାଜ ଯୋଗେ ବିଦେଶକୁ ବ୍ରାଉନ ସୁଗାର ଚୋରାଚାଲାଣ ବେଳେ ୫ କିଲୋ ବ୍ରାଉନ ସୁଗାର ଜବତ କଲା କଷ୍ଟମ୍‌ ବିଭାଗ

ପାରାଦୀପ : ଜାହାଜ ଯୋଗେ ବିଦେଶକୁ ବ୍ରାଉନ ସୁଗାର ଚୋରାଚାଲାଣ ବେଳେ ୫ କିଲୋ ବ୍ରାଉନ ସୁଗାର ଜବତ କରିଛି କଷ୍ଟମ୍‌ ବିଭାଗ । ପାରାଦୀପ ବନ୍ଦର ନିଷିଦ୍ଧାଂଚଳରୁ ଜାହାଜ ଯୋଗେ ବିଦେଶକୁ ବ୍ରାଉନ ସୁଗାର ଚୋରାଚାଲାଣ ବେଳେ ଧରାପଡିଥିବା ସୂଚନା ମିଳିଛି । ଇଣ୍ଡୋନେସିଆରୁ ଆସି ପାରାଦୀପ ଦେଇ
Read More...

ଓବିସି ଜନ ଜାଗରଣ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପୁଇଁତଳା, (ସରୋଜ କୁମାର ମେଶ୍ୱା) : ଓବିସି ଜନ ଜାଗରଣ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲା ସଂଯୋଜକ ସରୋଜ କୁମାର ମେଶ୍ଵାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୬ ଡିସେମ୍ବର ୨୦୨୩ରେ ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗିର ସାଲେଭଟା, ଚଣ୍ଡୀ ମନ୍ଦିରଠାରୁ ବାହାରି ଆଗଲପୁର ଡୁଡୁକା
Read More...

ଘଟଗାଁ ରାସ୍ତା ଦୁର୍ଘଟଣାରେ ୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁ, ୧୨ ଆହତ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେମୁଖ୍ୟମନ୍ତ୍ରୀ ଆହତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ନିର୍ଦ୍ଦେଶ ଭୁବନେଶ୍ୱର : ଆଜି ଘଟଗାଁ ନିକଟରେ ଏକ ସଡକ ଦୁର୍ଘଟଣାରେ ୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱ ଏଡ଼୍‌ସ୍‌ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ଏଡ଼ସ୍‌ ଦିବସ ଅବସରରେ ସାରା ବିଶ୍ୱରେ ସଚେତନତା ନିମନ୍ତେ ବିଶ୍ୱ ଏଡ଼୍‌ସ୍‌ ଦିବସ ପାଳନ କରାଯାଉଛି । ଏହି କ୍ରମରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ବିଶ୍ୱ ଏଡ଼୍‌ସ୍‌ ଦିବସ ପାଳିତ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌର
Read More...

ବଲାଙ୍ଗିରରେ ହାତୀ ସଂରକ୍ଷଣ ସଚେତନତା ର‍୍ୟାଲି ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓ ବଲାଙ୍ଗିର ବନ ବିଭାଗ ପକ୍ଷରୁ ହାତୀ ସଂରକ୍ଷଣ ସଚେତନତା ର‍୍ୟାଲି ଆୟୋଜିତ ହୋଇଯାଇଛି । ବର୍ତ୍ତମାନ ସମୟରେ ହାତୀ ସଂରକ୍ଷଣ ଏକ ବିରାଟ ଚ୍ୟାଲେଂଜ ହୋଇ ଆମ ସାମ୍‌ନାକୁ ଆସିଥିବା ବେଳେ ଏହି
Read More...

ଜବାହରଲାଲ ମହାବିଦ୍ୟାଳୟରେ ପରିଚାଳନା କମିଟିର ବୈଠକ

ପାଟଣାଗଡ଼ ଜବାହରଲାଲ ମହାବିଦ୍ୟାଳୟରେ ପରିଚାଳନା କମିଟି ପକ୍ଷରୁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ସତ୍ୟପ୍ରିୟ ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ପରିଚାଳନା କମିଟିର ସମ୍ପାଦିକା ଆୟାଶା ବାନୁ ପରିଚାଳନା କରିଥିଲେ । ସଭ୍ୟମାନଙ୍କ
Read More...

ଦୈନିକ ସକାଳର ତୃତୀୟ ସ୍ଵନକ୍ଷତ୍ର ଦିବସ ଓ ବିଶ୍ଵ ଏଡ଼ସ୍‌ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୈନିକ ସକାଳର ତୃତୀୟ ସ୍ଵନକ୍ଷତ୍ର ଦିବସ ଓ ବିଶ୍ଵ ଏଡ଼ସ୍‌ ଦିବସ ପାଳନ ହୋଇଯାଇଛି । ଦୈନିକ ସକାଳର ରାଉରକେଲା ପ୍ରତିନିଧି ଦେବବ୍ରତ ପଟ୍ଟନାୟକଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର ଡ.
Read More...

ଆଜି ଚତୁର୍ଥ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌

ରାୟପୁର : ଆଜି ଚତୁର୍ଥ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ୍‌ର ୪ର୍ଥ ମ୍ୟାଚ ଆଜି ରାୟପୁରରେ ଖେଳାଯିବ । ତେବେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦ୍ୱାରା ଭାରତକୁ
Read More...

ବଲାଙ୍ଗିରରେ ବିଶ୍ୱ ଏଡ଼ସ୍‌ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ଏଡ଼ସ୍‌ ଦିବସ । ସାରା ବିଶ୍ୱରେ ଜନସାଧାରଣଙ୍କ ସଚେତନତା ପାଇଁ ବିଶ୍ୱ ଏଡ଼ସ୍‌ ଦିବସ ପାଳନ କରାଯାଉଛି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପାଳିତ ହେଉଛି ବିଶ୍ୱ ଏଡ଼ସ୍‌ ଦିବସ । ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ଓ
Read More...

କଟକଣାକୁ ନମାନି ପ୍ରବେଶ କରିଥିବା ଟ୍ରଲର ଜବତ କଲା ବନବିଭାଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହର ନିକଟରେ ଥିବା ଋଷିକୁଲ୍ୟା ମୁହାଁଣରେ ପାରାଦୀପରୁ ଆସିଥିବା ଟ୍ରଲର ଫରେଷ୍ଟ ଡ଼ିପାର୍ଟମେଣ୍ଟର କଟକଣା ନମାନି ମାଛ ମାରୁଥିବା ବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ କରି ଟ୍ରଲରକୁ ଜବତ କରାଯାଇଛି । ସେଥିରେ ମାଛ ମାରୁଥିବା ୬ଜଣ
Read More...