Daily Archives

ରାମଜୀ ଯୁବକ ସଂଘର ଯୁବ ନେତୃତ୍ୱ ବିକାଶ ତାଲିମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ସ୍ଥିତ ରାମଜୀ ଯୁବକ ସଂଘ ଆନୁକୂଲ୍ୟରେ ତଥା ଜେ.ଏସ୍‌.ଏମ୍‌. ମହାବିଦ୍ୟାଳୟ ସହଯୋଗରେ ରାମଜୀ ଯୁବକ ସଂଘର ସମ୍ପାଦକ ଡା. ନାରାୟଣ ମିଶ୍ରଙ୍କ ଆହ୍ୱାନ କ୍ରମେ ଏକ ଯୁବ ନେତୃତ୍ୱ ବିକାଶ ତାଲିମ ଶିବିର ଜେ.ଏସ୍‌.ଏମ୍‌. ମହାବିଦ୍ୟାଳୟ ପରିସରରେ ଆୟୋଜିତ
Read More...

ଆସନ୍ତା ୨୬ରେ ଜାତୀୟ ଦୁଗ୍ଧ ଦିବସ ପାଳନର ଏକ ଅଂଶବିଶେଷ ଭାବରେ ଦିଆଯିବ ଜାତୀୟ ଗୋପାଳ ରତ୍ନ ପୁରସ୍କାର

• ଶ୍ରେଷ୍ଠ କୃତ୍ରିମ ଗର୍ଭଧାରଣ ଟେକ୍ନିସିଆନ (ଏଆଇଟି) ଭାବେ ଦ୍ୱିତୀୟ ପୁରସ୍କାର ପାଇବେ ଅନୁଗୁଳର ଅନୀଲ କୁମାର ପ୍ରଧାନ• ଅନଲାଇନ୍ ଆବେଦନ ପୋର୍ଟାଲ ଜରିଆରେ ଆହ୍ୱାନ କରାଯାଇଥିବା ଆବେଦନ ଆଧାରରେ ଦିଆଯିବ ପୁରସ୍କାର; ସମୁଦାୟ ୧୭୭୦ଟି ଆବେଦନ ହସ୍ତଗତ ହୋଇଛି ଦିଲ୍ଲୀ, (ପିଆଇବି) : ଆସାମର
Read More...

ଡ୍ରୋନ୍ ପ୍ରୟୋଗ ଦ୍ୱାରା କୃଷି କ୍ଷେତ୍ରରେ ଆସୁଛି ଯୁଗାନ୍ତକାରୀ ପରିବର୍ତ୍ତନ

● ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ ରାଜ୍ୟର ୭ଟି ଆଦିବାସୀ ବହୁଳ ଜିଲ୍ଲାରେ ୬୦ ରୁ ଊର୍ଦ୍ଧ୍ୱ ଡ୍ରୋନ୍ ବ୍ୟବହାର ପ୍ରଦର୍ଶନୀ ଆୟୋଜନ● ହଜାର ହଜାର ଚାଷୀ ଶିଖିଲେ ଡ୍ରୋନ୍ ବ୍ୟବହାର କୌଶଳ ଭୁବନେଶ୍ୱର, (ପିଆଇବି) : ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି କୃଷି କ୍ଷେତ୍ରର ବିକାଶ ଏବଂ
Read More...

ଟାଇକଣ୍ଡୋ ଖେଳାଳିଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୭ ରୁ ୧୯ ତାରିଖ ପୁରୀର ରେଲୱେ କଲ୍ୟାଣ ମଣ୍ଡପଠାରେ ରାଜ୍ୟସ୍ତରୀୟ ସବ୍‌ ଜୁନିୟର ଓ କ୍ୟାଡେଟ ସବ୍‌ ଜୁନିୟର ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅସୀମ ଟାଇକଣ୍ଡୋର ଛାତ୍ରୀ ସାନଭି ପ୍ରଧାନ କ୍ୟୁରୁଗି (ଫାଇଟ) ବିଭାଗରେ ସ୍ୱର୍ଣ୍ଣପଦକ
Read More...

