Daily Archives

ଟ୍ରାକ୍ଟର ଚକ ତଳେ ଚାପି ହୋଇ ଶିଶୁକନ୍ୟାଙ୍କ ମୃତ୍ୟୁ, ଡ୍ରାଇଭର ଏବଂ ମାଲିକ ଫେରାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କନ୍ଦେନ୍‌ଝଲା ଗାଁରେ ଏକ ଟ୍ରାକ୍ଟର ଚକ ତଳେ ଚାପି ହୋଇ ଅଢେଇ ବର୍ଷର ଜଣେ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି । ମୃତ ଶିଶୁକନ୍ୟା ଜଣକ ହେଉଛନ୍ତି ଗାଁର ମାୟାଧର ମାଝିଙ୍କ ଝିଅ ଜ୍ୟୋତ୍ସ୍ନା ମାଝୀ । ସୂଚନା
Read More...

କ୍ରିକେଟ୍‌ରେ ଭାରତର ପରାଜୟ ଯୋଗୁଁ ଜୀବନ ହାରିଲେ ଯୁବକ

ଯାଜପୁର : ବିଶ୍ୱ କପ୍‌ କ୍ରିକେଟରେ ଅଷ୍ଟ୍ରେଲିଆ ଠାରୁ ଭାରତର ଅସମ୍ଭାଳ ପରାଜୟ ସାରା ଭାରତକୁ ନିରୁତ୍ସାହିତ କରି ପକାଇଥିବା ବେଳେ ଏହି ଦୁଃଖରେ ଜୀବନ ହାରି ଦେଇଛନ୍ତି ଯୁବକ । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଜରୀ ପଞ୍ଚାୟତ କୂଳସାହିର ଦେବରଞ୍ଜନ ଦାସ ବେକରେ ଦଉଡି ଦେଇ
Read More...

ହାଇଦ୍ରାବାଦକୁ ଇଟା ତିଆରି ପାଇଁ ଯାଇଥିବା ଦାଦନ ଶ୍ରମିକ ମାନସିକ ରୋଗରେ ଆକ୍ରାନ୍ତ ହୋଇ ନିଖୋଜ ଅଭିଯୋଗ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କୁଇବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କିନ୍ଦେରକେଲା ଗାଁର ରମେଶ ନେତାମ (୩୯) ନିଜ ସ୍ତ୍ରୀ ମଞ୍ଜୁଲା ନେତାମ ଏବଂ ଶିଶୁ ବସନ୍ତ ନେତାମ (୮)ଙ୍କୁ ସାଙ୍ଗରେ ନେଇ ସିକନ୍ଦରାବାଦ ଅନ୍ତର୍ଗତ ତୁକୁଗଡାକୁ ଇଟା ଗଢିବା ପାଇଁ
Read More...

ପିକ୍‌ନିକ୍‌ କରିବାକୁ ଯାଇ ଯୁବକ ନିଖୋଜ ଘଟଣା : ମିଳିଲା ମୃତଦେହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିକ୍‌ନିକ୍‌ କରିବାକୁ ଯାଇ ବଲାଙ୍ଗିର ସହରର ଜଣେ ଯୁବ ମେଡ଼ିସିନ ରେପ୍ରଜେଟେଣ୍ଟିଭ ନିଖୋଜ ହୋଇଯାଇଥିବା ବେଳେ ଆଜି ତାଙ୍କ ମୃତଦେହ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ଖବର ମିଳିଛି । ମୃତ ଯୁବ ମେଡ଼ିସିନ ରେପ୍ରଜେଟେଣ୍ଟିଭ ହେଉଛନ୍ତି ବଲାଙ୍ଗିର ସହରରର
Read More...

