Daily Archives

ବଲାଙ୍ଗିର ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ଯୋଗଦେଲେ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ଏହି ଗସ୍ତ ଅବସରରେ ସେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗ
Read More...

ବାଲିଗୁଡ଼ା ବନାଞ୍ଚଳର ଖମନଖୋଲ ଅଞ୍ଚଳରେ ୮ ଟିକିଆ ହାତୀପଲ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନାଞ୍ଚଳର ଖମଣଖୋଲ ଅଞ୍ଚଳରେ ଆଠ ଟିକିଆ ହାତୀପଲ । ପଡ଼ୋଶୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ଏହି ହାତୀପଲ କନ୍ଧମାଳ ସିମାନ୍ତ ଖମଣଖୋଲ ଅଞ୍ଚଳକୁ ପଶି ଆସିଥିବା ଜଣାପଡ଼ିଛି । ସେପଟେ ହାତୀପଲକୁ ଟ୍ରାକ୍ କରିବା
Read More...

ଜଳିଗଲା ଚା’ ଦୋକାନ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜଳିଗଲା ଚା' ଦୋକାନ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଗଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ନିକଟସ୍ଥ ବୁଡାଗୁଡ଼ା ଯିବା ରାସ୍ତା ଛକ
Read More...

କୁଶଙ୍ଗ ହାଇସ୍କୁଲରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକସ୍ତରୀୟ ବିଜ୍ଞାନ ମେଳା କୁଶଙ୍ଗ ସ୍ଥିତ ନୋଡାଲ ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ କପିଲ୍ ଦେବ ପାଣିଗ୍ରାହୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।
Read More...

ମୁରିବାହାଲ ଡିଗ୍ରୀ କଲେଜର ନବନିର୍ମିତ ପାଚେରୀ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଦ୍ଵାରା ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ କଲେଜରେ ଜିଲ୍ଲା ପରିଷଦର ଆଇଏପି ଯୋଜନାରେ ୨୦୨୨-୨୩ ବର୍ଷରେ ନବନିର୍ମିତ ୧୦ଲକ୍ଷ ଟଙ୍କାର କଲେଜ ପାଚେରୀକୁ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ମୁଖ୍ୟ ଅତିଥି ରୂପେ
Read More...

ସର୍ବ ଭାରତୀୟ ସେବା ସମବାୟ ସପ୍ତାହର ଜିଲ୍ଲାସ୍ତରୀୟ ମହୋତ୍ସବ ଉଦ୍‌ଯାପିତ

ସମବାୟ ଆନ୍ଦୋଳନକୁ ଦୃଢ଼ୀଭୁତ କରିବା ଆଜିର ଲକ୍ଷ୍ୟ : ଜିଲ୍ଲାପାଳ ସୋନପୁର, (କେପିଏନ୍‌ଏସ୍‌) : ଓଡିଶା ସମବାୟ ବିଭାଗ ପକ୍ଷରୁ ଆୟୋଜିତ ୭୦ତମ ସର୍ବ ଭାରତୀୟ ସେବା ସମବାୟ ସପ୍ତାହ ପାଳନର ଜିଲ୍ଲାସ୍ତରୀୟ ମହୋତ୍ସବ ଆଜି ସୁବର୍ଣ୍ଣପୁର ନିଉ ଟାଉନ ହଲରେ ଉଦ୍‌ଯାପିତ ହୋଇଯାଇଛି । ସଭାର
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଲୋଇସିଂହା ବ୍ଲକ ଗସ୍ତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଶୁକ୍ରବାର ଲୋଇସିଂହା ବ୍ଲକର ଯୋଗିସର୍ଡା ଓ ବାଦିବାହାଲ ଗ୍ରାମ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକକାର୍ଯ୍ୟର ସମୀକ୍ଷା କରିଥିବା ଜଣାଯାଇଛି । ପ୍ରଥମେ ସେ ଯୋଗିସର୍ଡାର ପ୍ରସିଦ୍ଧ ଶୈବପୀଠ ଯୋଗେଶ୍ୱର
Read More...

ବଲାଙ୍ଗିର ପବ୍ଲିକ ସ୍କୁଲରେ ଆନ୍ତର୍ବିଦ୍ୟାଳୟ ବିଜ୍ଞାନ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ ସ୍କୁଲ ପରିସରରେ ଆନ୍ତର୍ବିଦ୍ୟାଳୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବୀରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ
Read More...

ବିଜେପି ପକ୍ଷରୁ ଲୋଇସିଂହା ବ୍ଲକ ଘେରାଉ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଦୁର୍ନୀତି ତଥା ଅନିୟମିତତା ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଭ୍ରଷ୍ଟାଚାର ଓ ପିସି କାରବାର ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ଲୋଇସିଂହା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଲୋଇସିଂହା ବ୍ଲକ ଘେରାଉ କରାଯାଇଥିଲା ।
Read More...

ଟିଟିଲାଗଡ ଲିଓ କ୍ଲବ ଦ୍ୱାରା ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍‌ଘାଟିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ପ୍ରଥମ ଥର ପାଇଁ ଟିଟିଲାଗଡ ଲିଓ କ୍ଲବ ତରଫରୁ ସ୍ଥାନୀୟ ଓମ୍‌ ଭ୍ୟାଲି ସ୍କୁଲ ଖେଳ ପଡିଆରେ ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଶୁକ୍ରବାର ଦିନ ଉଦ୍‌ଘାଟନ ଅବସରରେ ଲାୟନ୍ସ କ୍ଲବର ୱାଇଏଲ୍‌ଏଲ୍‌ଆଇ ଡିଷ୍ଟ୍ରିକ୍ଟ
Read More...