Daily Archives

ମୁରିବାହାଲ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

୫୨୦ଜଣ ଭିନ୍ନକ୍ଷମ ପଂଜିକୃତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଆକାଉଣ୍ଟସ ଅଫିସର ଘେନୁରାମ୍ ତାଣ୍ଡିଙ୍କ ସଭାପତିତ୍ୱରେ ତଥା
Read More...

କାକା ମହତାବ ଶିଶୁ ସାହିତ୍ୟ ସମ୍ମାନ ପାଇଲେ ବିରଞ୍ଚି ଦାଶ

କଣ୍ଟାବାଞ୍ଜି, (କୈଲାଶ ସଗ୍ରିଆ) : ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସଂସ୍ଥା କାକା ମହତାବ ଶିଶୁ ସାହିତ୍ୟ ସଂସଦ ବରଗଡ଼ର ୩୧ତମ ବାର୍ଷିକ ଉତ୍ସବ ଓ ଉତ୍କଳ କେଶରୀ ଭର୍ତ୍ତୁହରି ମହତାବ ଜୟନ୍ତୀ ସ୍ଥାନୀୟ ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଅବସରରେ ନିର୍ଝରିଣୀ, କଣ୍ଟାବାଞ୍ଜିର
Read More...

ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ଯୋଗିସର୍ଡା ହରିହର ହାଇସ୍କୁଲର ସଫଳତା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଭୁବନେଶ୍ୱର ସ୍ଥିତ ଡୁନ ବିଦ୍ୟାଳୟରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗିର ଜିଲ୍ଲାରୁ ଜିଲ୍ଲା ସଂଯୋଜକ ଆନନ୍ଦ ବଡ଼ପଣ୍ଡାଙ୍କ ନେତୃତ୍ୱରେ ସ୍ଥାନ ପାଇଥିବା ୪ ଗୋଟି ପ୍ରକଳ୍ପ ମଧ୍ୟରୁ
Read More...

ବଲାଙ୍ଗିର ପବ୍ଲିକ୍ ସ୍କୁଲର ୩୯ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲର ୩୯ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟନ ହୋଇଯାଇଛି । ପରିଚାଳନା କମିଟିର କୋଷାଧ୍ୟକ୍ଷ ଆଲୋକ ରଂଜନ ବେଦବାକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କ୍ରୀଡା ପତାକାକୁ ଉନ୍ମୋଚନ କରି ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ
Read More...