ଜିଲ୍ଲା ନ୍ୟାୟାଳୟ ପରିସରରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ନ୍ୟାୟାଳୟ ପରିସରରେ ଏକ ସ୍ୱାସ୍ଥ୍ୟ ଶିବିର ଜିଲ୍ଲା ନ୍ୟାୟାଳୟ, ଜିଲ୍ଲା ପ୍ରଶାସନ, ଭୀମଭୋଇ ମେଡିକାଲ କଲେଜ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ୱାସ୍ଥ୍ୟ ଶିବିରକୁ ଜିଲ୍ଲା ଏବଂ ଦୌରାଜଜ୍‌ ଲଲାଟେନ୍ଦୁ
Read More...

ପଦ୍ମପୁର ଉପଖଣ୍ଡ ଯାଦବ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିିକେଲ ଡି.ଓ. ଅଫିସ୍‌ ପାଖରେ ଶତାଧିକ ସଂଖ୍ୟାରେ ଯାଦବ ଭାଇ ବନ୍ଧୁ ଓ ମା' ଭଉଣୀ ଉପସ୍ଥିତ ହୋଇ ମା' ସମଲେଶ୍ୱରୀ ଓ ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ପୂଜା କରାଯାଇଥିଲା । ସମ୍ମାନୀତ ଉପଖଣ୍ଡ ସଭାପତୀ, ଉପ ସଭାପତି ଓ ସେବା ପ୍ରମୁଖଙ୍କୁ
Read More...

ଭୁବନେଶ୍ୱରଠାରେ ସାମ୍ବାଦିକ ରାଜୀବ ସଗରିଆଙ୍କୁ ଲୋକସ୍ଵର ସମ୍ମାନ ୨୦୨୩ରେ ସମ୍ବର୍ଦ୍ଧିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଭୁବନେଶ୍ଵର ଲୋହିଆ ଏକାଡ଼େମୀଠାରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାର ବରିଷ୍ଠ ସାମ୍ବାଦିକ ରାଜୀବ ସଗରିଆଙ୍କୁ ଭୂବନେଶ୍ୱର ଲୋକସ୍ଵର ସମ୍ମାନ ୨୦୨୩ରେ ସମ୍ବର୍ଦ୍ଧିତ କରାଯାଇଛି । ଆୟୋଜିତ ସଭାରେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ଶତାଧିକ ବିଶିଷ୍ଟ
Read More...

ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ : ଦୁଲକି ଉଠିବ ରଙ୍ଗମଂଚ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସର୍ବସାଧାରଣ ଖେଳପଡିଆଠାରେ ୩୭ତମ ଧନୁଯାତ୍ରା ମହୋତ୍ସବ ପାଇଁ ଆଜି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୨ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଧନୁଯାତ୍ରା ମହୋତ୍ସବରେ
Read More...

ଶାନ୍ତି ଅନୁଭୂତି କେନ୍ଦ୍ର ଆନୁକୂଲ୍ୟରେ ବିଶାଳ ଆଧ୍ୟାତ୍ମିକ ସମାବେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି କେନ୍ଦ୍ର ଆନୁକୂଲ୍ୟରେ ରବିବାର ଏକ ବିଶାଳ ଆଧ୍ୟାତ୍ମିକ ସମାବେଶର ଆୟୋଜନ ହୋଇଯାଇଛି । ଏହି ସମାବେଶରେ ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ଗଞ୍ଜାମ ଗଜପତି
Read More...

ଗଜକୁ ଘଉଡ଼ାଇବା ବେଳେ ଗଜ ଆକ୍ରମଣର ଶିକାର ହେଲେ ଗଜ ସାଥୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଉଡ଼ାର ଗ୍ରାମ ପଂଚାୟତ ବୁବେଲଗୁମା ଗାଁରେ ଗଜକୁ ଘଉଡ଼ାଇବା ବେଳେ ଗଜ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଗଜ ସାଥୀ ବୋଲି ଖବର ମିଳିଛି । ଗଜ ଆକ୍ରମଣର ଶିକାର ହୋଇଥିବା ଗଜ ସାଥୀ ଜଣକ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ
Read More...