ବେଦ ଉତ୍ତମ ଓ ସଦ୍‌ଗୁଣ ଜ୍ଞାନର ଭଣ୍ଡାର ଓ ବିଶ୍ଵର ପ୍ରତିଷ୍ଠା ପାଇଁ ମାର୍ଗଦର୍ଶକ : ଡ. ସୁଦର୍ଶନ ଦେବ ଆଚାର୍ଯ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ପତାଞ୍ଜଳୀ ଯୋଗ ପରିବାର ଆନୁକୂଲ୍ୟରେ "ବେଦ ପ୍ରବଚନ" ରାଉରକେଲା ସେକ୍ଟର -୨୦ କମ୍ୟୁନିଟ ସେଣ୍ଟର ପ୍ରାଙ୍ଗଣରେ ସହ ରାଜ୍ୟ ପ୍ରଭାରୀ ଅକ୍ରୁର ମାର୍ଥାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ମହାମନ୍ତ୍ରୀ ଡ଼ଃ ସୁଦର୍ଶନ ଦେବ
Read More...

ନବକୃଷ୍ଣ ଚୌଧୁରୀ ଓ ବୀରକିଶୋର ଦାସଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଦାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୧୬ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଗାନ୍ଧୀ ମଣିଷ ନବକୃଷ୍ଣ ଚୌଧୁରୀ ଓ ଜାତୀୟ କବି ବୀରକିଶୋର ଦାସଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ
Read More...

ନୂଆ-ଓ-ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଚତୁର୍ଥ ଦିନରେ ଖେଳକୁଦ ସହିତ ଆକର୍ଷଣ ହେଲା ରସି ଟଣା ଖେଳ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଖେଳ-କୁଦ ପ୍ରତିଯୋଗିତାର ଚତୁର୍ଥ ଦିନରେ ବିଭିନ୍ନ ଖେଳ-କୁଦ ପ୍ରତିଯୋଗିତା ସହିତ ରସି ଟଣା ଖେଳ ବା ଟଗ୍‌
Read More...

ପାରାଲିଗାଲ ଭଲେଣ୍ଟିୟରମାନଙ୍କ ନିମନ୍ତେ ଦୁଇଦିନିଆ ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ତା ୨୨.୧୧.୨୦୨୩ ଏବଂ ୨୪.୧୧.୨୩ ରିଖରେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଭାଗୃହଠାରେ ପାରାଲିଗାଲ ଭଲେଣ୍ଟିୟରମାନଙ୍କ ନିମନ୍ତେ ଦୁଇଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ତା
Read More...

ବାଞ୍ଜିପାଲି ନୂଆପଡ଼ାର ପ୍ରହରୀ ମଣ୍ଡପର କୁମ୍ଭ ଭରଣ କାର୍ଯ୍ୟକ୍ରମ

ତୁରେକେଲା, (କୈଲାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତୁରେକେଲା ବ୍ଲକ କୁଇବାହାଲ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିପାଲି ନୂଆପଡାରେ ପ୍ରହରୀ ମଣ୍ଡପର କୁମ୍ଭ ଭରଣ କାର୍ଯ୍ୟକ୍ରମରେ ଶ୍ରୀମତୀ ନିରୁପମା ମାଝୀ ପୂର୍ବତନ ଜିଲ୍ଲା ପରିଷଦ ଏବଂ ବର୍ତମାନ ସ୍ୱତନ୍ତ୍ର
Read More...

ସତ୍ୟବାଦୀ ସ୍ଵାଇଁ ଥିଲେ ସର୍ବ ଜନପ୍ରିୟ ଜନନେତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ନିମାପଡ଼ା କେନ୍ଦ୍ରୀୟ ସମବାୟ ଓ ଜିଲ୍ଲା ଭୁବନ୍ଧକ ବ୍ୟାଙ୍କର ନିର୍ଦ୍ଦେଶକ ତଥା ଡେଲାଙ୍ଗ ପଞ୍ଚାୟତ ସମିତିର ଅଶୀ ଦଶକର ପ୍ରାକ୍ତନ ଅଧ୍ୟକ୍ଷ ସତ୍ୟବାଦୀ ସ୍ଵାଇଁ ଜଣେ ସତ୍ୟ ଧର୍ମନିଷ୍ଠ, ସର୍ବଗୁଣ ସମ୍ପନ୍ନ, ସ୍ପଷ୍ଟବାଦୀ, ସଚ୍ଚୋଟ ରାଜନେତା ଭାବେ
Read More...
error: Content is protected !!