Daily Archives

ଡେଲାଙ୍ଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ
Read More...

ପରକୀୟା ପ୍ରୀତି କାରଣରୁ ଯୁବକଙ୍କୁ ହତ୍ୟା : ସ୍ୱାମୀ, ସ୍ତ୍ରୀ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଜଗଦଳପୁର ସାମିଲ ମାଙ୍ଗୁପଡା ଗ୍ରାମରେ ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ହୋଇଥିବା ନେଇ ଆଜି ଡେଲାଙ୍ଗ ପୁଲିସ ଏକ ସାମ୍ବାଦିକ ସମ୍ମିଳନୀ କରି ଖୁଲାସା କରିଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତ
Read More...

ଜାମଖୁଣ୍ଟା ପଞ୍ଚାୟତରେ ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ସଂଗଠିତ କରିବା ପାଇଁ ବିଭିନ୍ନ ପଞ୍ଚାୟତ ଏବଂ ଗ୍ରାମରେ ସିଆର୍‌ପି, ଏମ୍‌ବିକେ ନିଯୁକ୍ତି ଦିଆଯାଉଛି । ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଞ୍ଚାୟତରେ ସିଆର୍‌ପି ନିଯୁକ୍ତିରେ
Read More...

ସୋନଗଡ ନଦୀରେ ଜଳ ପ୍ରକଳ୍ପ ପାଇଁ ୪୯କୋଟି ମଞ୍ଜୁର

ମୁଖ୍ୟମନ୍ତ୍ରୀ, ଫାଇଭ୍‌-ଟି ଅଧ୍ୟକ୍ଷ ଓ ନେତୃବର୍ଗଙ୍କୁ କୃତଜ୍ଞତା ଜଣାଇଲେ ଚାଷୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଓ ସଦରବ୍ଲକ ଅଞ୍ଚଳର ଚାଷୀ ଦୀର୍ଘ ୨୦ବର୍ଷ ହେଲା ଦାବୀ କରୁଥିବା ସୋନଗଡ ଜଳସେଚନ ପ୍ରକଳ୍ପ ଶେଷରେ ଅନୁମୋଦିତ ହୋଇଛି । ରାଜ୍ୟ ସରକାର
Read More...

କୋଇଲା ବୋଝେଇ ବଗିରେ ଲାଗିଲା ନିଆଁ

କଣ୍ଟାବାଞ୍ଜି, (କୈଲାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ନିକଟସ୍ଥ ଆଜି ଏକ କୋଇଲା ବୋଝେଇ ବଗିରେ ନିଆଁ ଲାଗି ଯାଇଥିବା ଜଣାପଡିଛି । ଖବର ପାଇ କଣ୍ଟାବାଞ୍ଜି ଅଗ୍ନିଶମ ବାହିନୀ ପହଂଚି କୋଇଲା ବୋଝେଇ ବଗିରେ ଲାଗିଥିବା ନିଆଁକୁ ଲିଭାଇଥିବା ସୂଚନା ମିଳିଛି । କୋଇଲା
Read More...

ଧାନ ମଣ୍ତି ଉଦ୍‌ଘାଟିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ବରଗଡ଼ ନିୟନ୍ତ୍ରୀତ ବଜାର କମିଟି ଅଧୀନରେ ଥିବା ବେହେରା ମାର୍କେଟକୁ ଯାଇ ସେଠାରେ ପୂଜାର୍ଚନା କରି ଧାନ ମଣ୍ଡିକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଅଂଚଳର ଚାଷୀମାନଙ୍କ ସହିତ ସମ୍ପାଦକ ଦୁର୍ଗା ପ୍ରସାଦ ଛୁରିଆ,
Read More...

ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟନ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ବିବାଦ ଘେରରେ ରହିଛି ନୃସିଂହନାଥ ମନ୍ଦିର ଭଣ୍ଡାର ଘର ଭାଙ୍ଗିବା ପ୍ରସଙ୍ଗ

ବରଗଡ, (ନିରୋଜ କୁମାର ପାଣୀ) : ଫାଇଭ୍‌-ଟି ଜରିଆରେ ଓଡିଶାର ବହୁ ପୁରାତନ ମନ୍ଦିର, ମଠଗୁଡିକ ପୁନଃ ନିର୍ମାଣ ଓ ବିକାଶର କାର୍ଯ୍ୟ ସାରା ରାଜ୍ୟରେ ଚାଲିଛି । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ଫାଇଭ୍‌-ଟି ଅଧିନରେ ଓଡିଶା ସରକାର ୪୦ କୋଟି ଟଙ୍କା ବ୍ୟୟ ଅଟକଳ
Read More...

ମୁକୁଳା ଡ୍ରେନରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଲାଠୋର ଅଗ୍ରସେନ ଭବନ ନିକଟରେ ଅଘଟଣ । ମୁକୁଳା ଡ୍ରେନ୍‌ରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ସଦର ଲାଠୋରର ଥେଙ୍କୁ ବାଗ(୪୦) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏହି ବ୍ୟକ୍ତି ଜଣକ ମୁକୁଳା ଡ୍ରେନ
Read More...

ବ୍ରିଜ ତଳକୁ ଖସିଗଲା ବାଇକ୍‌ : ୩ ଆରୋହୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଠଗାଁ ରୋଡ୍‌ରେ ପୁଡ଼ାପାଲି ବ୍ରିଜ ଉପରୁ ପାଖାପାଖି ୨୦ ଫୁଟ୍‌ ତଳକୁ ଏକ ବାଇକ୍‌ ଖସିପଡିଥିବା ବେଳେ ବାଇକ୍‌ରେ ଥିବା ୩ ଜଣ ଆରୋହୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ବଲାଙ୍ଗିର ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ
Read More...